ବେଳେବେଳେ ବିଭିନ୍ନ ରାଜନୀତି ଦଳର ନେତା ଓ ମନ୍ତ୍ରୀ ମାନେ ସୋସିଆଲ ମିଡ଼ିଆରେ ରେ ଚର୍ଚ୍ଚାକୁ ଆସି ଥାଆନ୍ତି। ଆଉ ତାଙ୍କର ଏମିତି କିଛି କାମ ପାଇଁ ଅଧିକାଂଶ ସମୟରେ ଲୋକଙ୍କ ପ୍ରଶଂସା ଯୋଗ୍ୟ ହୋଇ ଥାଆନ୍ତି। କିନ୍ତୁ ଏଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚର୍ଚ୍ଚାକୁ ଆସିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ସେ ସମ୍ପର୍କରେ।ପୁଣି ଚର୍ଚ୍ଚାକୁ ଆସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଆଉ ତାଙ୍କର ବିଭିନ୍ନ ଭିଡ଼ିଓ ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଭାଇରଲ ହୋଇଥିବାର ଆପଣ ମାନେ ଦେଖିଥିବେ।
ଏହି ଠାରେ ନିକଟରେ ପଖାଳ ଦିବସ ଯାଇଛି ଯାହାକୁ ବିଶ୍ୱ ବାସୀ ପାଳନ କରି ଥାଆନ୍ତି। ଏହିଦିନରେ ବିଭିନ୍ନ ଦେଶର ଲୋକ ମାନେ ଘରେ ପଖାଳ ଖାଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ ଏଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଏହି ଦିନକୁ ଖୁବ ସୁନ୍ଦର ଭାବରେ ଉପଭୋଗ କରୁଛନ୍ତି ଯାହାକୁ ଦେଖିବା ପରେ ଚାରିଆଡେ ଚର୍ଚ୍ଚା ଦେଖା ଦେଇଛି। ଆଉ ତାଙ୍କର ସେହିପରି ଅନେକ ସମୟରେ କିଛି ନା କିଛି କାମ କରି ସୋସିଆଲ ମିଡ଼ିଆରେ ନଜରରେ ଆସି ଥାଆନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ ରେ କିଛି କୁହନ୍ତୁ କି ନାହିଁ ଯାହା ହେଲେ ମଧ୍ୟ ଚର୍ଚ୍ଚାକୁ ଆସି ଥାଆନ୍ତି। ସେ ଯେଉଁଠି ଗଲେ ମଧ୍ୟ ଯଦି ପଦେ କିଛି କହି ଦେଇ ଥାଆନ୍ତି ତେବେ ସେଠାରେ ଉପସ୍ଥିତ ଲୋକ ମାନେ ଆଉ ରହି ନ ପାରି ସଂଗେ ସଂଗେ ଉଠି ସାବାସୀ କହି ଥାଆନ୍ତି। ଆଉ ଏପଟେ ତାଙ୍କର ରାଜନୀତି ରେ ସେହିଭଳି ଚର୍ଚ୍ଚାର ବିଷୟ କାରଣ ସେ କିଛି କହି ନଥିଲେ ମଧ୍ୟ ସେହିଭଳି ବେଶ ଭଲ ରେ ଚାଲିଛି। ଆଉ ତାଙ୍କର ଏଜ ଭିଡ଼ିଓ କିଛି ଦିନ ତଳେ ଆସିଥିଲା ଯେଉଁଠି ସେ ନିଜ ନିବାସରେ ଭଗବାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ସେହିଠାରେ କରିଥିଲେ ଯାହା କୁ ନେଇ ଚାରିଆଡେ ଚର୍ଚ୍ଚାକୁ ଆସିଥିଲେ। ଆଉ ଏହି ଭିଡ଼ିଓ କୁ ଦେଖିବା ପରେ ଅନେକ ସୋସିଆଲ ମିଡ଼ିଆ ୟୁଜର ଏହାକୁ ବହୁଳ ମାତ୍ରାରେ ଶେୟାର କରିଥିଲେ।
ଏହିଠାରେ ଯେଉଁ ଭିଡ଼ିଓ ଦେଖିବାକୁ ମିଳିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ପଖାଳ ଦିବସ ଉପଲକ୍ଷେ ପଖାଳ ଖାଇବାକୁ ପସନ୍ଦ କରୁଛନ୍ତି ଏବଂ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଦେଇଛନ୍ତି। ଆଉ ଏଠାରେ କହୁଛନ୍ତି ପଖାଳ ଦିବସରେ ଅଭିନନ୍ଦନ ଯାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି। ଆଉ ତାଙ୍କ ପାଖରେ ପଖାଳ ଭାତ ସହିତ ଭଜା,ଚିପ୍ସ, ବଡି ଚୁରା,ମାଛ ଭଜା,ଲେମ୍ବୁ, ଲଙ୍କା ଇତ୍ୟାଦି ରହିଛି। ସେ କେଵଳ ମାଛ ଭଜା ଖାଇଥିବାର ଭିଡ଼ିଓ ରେ ଦେଖିବାକୁ ମିଳିଛି ହେଲେ ପଖାଳ ଖାଇ ନାହାଁନ୍ତି। ଏହି ଭିଡ଼ିଓ କୁ ଦେଖିବା ପରେ ସଂଗେ ସଂଗେ ସାଧାରଣ ଲୋକ ମାନେ ନିଜ ନିଜ ମତ ମଧ୍ୟ ଦେଇଛନ୍ତି ଯାହା ଆପଣ ମାନେ ଏହି ଭିଡ଼ିଓ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।