Odisha News Portal

“ ମୁଁ ବି ନମିତା ଅଗ୍ରୱାଲ ହେବି ” ରିୟାଲିଟି ଶୋ ରେ Sthiti ଙ୍କ ଗୀତ ଶୁଣି କାନ୍ଦିପକେଇଲେ Namita ମ୍ୟାମ, ଭିଡ଼ିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସାରା ଓଡ଼ିଶାରେ ସିଦ୍ଧାର୍ଥ ଟିଭି ଚ୍ୟାନେଲ ନମ୍ବର ୱାନରେ ରହିଛି। ସେ ଚ୍ୟାନେଲରେ ଅନେକ ରିୟାଲିଟି ଶୋ ଯଥା ସମ୍ପୂର୍ଣ୍ଣ ଲକ୍ଷ୍ମୀ, ରଜ ସୁନ୍ଦରୀ ଓ ମୁଁ ବି ନମିତା ଅଗ୍ରୱାଲ ହେବି ଭଳି ଆଦି ରିୟାଲିଟି ଶୋ ଦେଉଛି। ସେଥି ମଧ୍ୟରୁ ମୁଁ ବି ନମିତା ଅଗ୍ରୱାଲ ହେବି ଏକ ବଡ଼ ରିୟାଲିଟି ସୋ ଅଟେ। ସେହି ଶୋ ରେ ଅନେକ ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ମୁଁ ବି ନମିତା ଅଗ୍ରୱାଲ ହେବି ଶୋ ରେ, ଜଣେ ପ୍ରତିଯୋଗି ଏଭଳି ଭାବରେ ଗୀତ ଗାଇଛନ୍ତି, ଯାହାକି ନମିତା ଅଗ୍ରୱାଲ ନିଜେ କାନ୍ଦି ପକାଇଛନ୍ତି। ତେବେ ଆସନ୍ତୁ କଣ ରହିଛି ପୁରା ଖବର ଜାଣିବା;

ସୂଚନା ଅନୁଯାୟୀ, ଓଲ୍ଲୀଉଡ଼ ଇଣ୍ଡଷ୍ଟ୍ରିର ନମିତା ଅଗ୍ରୱାଲଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଜଣେ ଆଗ ଧାଡ଼ିର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ସବୁବେଳେ ତାଙ୍କ ସୁମଧୁର କଣ୍ଠରେ ସୁନ୍ଦର ସୁନ୍ଦର ଗୀତ ଗାଇ ଥାଆନ୍ତି। ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଗୀତ ସବୁକୁ ପସନ୍ଦ କରିବା ସହିତ ଲୋକ ମାନେ ତାଙ୍କୁ ମଧ୍ୟ ବହୁତ ମାତ୍ରାରେ ପସନ୍ଦ କରି ଥାଆନ୍ତି।

ବର୍ତ୍ତମାନ ସିଦ୍ଧାର୍ଥ ଟିଭି ଚ୍ୟାନେଲରେ ତାଙ୍କ ନାଁ ରେ ଏକ ରିୟାଲିଟି ଶୋ କରା ଯାଇଛି। ଯାହାର ନାମ ରହିଛି ମୁଁ ବି ନମିତା ଅଗ୍ରୱାଲ ହେବି। ଏହି ରିୟାଲିଟି ସୋ ରେ ଅନେକ ନାମୀ ଦାମୀ କଣ୍ଠଶିଳ୍ପୀ ମାନେ ଜଜ ହୋଇ ବସିଛନ୍ତି। ଓଡ଼ିଶାର କୋଣ ଅନୁକୋଣରୁ ପିଲା ମାନେ ଆସି ଏହି ରିୟାଲିଟି ସୋ ରେ ଭାଗ ନେଇଛନ୍ତି। ସୁନ୍ଦର ସୁନ୍ଦର ଗୀତ ଗାଇ ଜଜ ମାନଙ୍କର ମନ କିଣି ନେଉଛନ୍ତି।

ତେବେ ଏହି ଶୋ କୁ ଏଭଳି ଏକ ପ୍ରତିଯୋଗି ଆସି ଥିଲେ, ଯାହାର ନାମ ସୃଷ୍ଟି ସୁଭକାଂକ୍ଷୀ ଅଟେ। ସେ ନମିତା ଅଗ୍ରୱାଲ ଗାଇଥିବା ଗୀତରେ ଗାଇ ଥିଲେ। ଯାହାକି ଗୀତଟି ମା ଙ୍କ ଆଧାରରେ ସୁନ୍ଦର ଭଜନ ଟିଏ ଗାଇ ଥିଲେ। ସେ ଗୀତଟିକୁ ଏଭଳି ସ୍ୱରରେ ଗାଇ ଥିଲେ, ସେଠାରେ ବସି ଥିବା ଜଜ ମାନଙ୍କ ମନ କିଣି ନେବା ସହିତ ନିଜେ ନମିତା ଅଗ୍ରୱାଲ ମଧ୍ୟ ସେହି ଗୀତ ଶୁଣି ଜୋର ଭାବରେ କାନ୍ଦି ପକାଇ ଥିଲେ। ନମିତା ଅଗ୍ରୱାଲଙ୍କ ଏଭଳି ଦୃଶ୍ୟକୁ ଦେଖି ସେଠାରେ ବସି ଥିବା ଜଜ ବା ପ୍ରତିଯୋଗି ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ଯେତେବେଳେ ତାଙ୍କୁ ଏହାର କାରଣ ପଚରା ଯାଇ ଥିଲା, ସେ କହିଥିଲେ ଯେ ଗୀତ ରେକର୍ଡ଼ ସମୟରେ ସେ ବହୁତ ଦୁଃଖରେ ଥିଲେ। ସେ ଦୁଃଖକୁ ସେ ସହି ଯାଇ ମା ଙ୍କ ପାଇଁ ଗୀତ ଗାଇ ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।