Odisha News Portal

“ମୁଁ ଚାହୁଁଛି ମୋ ପୁଅ ସେ-କ୍ସ କରୁ, ଡ୍ରଗ୍ସ ଖାଉ, ସବୁ କିଛି କରୁ, ସବୁ ଶିଖୁ” ଶାହରୁଖ…ଦେଖନ୍ତୁ Viral ଭିଡ଼ିଓ

ଆଜିକାଲି ଦୁନିଆରେ ବହୁତ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖିବାକୁ ମିଳିଥାଏ। ସେମାନେ କାହାକୁ ଖାତିର ନକରି ଏଭଳି କାର୍ଯ୍ୟ କରି ଥାଆନ୍ତି। ବେଳେ ବେଳେ ସେଲିବ୍ରେଟି ବା ତାଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଏଭଳି କାର୍ଯ୍ୟ ଲିପ୍ତ ରହି ଥିବାର ଦେଖିବାକୁ ମିଳିଥାଏ। ଆପଣ ମାନେ ଜାଣିଥିବେ କୁହାଯାଏ ଯେ ଜିଭ ଆଗରେ ସ୍ୱରସ୍ବତୀ ବସି ଥାଆନ୍ତି, ବେଳେ ବେଳେ ଯେଉଁ କଥା କହି ଦେଉଥାଉ ତାହା ସମୟ ସମୟ ସତ ମଧ୍ୟ ହୋଇ ଯାଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି, ତାହା ହେଉଛି ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟିରେ ଧରା ପଡିଥିଲେ, ଆଜି ଆମେ ଆପଣ ମାନଙ୍କୁ ଅଭିନେତା ତାଙ୍କ ପୁଅଙ୍କ ବିଷୟରେ ୨୪ ବର୍ଷ ତଳୁ ଯେଉଁ ସବୁ କଥା କହିଥିଲେ ତାହା ଆଜି ସତ ହୋଇଛି ବୋଲି ଜଣା ପଡ଼ିଛି। ତେବେ ଆସନ୍ତୁ ସେ ତାଙ୍କ ପୁଅଙ୍କ ବିଷୟରେ କ’ଣ ସବୁ କହିଥିଲେ ସେହି ବିଷୟରେ ଜାଣିବା;

ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବିଙ୍କ ହାତରେ ଧରା ପଡିଛନ୍ତି। ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଜୋର ସୋର ଭାବରେ ଚର୍ଚ୍ଚା ଚାଲିଛି, ତାହା ହେଉଛି ୨୪ ବର୍ଷ ତଳେ ଶାହାରୁକ ଖାଁ ଓ ତାଙ୍କ ସ୍ତ୍ରୀ ଗୌରୁ ଖାଁ ସିମି ଅଗ୍ରୱାଲଙ୍କ ଇଣ୍ଟରଭିୟୁକୁ ଯାଇଥିଲେ ସେଠାରେ ସେ ତାଙ୍କ ପୁଅ ସେକ୍ସ କରୁ ଓ ନିଶା ଦ୍ରବ୍ୟ ସେବନ କରୁ ବୋଲି ସେ କହିଥିଲେ ଓ ତାଙ୍କର କୌଣସି ଥିରେ ବିରୋଧ କରିବାର ନାହିଁ। ତାଙ୍କ ପୁଅର ପୂର୍ବରୁ MMS ଭିଡ଼ିଓ ଭାଇରଲ ହୋଇଥିଲା, ଓ ବର୍ତ୍ତମାନ ଏବେ ନିଶା ନିଶା ଶକ୍ତ ସମ୍ନାକୁ ଆସି ସାରିଛି। ଅଭିନେତାଙ୍କ କହିଥିବା କଥା ମଧ୍ୟ ସତ ହୋଇ ସାରିଛି ଓ ତାଙ୍କ କଥାକୁ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ତେବେ ପୁଅକୁ ବଞ୍ଚାଇବା ପାଇଁ ପ୍ରାଣପ୍ରଣେ ଲାଗି ପଡିଛନ୍ତି ଓ ଚାରି ଆଡ଼େ ଫୋନ କରି ଚାଲିଛନ୍ତି। ତାଙ୍କ ପୁଅର ଏହି ଖବରକୁ ନେଇ ମାଆ କାନ୍ଦୁଛନ୍ତି। ଏଥି ସହିତ କୋର୍ଟରୁ ଘର ଓ ଘରୁ ଏନିସିବିଙ୍କ ଅଫିସକୁ କେବଳ ଦୌଡ଼ି ଚାଲୁଛନ୍ତି ଓ ତାଙ୍କ ପୁଅକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ଯାଉଛନ୍ତି ଓ ମନେ ମନେ ବହୁତ କଷ୍ଟରେ ମଧ୍ୟ ରହୁଛନ୍ତି। କିନ୍ତୁ ତାଙ୍କ ପୁଅକୁ ଦେଖି ପାରୁ ନାହାନ୍ତି। ବର୍ତ୍ତମାନ ଏନିସିବିର ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ଅଛନ୍ତି ସେ, ଏହି ସବୁ ଘଟଣା ଦେଖି ଶାହାରୁକ ଖାଁ ଓ ତାଙ୍କ ସ୍ତ୍ରୀ ଗୌରୀ ଖାଁ ଏହି କଥାକୁ ନେଇ ପୂର୍ବ କଥା ମନେ ପକାଇ ଅନୁତାପ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।