Beauty Tips – ମୁହଁରେ ସବୁ ଲଗେଇ ଥକି ଗଲେଣି କି ? ଏହାକୁ ଲଗାନ୍ତୁ ପୁରା ଗ୍ୟାରେଣ୍ଟି ନ ଛାଡିଲେ କହିବ…

ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିଲେ କି ତ୍ୱଚା କୁ ନେଇକି ଆମେ ବହୁତ ଯତ୍ନ ବାନ ଥାଆନ୍ତି | ଆଉ ତ୍ୱଚା ଆମର ସୌଦାର୍ଯ୍ୟ କୁ ଅଧିକ ବଢ଼ାଇଥାଏ | ଯଦି ଆମେ ସୁନ୍ଦର ହେବାକୁ ଚାହୁଁଛେ ତାତେକ କଥା ପ୍ରତି ବିଶେଷ ଭାବରେ ଧ୍ୟାନ ଦେବାକୁ ହେବ |ମୁହଁରେ ଦାଗ ଆଉ ବ୍ରଣ ଭଳି ସମସ୍ୟା ଯେମିତି ନ ଦେଖା ଯିବ ସେଥିପାଇଁ ବହୁତ ପ୍ରକାରର ଉପାୟ ମଧ୍ୟ ସମସ୍ତେ ଆପଣାଇ ଥାଆନ୍ତି | ଆଉ ମୁହଁରେ ଏମିତି ଦାଗ ଆଉ ବ୍ରଣ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାରର କୋସମେଟିକ୍ସ ମଧ୍ୟ ବ୍ୟବହାର କରିଥାଉ |

ଆଉ ଯାହା ଆମ ତ୍ୱଚା ପାଇଁ କେତେବେଳେ ଭଲ ତ ଆଉ କେତେବେଳେ ଖରାପ ହୋଇଥାଏ |ତେବେ ଆଜି ମୁଁ ଆପଣ ମାନଙ୍କୁ କେତେକ ସହଜ ଆଉ ଘରେଇ ଉପାଚାର ବିଷୟରର ବତେଇବା ପାଇଁ ଯାଉଛି, ଯାହାକୁ ବ୍ୟବହାର କରିକି ଆମେ ତ୍ୱଚା ଜନିତ ସମସ୍ୟା ରୁ ସବୁ ଦିନ ପାଇଁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଜାଣିବା କେଉଁ କେଉଁ କାରଣ ରୁ ତ୍ୱଚା ଜନିତ ସମସ୍ୟା ଆମ ଶରୀରରେ ଦେଖା ଦେଇଥାଏ ଓ ସେଥିରୁ ମୁକ୍ତି ପାଇଁ ସହଜ ଘରେଇ ଉପଚାର ବିଷୟରେ |

କେଉଁ କେଉଁ କାରଣ ରୁ ତ୍ୱଚା ଜନିତ ସମସ୍ୟା ଦେଖା ଦେଇଥାଏ :-

ଆମେ ଅଧିକ ସମୟ ଧୂଳି ବାଲି ସଂସ୍ପସ ରେ ଆସିଲେ, ତାହା ବ୍ୟତୀତ ଆମର ଅଧିକ ସମୟ ଖରାରେ ବୁଲିଲେ | ଯଦି ଫଳ ପନିପରିବା ନ ଖାଇବେ, ନିଦ ଠିକ ଭାବରେ ନ ହେବ, ତାହା ବ୍ୟତୀତ ଯଦି ଆପଣ ପାଣି ଠିକ ପରିମାଣରେ ନ ପିଇବେ ତାହେଲେ ମଧ୍ୟ ତ୍ୱଚା ଜନିତ ସମସ୍ୟା ଆପଣଙ୍କ ପାଖରେ ଦେଖା ଯିବ | ତେବେ ସେଥିରୁ ମୁକ୍ତି ପାଇକି କଣ ଉପଚାର କରିବା ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-

ସିଝା ଆଳୁ, ଲେମମ୍ବୁ, କସ୍ତୁରୀ ହଳଦୀ, କ୍ଷୀର, ଗୋଲାପ ଜଳ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ସିଝା ଆଳୁ | ତେବେ ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି ପାଇଁ ପ୍ରଥମେ ଆଳୁକୁ ଶିଝେଇ ନେବା | ତାହା ପରେ ସେହି ଆଳୁକୁ ଭଲ ଭାବରେ ପେଷ୍ଟ କରିନେବା ଓ ସେଥିରେ ଗୋଟିଏ ଲେମ୍ବୁ ଫାଳ ପକାଇବା | ତାହା ପରେ ସେଠି କସ୍ତୁରୀ ହଳଦୀ ଗୁଣ୍ଡ ଗୋଟିଏ ଚାମଚ ଦେବା ଓ ଶେଷରେ ଗୋଟିଏ ଚାମଚ ଗୋଲାପ ଜଳ ନେଇକି ମିସାଇକି ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା |

ବ୍ୟବହାର :-

ଏହି ଉପଚାର ଟିକୁ ବ୍ୟବହାର କରିବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇଦେବା ଓ କ୍ଷୀର ସାହାଯ୍ୟରେ ତୁଳା ରେ କ୍ଷୀର ଲଗେଇକି ପୁଛି ବା | ତାହା ପରେ ସେହି ପେଷ୍ଟ କୁ ଲଗାଇବା ଓ ପୁରା ନ ଶୁଖୁବା ଆଗରୁ ସେହି ପେଷ୍ଟ କୁ ମୁହଁରେ ଘୋଷି ଘୋଷି ଉଠେଇ ଦେବା | ତାହା ପରେ ଆମେ ଥଣ୍ଡା ପାଣିରେ ମୁହଁକୁ ଧୋଇଦେବା |

ଏହିଭଳି ଘରେଇଁ ଉପାୟରେ ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ପାଇଁ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment