ଆଶ୍ଚର୍ଯ୍ୟ ! ମୁହଁରେ ବାଜା ବଜାଇ ଛୋଟ ଛୁଆ ସୋସିଆଲ ମିଡ଼ିଆରେ ନିଆଁଭଳି ହେଉଛି Viral ….60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ସଂସାରକୁ ଆସିବା ପୂର୍ବରୁ ସମସ୍ତଙ୍କ ପାଖରେ କିଛି କଳା ରହିଥାଏ।ଯେମିତି ତ ଅଭିନୟ, ଗୀତ, ନାଚ,ପଢିବା,ଲେଖିବା ଇତ୍ୟାଦି ରହିଥାଏ।ହେଲେ ଆଉ କାହା ପାଖରେ ଏମତି କିଛି ଦକ୍ଷତା ବା କଳା ରହିଛି ଯାହା ପାଇଁ ମଣିଷ ବେଳେ ବେଳେ ଚର୍ଚ୍ଚାକୁ ଆସି ଥାଆନ୍ତି। ସେହିପରି ଏକ କୁନି ବାଳକର ଘଟଣା ସାମ୍ନାକୁ ଆସିଛି ଯାହା ପାଇଁ ସୋସିଆଲ ମିଡିଆରେ ପ୍ରଶଂସା କହିଲେ ନ ସରେ। ବାଳକଟି ଯାହା କରିଛି ତାହା ଜାଣିଲେ ଆପଣ ମାନେ ସାବାସୀ ନ କହିକି ରହି ପାରିବେ ନାହିଁ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଏହିପରି ଏଜ ଘଟଣା ଯେଉଁଠି ଜଣେ ଛୋଟ ବାଳକ ତାର ଚମତ୍କାରିତା ଚାରିଆଡେ ଦେଖେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ବହୁଳ ଭାବରେ ହୋଇଛି। ଏହାକୁ ନେଇ ସବୁଠି ଚର୍ଚ୍ଚା। ଏହି କୁନି ବାଳକଟି ଘର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ହେଲେ ତାର ଯେମିତି କଳା ତାହା ସମସ୍ତଙ୍କୁ ଚମକାଇ ଦେଉଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୁଭ କାମ ରେ ସମସ୍ତେ ଖୁସିରେ ସାଉଣ୍ଡ ଓ ବ୍ୟାଣ୍ଡ ବାଜା ଆଣି ଥାଆନ୍ତି ହେଲେ ଏଠାରେ କୁନି ବାଳକ ଜାଗା ଯାହା କରିଛି ତାହା ବହୁତ ପ୍ରେରଣଦାୟକ। ସେହି ବାଳକ ନିଜର ପାଟି,ହାତ ଦ୍ବାରା ସମାଜକୁ ବାର୍ତ୍ତା ଦେଇଛନ୍ତି।

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମସ୍ତେ ବ୍ୟାଣ୍ଡ ବାଜାର ସହଯୋଗ ଲୋଡି ଥାଆନ୍ତି। ଏହିପରି କାମରେ ଟିକିଏ ଖୁସି ବନେଇବା ପାଇଁ ଏହାକୁ ଆବଶ୍ୟକ କରି ଥାଆନ୍ତି। ବେଳେ ବେଳେ ଏମିତି କିଛି ଘଟଣା ଦୃଷ୍ଟିଗୋଚର ହୋଇଥାଏ ଯାହା ସମସ୍ତେ ଦେଖିବା ପରେ ଆଚଙ୍କିତ ହୋଇ ପଡି ଥାଆନ୍ତି ତତ୍ ସହିତ ସେଥିରୁ କିଛି ନିଜକୁ ଶିଖିବାକୁ ପଡିଥାଏ। ଆଉ ସମୟେ ସମୟେ ଏହିପରି ଘଟଣା ଘଟିଥାଏ ଯାହାକୁ ଦେଖିକରି ଘୃଣା ଭାବନା ଆସିଥାଏ। କିନ୍ତୁ ଆଜି ଯେଉଁ ଭିଡ଼ିଓ ଦେଖିବାକୁ ମିଳିଛି ତାହା ଅତି ଗ୍ରହଣୀୟ। କୁନି ପିଲାର କଳା ବହୁତ ଭିନ୍ନ ଓ ପ୍ରେରଣା ଦାୟକ। ବାଳକର ଏହି ଦକ୍ଷ ଭଳି ଥିବା ସବୁ ଲୋକ ମାନେ ବାହାରେ ପ୍ରକାଶ କରିବାକୁ ଉତ୍ସାହିତ କରା ଯାଉଛି।

ଏହି ଭଳି ଘଟଣା ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଳକ୍ରର ଘଟ ଘଟିଆ ସ୍କୁଲ ର ସପ୍ତମ ଶ୍ରେଣୀ ଛାତ୍ର ଜଗାଙ୍କ ପାଖରେ ଦେଖା ଦେଇଛି। ସେ ନିଜ ପାଟି, ହାତ,ଛାତି ମାଧ୍ୟମରେ ବାଜାର ସାଉଣ୍ଡ ବାହାର କରି ପାରିଛନ୍ତି। ସେ ଯେଉଁଭଳି ଭାବେ ବଜାଉଛନ୍ତି ତାହା ସତେ ଯେପରି ଉପକରଣ ଦ୍ବାରା ବଜା ଯାଉଛି ହେଲେ ସେ କୁନି ବାଳକ ନିଜେ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶଂସାର ସୁଅ ଛୁଟୁଛି। ତାଙ୍କର ଏହି ପ୍ରକାର କଳା ସୋସିଆଲ ମିଡ଼ିଆରେ ସମସ୍ତେ ଦେଖି ବହୁତ ଭିନ୍ନ ଧରଣର ଦକ୍ଷତା ବୋଲି କହି ପ୍ରଶଂସା କରିଛନ୍ତି। ଏହି ଦକ୍ଷତା ନିଜକୁ ବହୁତ ଆଗକୁ ନେଇଯିବ ଦିନେ କେହି ଭାବି ନଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment