ମୁଁ କଣ ଗୋଟେ ପରେ ଗୋଟେ ଖୋଲି ଦେଉଥିଲି… ତୁମର ମୋତେ ଦେଖି ଉଠି ପଡୁଛି, ଏ ନେଇ କଣ କହିଲେ ରାଣୀ ପ୍ରିୟ ଦର୍ଶନୀ – ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶିନୀକୁ ତ ଆପଣ ଜାଣିଥିବେ ନିଶ୍ଚିତ |ସେ କେମିତି ଅଶୀଳ ଡ୍ୟାନ୍ସ କରି ଲୋକଙ୍କ ଠାରୁ ଜୋତା ମାଡ ଖାଇବାର ଆପଣ ଜାଣିଥିବେ |କିନ୍ତୁ ରାଣୀ ପ୍ରିୟଦର୍ଶିନୀଙ୍କ ଏହି ଡ୍ୟାନ୍ସକୁ ବର୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ରାଣୀ ଆକ୍ଷେପ କରିଛନ୍ତି, ତାଙ୍କ ବିଷୟରେ ଏମିତି କିଛି ଖରାପ ଭିଡିଓ ଭାଇରାଲ କରିବା ପାଇ ସେ ମନା କରିଛନ୍ତି |ମୁଁ ଆଜି ଆପଣକୁ ରାଣୀ ପ୍ରିୟଦର୍ଶିନୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ଏବଂ ତାକୁ ନେଇ ରାଣୀ କଣ ମତାମତ ରଖିଛନ୍ତି ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ରାଣୀ ପ୍ରିୟଦର୍ଶିନୀ ଯାତ୍ରା ଜଗତର ଜଣେ ଆଇଟମ ଗାର୍ଲ ଅଟନ୍ତି, ସେ ସୁନ୍ଦର ଆଇଟମ ଡ୍ୟାନ୍ସ କରି ଦର୍ଶକ ମାନଙ୍କୁ ଆକୃଷ୍ଟ କରନ୍ତି |ରାଣୀ ପ୍ରିୟଦର୍ଶିନୀଙ୍କ ଏହି ଆଇଟମ ବହୁତ ଆଗରୁ ମଧ୍ୟ୍ୟ ମନା କରା ଯାଇଥିଲା |ସେ ଯେତେବେଳେ ଭଦ୍ରକରେ ରାଜ ନନ୍ଦିନୀ ଅପେରାରେ ଡ୍ୟାନ୍ସ କରୁଥିଲେ ସେତେବେଳେ ତାଙ୍କୁ କମିଟି ତରଫରୁ ମନା କରିଥିଲେ କି ଏପରି ଡ୍ୟାନ୍ସ ନକରିବା ପାଇଁ |ମାତ୍ର ରାଣୀ ପ୍ରିୟଦର୍ଶିନୀ ଏହି କଥାକୁ ଗୁରୁତ୍ୱ ନଦେଇ ସେ ଯାତ୍ରା ପେଣ୍ଡେଲରେ ଏହିପରି ଆଇଟମ ଡ୍ୟାନ୍ସ କରିଥିଲେ ଯଉଁଥି ପାଇଁ ସେ ଚପଲ ମାଡ ଖାଇଥିଲେ |ଭଦ୍ରକ ପେଣ୍ଡେଲରେ ରାଣୀ ଅଶ୍ଳୀଳ ଡ୍ୟାନ୍ସ କରୁଥିବା ସମୟରେ ଜଣେ ମହିଳା ରାଣୀଙ୍କୁ ଚପଲ ଫିଙ୍ଗାଇ ଥିଲେ ଏବଂ ରାଣୀଙ୍କ ଏହି ଡ୍ୟାନ୍ସ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପାଉଛି ବୋଲି କୁହା ଯାଇଥିଲା |

ମାତ୍ର ରାଣୀ ଏତେ ହେଲା ପରେ ମଧ୍ୟ୍ୟ ପୁଣି ସୁନ୍ଦରଗଡ଼ ବଣେଇରେ ଏହି ଅପେରାରେ ଏହିପରି ଆଶ୍ଳୀଳ ଡ୍ୟାନ୍ସ କରିଥିଲେ ଯାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି |ସୋସିଆଲ ମିଡିଆରେ ରାଣୀଙ୍କ ନେଇ ଏହି ଭିଡିଓ ଭାଇରାଲ କୁ ନେଇ ରାଣୀ ଆକ୍ଷେପ କରିଛନ୍ତି, ତାଙ୍କର କହିବା ଅନୁଯାୟୀ ଯେ ଯେହେତୁ ସେ ଜଣେ ଆଇଟମ ଗାର୍ଲ ତେଣୁ ସେ ଆଇଟମ ସଙ୍ଗରେ ହିଁ ତ ଡ୍ୟାନ୍ସ କରିବେ,ଆଉ ସେ କଣ ଭଜନରେ ନାଚିବେ କି |ତାଙ୍କର କଥା ଏହାଥିଲା ଯେ ଜଣେ ପ୍ରବଚକ ଭଗବାନଙ୍କ ବିଷୟରେ ପ୍ରବଚନ ଦେବ ନା କଣ ସେ ଆଧୁନିକ ଗୀତ ଗାଇବକି, ଯାହାର ଯାହା ରୁଲ ସେ ସେମିତି ହିଁ କରିବ |ଏହି ସବୁ ରାଣୀଙ୍କ ବିରୋଧରେ ଏକ ବଡ଼ ଷଡଯନ୍ତ୍ର ବୋଲି ରାଣୀ କହିଛନ୍ତି |

ରାଣୀଙ୍କ କହିବା କଥା ଏହା ଯେ ସେ ଆଇଟମ ଡ୍ୟାନ୍ସ କରୁଥିବା ସମୟରେ କିଛି ଅଡ ପୋଷାକ ସେ ପିନ୍ଧି ନଥିଲେ କି କୌଣସି ଅଶ୍ଳୀଳ ଡ୍ୟାନ୍ସ ମଧ୍ୟ କରିନଥିଲେ |କେବଳ ସେ ଦର୍ଶକ ମାନଙ୍କୁ ଖୁସି କରିବା ପାଇଁ ନର୍ମାଲ ନାଚୁଥିଲେ, ରାଣୀ ପ୍ରିୟଦର୍ଶିନୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲକୁ ନେଇ ଏପରି କହିବାକୁ ମନା କରିଛନ୍ତି ରାଣୀ |ତାଙ୍କର ଏହି ଭିଡିଓ ବର୍ତମାନ ସୋସିଆଲ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment