Odisha News Portal

Beauty Tips – ମୁହଁର ସୌନ୍ଦର୍ଯ୍ୟ ବଢାଇବାର ଜାଣନ୍ତୁ ସହଜ ଉପାୟ ୧୦୦% ଗ୍ୟାରେଣ୍ଟି

ସମାଜରେ ସୁଖରେ ଜୀବନ ଅତିବାହିତ କରିବା ପାଇଁ କେତେକ ନିତୀ ନିୟମ ମାନି ଚଳିବାକୁ ପଡିଥାଏ । ଯାହା ଆମ ଜୀବନକୁ ସରସ ସୁନ୍ଦର ଭାବରେ ଗଢିତୋଳିବା ପାଇଁ ସାହାର୍ଯ୍ୟ କରେ । କିଛି ଲୋକମାନେ ବହୁତ କମ୍ ପରିଶ୍ରମରେ ବହୁତ କିଛି ପ୍ରାପ୍ତ କରିଥାନ୍ତି ଅର୍ଥାତ୍ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛଳ ହୋଇଥାନ୍ତି । ଏମିତି କିଛି ବ୍ୟକ୍ତି ମାନେ ମଧ୍ୟ ରହିଥାନ୍ତି , ଯେଉଁମନେ ଅନେକ ପରିଶ୍ରମ କରି ମଧ୍ୟ , କିଛି ଫଳପ୍ରଦ ହୋଇ ନଥାଏ । ତେଣୁ କୁହାଯାଏ , ବଡ ତଥା ଗୁରୁଜନ ମାନଙ୍କ ଦ୍ୱାରା କୁହାଯାଇଥିବା ଅନେକ ଉପଦେଶ ଆମ ଜୀବନରେ ଅନେକ ସଫଳତା ଆଣି ଦେଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ନିତିବାଣୀ ବିଷୟରେ ,ତାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1. ପୁରୁଷ ହୁଅନ୍ତୁ ବା ମହିଳା ଗାଧୋଇ ସାରିବା ପରେ ନିହାତି ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ ,ଏହାବ୍ୟତୀତ ଗାଧୋଇ ସାରି ପୂଜା କାର୍ଯ୍ୟ ସାରି ପାଟିରେ ଲୁଣ ପକାନ୍ତୁ ଏହା କରିବା ଦ୍ୱାରା ମଙ୍ଗଳ ହୋଇଥାଏ ।

2. କୌଣସି ଘରେ ସର୍ବଦା ଦାରିଦ୍ର୍ୟତା ବା ଅର୍ଥା ଅଭାବ ଲାଗି ରହୁଥାଏ , ଗୋଟିଏ ଛୋଟ କୁନି ପିତ୍ତଳ ଢାଳ କଏନ ଗୁଡିକ ଭର୍ତ୍ତି କରି ଦିଅନ୍ତୁ । ସେହି ଢାଳ ଟିକୁ ନେଇ ଘରର ପଶ୍ଚିମପାଖ କୋଣରେ ରଖି ଦିଅନ୍ତୁ ଏବଂ ପ୍ରତିଦିନ ସକାଳେ ମୁଣ୍ଡିଆ ମାରନ୍ତୁ । ଦେଖିବେ ଆପଣଙ୍କ ର ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ ।

3.ଯଦି ଆପଣଙ୍କର କେଶ ଉପୁଡୁଥାଏ ତେବେ ଆପଣ ମାନେ କିଛି ଲୁଣକୁ ଗୁଣ୍ଡ କରି ଦିଅନ୍ତୁ , ପ୍ରତିଦିନ ରାତିରେ ଶୋଇବା ସମୟରେ ମୁଣ୍ଡରେ ଲୁଣକୁ ଘଷି କରି ଶୁଅନ୍ତୁ । ଏହିପରି 7 ଦିନ କରନ୍ତୁ ଆଉ 7 ଦିନ ଦୁଦୁରା ପତ୍ର ର ରସ ରାତିରେ ଶୋଇବା ପୂର୍ବରୁ ଲଗିକରି ଶୁଅନ୍ତୁ । ଦେଖିବେ ଆପଣଙ୍କର କେଶ ଝଡିବା ସମସ୍ୟା ଦୂର ହୋଇଯିବ ।

4. ମୁହଁରୁ ବିଭିନ୍ନ ପ୍ରାକାର ଦାଗ ଭଳି ସମସ୍ୟା ରହିଥିଲେ ବା ମୁହଁର ସୌନ୍ଦର୍ଯ୍ୟ ବଢାଇବା ପାଇଁ ହେଲେ ଆପଣ ମାନେ ପ୍ରତିଦିନ କିଛି କଞ୍ଚାକ୍ଷୀର ରେ ଏକ ଫାଳ ଲେମ୍ୱୁ ମିଶାଇ ମୁହଁରେ ମାରନ୍ତୁ । ଏହିପରି ଏକ ମାସ ପର୍ଯ୍ୟନ୍ତ ଲଗାନ୍ତୁ ଆପଣଙ୍କ ମୁହଁ ଚନ୍ଦ୍ରପରି ସୁନ୍ଦର ହୋଇଯିବ । ଏଥିପାଇଁ ଆପଣ ମାନଙ୍କୁ କୌଣସି ପ୍ରକାର କସମେଟିକ ୟୁଜ୍ କରିବା ପାଇଁ ପଡିବ ନାହିଁ ।

5. ବ୍ରଣ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ପ୍ରକାର ପ୍ରକ୍ରିୟା କରିଥାନ୍ତି , ଏଥିପାଇଁ ଆପଣଙ୍କୁ କିଛି କରିବା ପାଇଁ ପଡିବ ନାହିଁ । ବାସ୍ ଆପଣ ସିମୁଳି ଗଛର କଣ୍ଟାକୁ ବାଟି ତାହାକୁ କଞ୍ଚାକ୍ଷୀର ସହିତ ଏକ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ଏହିପରି 15 ଦିନ କରନ୍ତୁ , ଦେଖିବେ ମୁହଁରେ କୌଣସି ପ୍ରକାର ଦାଗ ନଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।