Beauty Tips – ମୁହଁରେ ସମସ୍ତ ଦାଗର ଘରୋଇ ଉପଚାର, ଚୁଟକି ରେ ଦୂର ହେବ ୧୦୦% ଗ୍ୟାରେଣ୍ଟି

ଆଜିର ଦିନରେ ଫେସରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି , ଯେମିତିକି ହ୍ୱାଇଟ ସ୍ପର୍ଟ ସ ବ୍ଲାକ ସ୍ପର୍ଟ ବା ଆଖିତଳେ ଡାର୍କସରକଲ ଏମିତି ଅନେକ ସମସ୍ୟା ଦେଖିବାକୁ ମିଳୁଛି । ଏହି ସବୁ ଦାଗ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର କସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରେ କିଛି ଉପଶମ ମିଳି ନଥାଏ ବରଂ ଅଧିକ ହେବାର ସମ୍ଭାବନା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପଚାର କହିବୁ ଯାହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଫେସ୍ ରେ ଥିବା ସମସ୍ତ ଦାଗ ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ ବିଷୟରେ ।

ଡାର୍କସାରକଲ ହେବାର କାରଣ :-

1. ପ୍ରଥମତଃ ଆପଣଙ୍କ ଆଖି ତଳେ ଯେଉଁ ଡାର୍କସରକଲ ରହିଥାଏ ତାହା ଅନିଦ୍ରା କାରଣରୁ ହୋଇଥାଏ । ଯଦି ଆପଣ 8 ଘଣ୍ଟାରୁ କମ ସମୟ ଶୋଉଛନ୍ତି , ତେବେ ଚେଷ଼୍ଟା କରନ୍ତୁ ମେକ୍ସିମମ୍ ସମୟ ଶୋଇବାକୁ ଚେଷ୍ଟା କରନ୍ତୁ ।

2. ଫେସରେ ବ୍ରଣ ବାହାରିବା ପରେ ଦାଗ ଗୁଡିକ ରହି ଯାଇଥାଏ , ଯାହା ଆମ ଫେସ କୁ ସମ୍ପୂର୍ଣ୍ଣ ଭାବରେ ଖରାପ କରି ଦେଇଥାଏ । ଆପଣ ମାନେ ଗୋଟିଏ କଥା ଧ୍ୟାନ ରଖନ୍ତୁ କୌଣସି ପ୍ରକାର ମାର୍କେଟ ରୁ ମିଳୁଥିବା କସମେଟିକ ୟୁଜ୍ କରନ୍ତୁ ନାହିଁ । କାରଣ ଏହା ଆମ ଫେସ ରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଆପଣ ମାନେ କୌଣସି ପ୍ରକାର କ୍ରିମ ବା ଫେସୱାସ ୟୁଜ୍ କରନ୍ତୁ ନାହିଁ ।

ଉପଚାର :-

1. ଫେସୱାସ ବଦଳରେ ଆପଣ ମାନେ କ ଦେଶୀ ଗାଈ କ୍ଷୀର ଦୁଇ ତିନି ଚାମଚ ନିଅନ୍ତୁ , ଏହାକୁ ଆପଣଙ୍କ ଫେସ୍ ରେ ଭଲ ଭାବରେ ମସାଜ୍ କରନ୍ତୁ । ଏହାପରେ ଆପଣ ମାନେ ଅଧଘଣ୍ଟେ ଛାଡି ଦିଅନ୍ତୁ , ଭଲ ଭାବରେ ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ । ଏହି ପରି କିଛି ଦିନ କରନ୍ତୁ , ଦେଖିବେ ଆପଣଙ୍କ ଫେସ୍ ଗ୍ଲୋ କରିବା ଆରମ୍ଭ କରିଦେବ ଏବଂ ଆପଣ ମାନେ ସୁନ୍ଦର ମଧ୍ୟ ଦେଖାଯିବେ ।

2. ଡାର୍କସରକଲ ଦୂର କରିବା ପାଇଁ ଆପଣ ମାନେ ସକାଳୁ ଉଠିବା ପରେ ପାଟିରେ ଯେଉଁ ଲାଳ ସଂଗ୍ରହ ହୋଇ ରହିଥାଏ । ସେହି ଲାଳକୁ ଆପଣ ମାନେ ଆଙ୍ଗୁଳି ସାହାର୍ଯ୍ୟରେ ନିଅନ୍ତୁ ଏବଂ ଡାର୍କସରକଲ ହେଇଥିବା ସ୍ଥାନରେ ଧୀରେ ଧୀରେ ମସାଜ କରନ୍ତୁ । ଏହିପରି ଭାବରେ 15 ରୁ 20 ମିନିଟ ମସାଜ କରନ୍ତୁ , ଏହି ପ୍ରସେସ୍ କୁ ଆପଣ ମାନେ କଣ୍ଟିନ୍ୟୁ କରନ୍ତୁ ଦେଖିବେ ଆପଣଙ୍କ ଫେସରଡାର୍କସରକଲ ମଧ୍ୟ ଦୂର ହୋଇଯିବ ।

3. ବ୍ରଣ ଭଲ ହୋଇଯିବା ପରେ ଫେସ୍ ରେ ଯେଉଁ ଦାଗ ରହିଯାଇଥାଏ , ତାହାକୁ ଦୂର କରିବା ପାଇଁ ଆପଣ ମାନେ ସକାଳେ ଉଠି ପାଟିର ଯେଉଁ ଲାଳ କୁ ଆଙ୍ଗୁଳି ସାହାର୍ଯ୍ୟରେ ମସାଜ କରିବେ । ଏହାଛଡା ଆପଣ ଏଲୋବିରା ର ଜେଲ କୁ ମଧ୍ୟ ସପ୍ତାହରେ 3 ଦିନ ବ୍ୟବହାର କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment