EXCLUSIVE : ମୁଁ ଆମ୍ବୁଲାନ୍ସ…କ୍ଷଣିକ ସମୟ ନଷ୍ଟ କରିବି ନାହିଁ..ରାହୁଲକୁ ସିଧା ହସ୍ପିଟାଲ ନେଇ ଯିବି… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏହିପରି କିଛି ଭିଡ଼ିଓ ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏହି ସମୟ ରେ ଏକ ଶିଶୁ ଟିଏ ସଙ୍କଟ ପୁର୍ଣ୍ଣ ଅବସ୍ଥାରେ ଏକ ଗଭୀର ଗାତ ଭିତରେ ଫସି ରହିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।ଆଉ ଅନ୍ୟପଟେ ରାହୁଲ ପାଇଁ ଆମ୍ବୁଲାନ୍ସ ମଧ୍ୟ ରେଡି ହୋଇ ବସିଛି।

ଏଠାରେ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠି ଗୋଟିଏ ଶିଶୁ ଟି ଅତି ସଙ୍କଟ ପୁର୍ଣ୍ଣ ଅବସ୍ଥାରେ ରହିଛି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ।ଆଉ ଏବେ କିଛି ଦିନ ହେଲା ଆପଣ ମାନେ ମଧ୍ୟ ଦେଖିଥିବେ ଯେ ସେହି ଶିଶୁ ଟି ଏକ ଗଭୀର ଵୋରୱେଲ ଭିତରେ ଫସି ଯାଇଥିଲା। ଆଉ ସେହି ଶିଶୁ କୁ ନେଇ ଏବେ ଦେଶ ସାରା ଜୀବନ ପାଇଁ ଭିକ୍ଷା କରିଛନ୍ତି। ବାଳକ ଟି ପାଖା ପାଖି ୪ ଦିନ ହେଲାଣି ସେହି ଵୋରୱେଲ ଭିତରେ ଫସି ରହିଛି ଯାହାକୁ ବାହାର କରିବା ପାଇଁ ଛତିଶଗଡ଼ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଆଉ ଶିଶୁ ଟିର ଜୀବନ ବଞ୍ଚେଇବା ପାଇଁ ତାଙ୍କ ବାପା ଓ ମା ସହିତ ସାରା ଦେଶ ରାହୁଲ ଉପରେ ନଜର ରଖିଛନ୍ତି।

ଆଉ ରାହୁଲ ର ଏବେ ଯେଉଁଭଳି ପରିସ୍ଥିତି ରହିଛି ତାହାକୁ ଦେଖିବା ପରେ ସମସ୍ତେ ଙ୍କ ଆଖିରେ ଲୁହ ଆସି ଯାଉଛି। ରାହୁଲ କୁ ଉଦ୍ଧାର ପାଇଁ ସରକାର ସୈନ୍ୟ ବାହିନୀ, NDRF,SDRF, ଆଉ ପୋଲିସ ମାନେ ମଧ୍ୟ ସେଠାରେ ନିୟୋଜିତ କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଏବେ ଦେଖିବାକୁ ମିଳିଛି। ବାଳକ ରାହୁଲ ର ଜୀବନ ଏବେ ବହୁତ ସଙ୍କଟ ପୁର୍ଣ୍ଣ ଅବସ୍ଥାରେ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ସେହି ପିଲା ଟି କୁ ବଞ୍ଚେଇବା ଲାଗି ସରକାର ଡାକ୍ତର ମାନଙ୍କୁ ମଧ୍ୟ ସେଠାରେ ନିୟୋଜିତ କରିଛନ୍ତି ଯାହା ଏଠାରେ ସୂଚନା ମିଳିଛି। ସେହି ପିଲା ଟିକୁ ଉଦ୍ଧାର ଲାଗି ରୋବଟ ମଧ୍ୟ ବ୍ୟବହାର କରାଯାଇଛି। ଏପଟେ ଉଦ୍ଧାର ପାଇଁ NDRF ଟିମ ଏବେ ରାହୁଲ ପାଖରେ ପହଂଚି ଗଲେଣି ଯାହା ଏବେ ଜାଣିବାକୁ ମିଳୁଛି।

ଏହି ରାହୁଲ କୁ ଉଦ୍ଧାର ପରେ ସଂଗେ ସଙ୍ଗେ ଚିକିତ୍ସା ଦିଆ ଯିବା ପାଇଁ ଡାକ୍ତରୀ ଟିମ ମଧ୍ୟ ଅଛନ୍ତି ଯାହା ଏଠାରେ ସୂଚନାଯୋଗ୍ୟ। ଆଉ ସଂଗେ ସଂଗେ ନିକଟସ୍ଥ ମେଡିକାଲ କୁ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ହୋଇଛି ଯାହା ଦେଖିବାକୁ ମିଳୁଛି। ଆଉ ଏହି ଆମ୍ବୁଲାନ୍ସ ଗାଡି ଆଗରୁ ଚାହିଁ ରହିଛି ରାହୁଲ କୁ ସୁସ୍ଥ କରିବା ଲାଗି ଯାହା ସୋସିଆଲ ମିଡ଼ିଆରେ ଏବେ ଜୋର ରେ ଭାଇରଲ ହେବାରେ ନଜରକୁ ଆସିଛି। ରାହୁଲ ର ଜୀବନ ଲାଗି ଆମ୍ବୁଲାନ୍ସ ମଧ୍ୟ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି ଯେପରି ସେହିପରି ଲାଗୁଛି। ସେହି ଶିଶୁ ପାଇଁ ସାରା ଦେଶ ର ଲୋକ ମାନେ ଚାହିଁ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment