ଆଜିର ଦିନରେ ପୁରୁଷ ହେଉ ବା ମହିଳା ସମସ୍ତଙ୍କ ଠାରେ ଫେସ୍ ରେ ବ୍ରଣ ଭଳି ସମସ୍ୟା ଦେଖାଯାଇଥାଏ । ଫେସ୍ ରେ ଅନେକ ପ୍ରକାର ବ୍ଲାକସ୍ପଷ୍ଟ ମଧ୍ୟ ରହିଥାଏ , ଯାହାକୁ ଫେସ୍ ରୁ ହଟେଇବା ପାଇଁ ଅନେକ ପ୍ରକାର କ୍ରିମ ୟୁଜ କରିଥାନ୍ତି । ଯାହା ଆମ ଫେସ ପାଇଁ ବହୁତ ହାନିକାରକ ହୋଇଥାଏ , ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ସେୟାର କରିବୁ । ଯାହାକୁ ୟୁଜ କରି ଆପଣ ମାନେ ଆପଣ ମାନଙ୍କ ଫେସ୍ ରୁ ସମସ୍ତ ବ୍ରଣ ଓ ଦାଗକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1. ନିମ୍ୱପତ୍ର
2. ରୋଜ ୱାଟର
3 କଲଗେଟ
4. କର୍ପୂର
ପ୍ରସ୍ତୁତି ପ୍ରଣାଳୀ :-
ଏଥିପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ହେବ ତାହା ଅଟେ ନିମ୍ୱପତ୍ର , ଏହାକୁ ଆପଣ ମାନେ ଚେହେରାରେ ଦୁଇ ପ୍ରକାରରେ ଲଗେଇ ପାରିବେ । ଏଥିପାଇଁ 10 ରୁ 12 ଟି ଫ୍ରେସ ନିମ୍ୱ ପତ୍ର ନିଅନ୍ତୁ ତାହାକୁ ଭଲ ଭାବରେ ସଫା କରି ଏକ ଶିଳବୁତାରେ ଭଲ ଭାବରେ କୁଟି ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ଗ୍ରାଇଣ୍ଡିଙ୍ଗ ମଧ୍ୟ କରି ପାରିବେ , ଏହାକୁ ଛେଚି ସାରିବା ପରେ ଏହାକୁ ଏକ ବାଉଲକୁ ବାହାର କରି ନିଅନ୍ତୁ । ତା ପରେ ଏଥିରେ ଏଡ୍ କରନ୍ତୁ ରୋଜ ୱାଟର , ରୋଜ ୱାଟର ଆମ ଫେସ୍ ରେ ଦାଗ ଚିହ୍ନକୁ ରିମଭ କରିବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଏକ ବା ଦୁଇ ଚାମଚ ରୋଜ ୱାଟର ଏଥିରେ ଏଡ୍ କରନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।
ବର୍ତ୍ତମାନ ଆଉ ଏକ ରେମିଡି ପ୍ରସ୍ତୁତ କରିବୁ , ଏଥିପାଇଁ ଆପଣ 2 ଟି ପୂଜା କରୁଥିବା କର୍ପୂର ନିଅନ୍ତୁ । ତାହାକୁ ହାତରେ ଭଲ ଭବାରେ ଗୁଣ୍ଡ କରି ନିଅନ୍ତୁ , ତାଉପରେ ଅଳ୍ପ ପେଷ୍ଟ ନିଅନ୍ତୁ । ଏଥିପାଇଁ ଆପଣ କଲଗେଟ୍ ୟୁଜ କରିପାରିବେ , ଆପଣ ଏହି 2 ଟି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାପରେ ଆପଣ ସେହି ପେଷ୍ଟକୁ ପିମ୍ପୁଲ ହୋଇଥିବା ଜାଗାରେ ଲଗାନ୍ତୁ , କର୍ପୂର ଆପଣଙ୍କ ଦାଗକୁ ଦୂର କରିବାରେ ହେଲ୍ପ କରିଥାଏ । ଏହାକୁ ଲଗାଇବା ପରେ 10 ରୁ 15 ମିନିଟ ଛାଡିଦିଅନ୍ତୁ , ତାପରେ ଫେସକୁ ହାଲକା ଗରମ ପାଣିରେ ଧୋଇ ନିଅନ୍ତୁ ।
ବ୍ୟବହାର ପ୍ରଣାଳୀ :-
ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ନିମ୍ୱ ପତ୍ରର ପେଷ୍ଟକୁ ଛାଣି ନିଅନ୍ତୁ , ଏଥିପାଇଁ ଆପଣ ଏକ କଟନ ବଲ ବା ତୁଳା ନେଇ ରସରେ ବୁଡାଇ ସମ୍ପୂର୍ଣ୍ଣ ଫେସ୍ ରେ ଲଗାନ୍ତୁ । ଏହାକୁ ଲଗାଇ ସାରିବା ପରେ ପୂରା ରାତି ଛାଡି ଦିଅନ୍ତୁ ସକାଳେ ଫ୍ରେସ ପାଣିରେ ଫେସ କୁ ଧୋଇ ଦିଅନ୍ତୁ । ଏହି ରେମିଡି ଏତେ ଫାଇଦାକାରୀ ଅଟେ ଯେ ଗୋଟିଏ ଥର ୟୁଜରେ ରେ ଫରକ ଦେଖିବାକୁ ମିଳିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।