ମୁମ୍ବାଇ ଦେଖା ଓଡିଶାରେ ବାହାଘର.. କିଛିଦିନ ପରେ ଧୋକା ଦେଲା ପୁଅ..ଠିକଣା ଖୋଜି ପହଁଚିଲା ଝିଅ… ଦେଖନ୍ତୁ Video

ଆପଣ ମାନେ ବହୁତ ଭଲ ପାଇବା ଦେଖିଥିବେ ଓ ଶୁଣିଥିବେ ହେଲେ ଏମିତି ଏକ ଭଲ ପାଇବା ଯାହା ଆପଣ ଶୁଣିଲେ ବିଶ୍ୱାସ କରିବେନି, ପ୍ରେମ ଯେ କରିଛି ସେ ଏକା ଜାଣିଛ ପ୍ରେମ ର ମୂଲ୍ୟ, ପ୍ରେମ ସତ୍ୟ ଓ ଚିରନ୍ତନ ହେଇଥାଏ ଯାହା କେବେ ମରିନଥାଏ, କଥାରେ ଅଛି ଦର୍ଶକ ବନ୍ଧୁ ପ୍ରେମ ହେଉଛି ଅନ୍ଧ ଏହି ପ୍ରେମ ରେ ଯିଏ ପଡିଛି ତାକୁ ଭୋକ, ଶୋଷ , ଓ ବାଢ଼ ବନ୍ଧ ମଧ୍ୟ ଦେଖା ଦେଇନଥାଏ, ସବୁବେଳେ କେବେଳ ପ୍ରେମ ପଡିଥିବା ପ୍ରେମକ ଓ ପ୍ରେମିକା ର ମୁହଁ ଦେଖା ଯାଇ ଥାଏ | ପ୍ରେମ ଏକ ଭାବନା ଯାହା ପ୍ରେମ ରେ ନ ପଡିବା ଯା ଆପଣ ଜାଣିପାରିବେନି ବୋଲି କୁହାଯାଏ ସେଥିପାଇଁ ତୋ ଆଜି ର ଏହି ଦୁନିଆ ଭଲ ପାଇବା ଓ ବିଶ୍ୱାସ ଉପରେ ଚାଲିଆସୁଛି | ଆଜିର ଏହି ଯୁବ ପିଢ଼ି ମାନେ ଭଲ ପାଇବା ରେ ହିଁ ବିଶ୍ୱାସ କରନ୍ତି କିନ୍ତୁ ଏହି ଭଲ ପାଇବା ରେ କେହି କେହି ସଫଳ ହେଇଥାନ୍ତି, ଏମିତି ଏକ ସଫଳ ଭଲ ପାଇବା ଭିତରେ, ଏମିତି ପ୍ରତାରଣା ରହିଛି ତାହାଲେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ତାହାଲେ ଆସନ୍ତୁ ଜାଣିବା |

ସୂଚନା ଅନୁଯାୟୀ ଏଠାରେ ପ୍ରେମ ର ଆରମ୍ଭ ହେଇଥିଲା ମୁମ୍ବାଇ ରେ, ମୁମ୍ବାଇ ରେ ଗୋଟିଏ ଘରେଇ କମ୍ପାନୀ ରେ ବାଲେଶ୍ବର ଜିଲ୍ଲା ର ନରେନ୍ଦ୍ର ବିଦାନ୍ତ ନାମକ ଜଣେ ଯୁବକ କାମ କରୁଥିବା ସମୟରେ ସେଠାରେ ତାଙ୍କ ସହିତ ରାୟଗଡା ର ଜଣେ ଯୁବତୀ ରଶ୍ମିତା ଙ୍କ ସହିତ ଦେଖା ଶାଖତ ହେଇଥିଲେ, ଦୁହେଁ ଓଡ଼ିଆ ବୋଲି ସେମାନଙ୍କ ଭିତରେ ଧୀରେ ଧୀରେ ସମ୍ପର୍କ ବଢି ବାକୁ ଲାଗିଲା ଓ ଏହି ସମ୍ପର୍କ ଧୀରେ ଧୀରେ ଭଲ ପାଇବା ରେ ବଦଳି ଗଲା,ଓ ସେମାନଙ୍କ ଏହି ମଧୁର ଭଲ ପାଇବା ଭିତରେ ରଶ୍ମିତା ଙ୍କ ସହିତ ନରେନ୍ଦ୍ର ଶାରୀରିକ ସମ୍ପର୍କ ରଖିଥିଲେ, କିଛି ମାସ ପରେ ରଶ୍ମିତା ଗର୍ଭବତୀ ହେଇଯାଇଥିଲେ, ହେଲେ ନରେନ୍ଦ୍ର ତାହାର ଏହି ଗର୍ଭ କୁ ନଷ୍ଟ କରିଦେଇଥିଲି ଓ ରଶ୍ମିତାଙ୍କୁ ସ୍ଥାନୀୟ ଏକ ଶିବ ମନ୍ଦିରରେ ବିବାହ କରିଥିଲେ, ବିବାହ ର କିଛି ମାସ ପରେ ଯେତେବେଳେ ରଶ୍ମିତା ପୁଣି ଗର୍ଭବତୀ ହେଲେ ସେତେବେଳେ ନରେନ୍ଦ୍ର ମୁମ୍ବାଇ ରୁ ଘରକୁ କାମ ଅଛି କହି ଚାଲିଆସିଥିଲେ ହେଲେ ଆଉ ମୁମ୍ବାଇ ଫେରିନଥିଲେ,

ଏମିତି କିଛି ବର୍ଷ ଗଲା ପରେ ରଶ୍ମିତା ଙ୍କ ମନ ଆଉ ବୁଝିଲାନି ସେ ନରେନ୍ଦ୍ର ଙ୍କୁ ଖୋଜି ଖୋଜି ଆସି ପହଂଚିଥିଲେ ବାଲେଶ୍ବର ଜିଲ୍ଲା, ଖୋଇରା ଥାନା ଅନ୍ତର୍ଗତ ନୋଟ ପୋଡା ଗ୍ରାମରେ, ଯେତେବେଳେ ରଶ୍ମିତା ନରେନ୍ଦ୍ର ଙ୍କ ଘରେ ପହଞ୍ଚି ଥିଲେ, ସେଠାରେ ସେ ଯାହା ଦେଖିଥିଲେ ତାହା ଆପଣ ମାନେ ବିଶ୍ୱାସ କରିବେନି, ରଶ୍ମିତା ସେଠାରେ ଯାଇ ଦେଖିଥିଲେ, ନରେନ୍ଦ୍ର ବିଦାନ୍ତ ଆଗରୁ ବିବାହ କରିଥିଲେଓ ତାଙ୍କର 6 ବର୍ଷ ର ବାଳକ ଟିଏ ଅଛି ଏହା ଦେଖି ରଶ୍ମିତା ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା, ସେ ସେଠାରେ ଥିବା ମହିଳା ସତସଙ୍ଘ ସମିତି କୁ ନେଇ ଖୋଇରା ଥାନା ରେ ଅଭିଯୋଗ କରିଛନ୍ତି |

ଦର୍ଶକ ବନ୍ଧୁ ସମ୍ପୂର୍ଣ ଘଟଣା ର ସତ୍ୟା ସତ ବିଷୟରେ ପୋଲିସ ତାହାର ତଦନ୍ତ କିପରି କରିବ ଏବେ ଏହା ବଡ ପ୍ରଶ୍ନ ବାଚୀ ହେଇ ରହିଛି, କଣ ରଶ୍ମିତା ତାହାର ଅଧିକାର ମିଳିବ ନା ନାହିଁ ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment