ମୁଁ_ଦେଖିଛି_ସେ_ଭିଡିଓ… ସେ ଭିଡିଓରେ କିଛିଟା ନେକେଡ଼ ସିନ ଓ କିସ ସିନ ଅଛି ..ଆଉ ସେ ଯାହା କହୁଛନ୍ତି ସେ-କ୍ସ ସିନ ନାହିଁ… ଏ ନେଇ କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ। ଏଭଳି ଏକ ଘଟଣା ବର୍ତ୍ତମାନ ଦେଖିବା ପାଇଁ ମିଳିଛି।

ଜଣେ ମହିଳା ପ୍ରେମରେ ପଡ଼ି ଏପରି ଘଟଣା ଦେଖିବା ପାଇଁ ମିଳିଛି। ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିଛି । ମହିଳାଙ୍କ ପ୍ରେମିକା ବର୍ତ୍ତମାନ ଅନୁପସ୍ଥିତ ଅଛନ୍ତି, ସ୍କୁଲ ସମୟରୁ ହିଁ ଉଭୟ ଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ଏବେ ଅଶୀଳତାକୁ ନେଇ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ହୋଇଛି। ଏବଂ ବର୍ତ୍ତମାନ ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଯାହା ଉପରେ ବର୍ତ୍ତମାନ ବିତର୍କ ଚାଲିଛି। ସେ ବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ତାଙ୍କ ସହିତ ମିଶୁ ଥିଲେ।

ତାପରେ ବିବାହ ପରେ ବନ୍ଧୁଙ୍କ ସହ କଥା ହେବା ପରେ କିଛି ସମୟ କଥା ହୋଇଥିଲେ ଏଭଳି କିଛି ସେ ନିଜର ମନ୍ତବ୍ୟ ରଖିଥିଲେ। ବର୍ତ୍ତମାନ ତାଙ୍କର ବନ୍ଧୁ ମଧ୍ୟ ତାଙ୍କଠାରୁ କିଛି ଟଙ୍କା ନେଇଛନ୍ତି। ଯାହାକି ଆପଣ ଏଠାରେ ଦେଖିଥିବେ ମହିଳା ଜଣକ ଏଭଳି କିଛି ଯୁକ୍ତି ଉପସ୍ଥାପନ କରିଛନ୍ତି ଆମେ କିଛି କହୁ ନାହୁଁ। ବାସ୍ତବରେ, “ମହିଳା” ଏସବୁ ବିଷୟରେ ସେ କହିଛନ୍ତି। ଯୁବକ ବନ୍ଧୁ ଜଣକ ଟଙ୍କା ନେଇ କିଛି ଦିନ ପରେ ତାଙ୍କୁ ଭେଟିବା କହିଥିଲେ। ଯାହା ମହିଳା ଜଣକ ଏଠାରେ କହିଛନ୍ତି।

ସେ ପଇସା ମାଗିବାରୁ କିଛି ଜିନିଷ କିଣିବା ବାହାନା କରି ତାଙ୍କୁ ମାର୍କେଟ ନେଇଥିଲେ। ଏହାପରେ ତାଙ୍କୁ ଏକ ରୁମ ଭିତରକୁ ନେଇ ଯାଇଥିଲେ। ସେହି ସମୟରେ କିସ୍ ତାଙ୍କୁ ବଳାତ୍କାର କରିବାର ଏକ ଭିଡିଓ ରେକର୍ଡ କରିଥିଲେ। ଏହାପରେ ସେଠାରେ କେହି ଜଣେ ତାଙ୍କର ଭିଡ଼ିଓ କରିଥିଲେ। ସେ କେବଳ କିସ କରିଛନ୍ତି , ଅନ୍ୟ କିଛି ନେକେଡ ସିନ ନଥିବା କଥା ସେ କହିଛନ୍ତି। ଏପରି ହେବା ପରେ ତାଙ୍କୁ ତାଙ୍କ ସ୍ବାମୀ ଛାଡ଼ ପତ୍ର ଦେବା କଥା କହିଛନ୍ତି। ଏହାପରେ ସେ ଏହାକୁ ବିରୋଧ କରିଛନ୍ତି। ଆଉ ଯିଏ ତାଙ୍କର ଏଭଳି ଭିଡ଼ିଓ ରେକର୍ଡ କରି ଭାଇରାଲ କରିଛନ୍ତି। ତାଙ୍କୁ ଖୁବ ଶୀଘ୍ର ଦଣ୍ଡ ଦେବା କଥା କହିଛନ୍ତି। ଯିଏ ଦୋଷୀ ସେ ଖୁବ ଶୀଘ୍ର ଦଣ୍ଡ ପାଇବ ବୋଲି ମହିଳା ଜଣକ କହିବା ସହିତ ତାଙ୍କୁ ନ୍ୟାୟ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment