ଏବେ ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିଥିବେ। ଆଉ କିଛି ଦିନ ତଳେ ଏହି ଘଟଣା କୁ ନେଇ ବହୁତ ଆଲୋଚନା ଚାଲିଥିଲା। ଆଉ ଏଠାରେ ସାରା ବିଶ୍ୱ ବାସୀଙ୍କର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୋଷେଇ ଶାଳ ରେ କିଛି ଅଘଟଣା ଦେଖିବାକୁ ମିଳି ଥିଲା। ତେବେ ଆସନ୍ତୁ ଜାଣିବା ସେହି ଘଟଣା ନେଇ ଅଭିଯୁକ୍ତ କଣ କହିଛନ୍ତି। କିଛି ଦିନ ଏହି ଘଟଣା କୁ ନେଇ ସାଂସଦ ରେ ଏବଂ ସାରା ଦେଶ ରେ ଚହଳ ସୃଷ୍ଟି କରିଥିଲା ଯାହା ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଭାଇରଲ ହୋଇଥିଲା।
ଆଉ ଏବେ ପୁଣି ଏକ ଦୁଃଖଦ ଘଟଣା ଏଠାରେ ଦେଖିବାକୁ ମିଳିଛି। ଏହିଠାରେ ଆମ ସସ୍କୃତି ଓ ଐତିହ୍ୟ ଉପରେ କିଛି ଏମିତି ଭିଡ଼ିଓ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିଥିବେ। ଏଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଆମ ଶ୍ରୀମନ୍ଦିର ର ରୋଷେଇ ଶାଳ ଭିତରକୁ ଜଣେ ପଶି ଯାଇଛି ଯାହା ଦ୍ୱାରା ସେଠାରେ ଥିବା ଚୁଲି ଭାଙ୍ଗି ଦେଇଥିବାର ସୂଚନା ମିଳିଛି। ଆଉ ଏହାକୁ ନେଇ ଅନେକ ରାଜନୈତିକ ଦଳ ମାନେ ରାଜନୀତି ମଧ୍ୟ କଲେ ଯାହା ଆପଣ ମାନେ ମଧ୍ୟ ଦେଖିଥିବେ।
ଆଉ ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଯିଏ ଚୁଲି ଭାଙ୍ଗିଥିଲେ ଏବେ କ୍ୟାମେରା ସାମ୍ନାକୁ ଆସିଛନ୍ତି। ଆଉ ଏବେ ସେହି ଚୁଲି ଭାଙ୍ଗିବା ପ୍ରସଙ୍ଗ ନେଇ ସାରା ରାଜ୍ୟରେ ମଧ୍ୟ ଚହଳ ସୃଷ୍ଟି କରିଥିଲା ଆଉ ଏହାକୁ ନେଇ ଗୁରୁତର ସହିତ ପୋଲିସ ତଦନ୍ତ କରିଥିଲେ। ଆଉ ଶେଷରେ ଏହି ଘଟଣା ର ରହସ୍ୟ ମଧ୍ୟ ବାହାର କୁ ଆସିଲା ଏବଂ ମୁଖ୍ୟ ଅଭିଯୁକ୍ତ ଙ୍କୁ ମଧ୍ୟ ଗିରଫ କରିଲେ ପୋଲିସ। ତାଙ୍କୁ ଧରିବା ପରେ ମୁଖ୍ୟ ଅଭିଯୁକ୍ତ ଙ୍କୁ ସବୁ ସତ ମାନିଛି। ଦୋଷୀକୁ ଗିରଫ ପରେ ସେ ଧୀରେ ଧୀରେ ସବୁ ଘଟଣା ସମ୍ପର୍କରେ ମୁଁହ ଖୋଲିଛି ଯାହା ଏବେ ମଧ୍ୟ କ୍ୟାମେରା ସାମ୍ନା ରେ ବଖାଣି ଅଛନ୍ତି।
ଆଉ କହିଛନ୍ତି ଯେ ” ମୁଁ ନିଜେ ପଳେଇ ଥିଲି ଚୁଲି ଭାଙ୍ଗିବା ଲାଗି ଓ ସେଠାରେ ଯିବା ସମୟରେ କେହି ନ ଥିଲେ, ପରେ ଚୁଲି ଭାଙ୍ଗି ଥିଲେ”। ଆଉ ମଧ୍ୟ କହୁଛନ୍ତି ଯେ ସବୁ ଚୁଲି ତ ଭୁଲ ରେ ଭାଙ୍ଗି ଦେଇଛି ଆଉ ଏବେ କଣ କରିବି, ଆଉ ଯଦି ମୁ ଭାଙ୍ଗିଛି ସବୁକୁ କରିବି ମୋତେ ସମୟ ଦେଲେ। ଯାହା ସବୁ ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହୋଇଛି ଏବଂ ଆପଣ ମାନେ ଏହି ସବୁକୁ ଦେଖିବାକୁ ପାଇଥିବେ।ଆଉ ଏଠାରେ ସେହି ଅଭିଯୁକ୍ତ ମାନିଗଲେ ଭୁଲ କରିଛନ୍ତି ବୋଲି କହିଲେ ଯାହା ଏଠାରେ ସୋସିଆଲ ମିଡ଼ିଆରେ ଆପଣ ମାନେ ଦେଖିବାକୁ ପାଇଥିବେ। ଯାହା ବି ହେଉ ଏଠାରେ ଦୋଷୀ ବାସ୍ତବରେ ସବୁ ସତ କହି ଦେଇଛି ଆଉ ମଧ୍ୟ ସ୍ୱୀକାର କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।