Odisha News Portal

( ମୁଠାଏ ଚାଉଳ ) କରନ୍ତୁ ଏହି ଛୋଟିଆ ଉପାୟ , ରାତାରାତି ଆପଣ ଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ…

0 62

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି ତାର ଜୀବନରେ ବହୁତ ସାରା ଧନ ଆସୁ ଏବଂ ବହୁତ ସାରା ଖୁସି ମଧ୍ୟ ଆସୁ । ମାତ୍ର ବେଳେ ବେଳେ ଏମିତି ହୋଇଥାଏ କି ଆପଣ ମାନେ ପଇସା ବହୁତ କମେଇଥାନ୍ତି ମାତ୍ର ତାହା ଘରେ ରହେନାହିଁ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ଘରେ କିପରି ସୁଖ ଶାନ୍ତି ରହିବ ଏବଂ ଆପଣ ମାନେ କିପରି ନିଜର ଘରର ଧନ ଭଣ୍ଡାରକୁ ଭରି ପାରିବେ ତାହା ପାଇଂ ଏକ ଚୋଟ ଉପାୟ କରିବାକୁ ପଡିବ । ଏହା ବହୁତ ସହଜ ଉପାୟ ଅଏଟେ , ଏହାକୁ କଲେ ଆପଣଙ୍କର ଘରର ଧନ ଭଣ୍ଡାର କେବେବି ଖାଲି ରହିବ ନାହିଁ ।

ଯେ କୌଣସି ବ୍ୟକ୍ତି ମଧ୍ୟ ତାହାର ଘରେ ଏହାକୁ ପ୍ରୟୋଗ କରିପାରିବ । ଆପଣ ମାନେ କେବଳ ଗୁରୁବାର ଏବଂ ଶୁକ୍ରବାର ଦିନ ହିଁ ଏହି ଉପାୟକୁ କରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆପଣ ମାନେ ପ୍ରଥମେ ଗୋଟିଏ ଚୋଟ ମାଠିଆ ନେବେ , ତାହା ପୁଣି ମାଟିରେ ବନେଇଥିବା ମାଠିଆ ହିଁ ନେବେ । ଯଦି ଆପଣଙ୍କର ପାଖରେ ମାଟିର ମାଟିଆ ନଥିବ ତେବେ ଆପଣଙ୍କର ଘରେ ପୂଜାପର୍ବ ସମୟରେ ଯେଉଁ କଳସ ବ୍ୟବହାର ହୋଇଥିବ ସେହି କଳସକୁ ମଧ୍ୟ ନେଇପାରିବେ । ମାତ୍ର ଯଦି କୌଣସି ମାଠିଆରେ ଆପଣ ମାନେ ଘରର କୌଣସି କାର୍ଯ୍ୟ କରୁଥିବେ ତେବେ ସେ ମାଟିଆକୁ କେବେବି ନେବେ ନାହିଁ ।

ଆପଣ ମାନେ ମାଟିଆ ନେବା ପରେ ସେହି ମାଟିଆରେ ଆପଣ ମାନଙ୍କୁ ଚାଉଳ ରଖିବାର ଅଛି । ଫୁଲ କରି ଚାଉଳ ଭର୍ତ୍ତି କରିବେ ଏବଂ ସେଥିରେ ଦୁଇଟି ଦୂବଘାସ ନେବେ କାହିଁକିନା ଏହା ପ୍ରଭୁ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ , ଏହାପରେ ଏଥିରେ ଗୋଟିଏ ଏକଟଙ୍କା ବା କଏନ ରଖିଦେବେ । ଏହି କଏନକୁ ଚାଉଳ ଭିତରେ ହିଁ ରଖିବେ ।

ଏହା ପରେ ଗୋଟିଏ ନାଲି କପଡାରେ ସେହି କଳସ ବା ମାଠିଆର ମୁହଁକୁ ଭଲ ଭାବରେ ବାନ୍ଧିଦିଅନ୍ତୁ । ଏହା ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କଳସ ହୋଇଥାଏ । ଏହି କଳସକୁ ଆପଣ ମାନେ ନିଜ ଘରର ଉତ୍ତର ପଶ୍ଚିମ ଦିଗରେ ରଖିବେ ।

ଏହାକୁ ପୂରା ବର୍ଷ ଆପଣ ମାନେ ସେମିତି ସ୍ଥିର କରି ରଖିବେ ଏହାପରେ ଏହାକୁ ତାର ପରବର୍ଷରେ ଉଠାଇ ନିଜର ବଗବାନଙ୍କୁ ସ୍ମରଣ କରି ପାଖରେ ଥିବା କୌଣସି ନଦୀ ପୋଖରୀରେ ଭସାଇ ଦେବେ । ନହେଲେ ଏହାକୁ ଆପଣ ମାନେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଦେବେ ।

 

ମାତ୍ର ଧ୍ୟାନ ରକିବେ କି ଏହାକୁ ଛାତ ଉପରେ ଭୁଲରେ ମଧ୍ୟ ପକେଇବେ ନାହିଁ । ଏହା ସହ ଯେଉଁ କଏନଟିଏ ଥିବ ତାହାକୁ ନିଜ ପାଖରେ ରଖିନେବେ । ଏହି ଉପାୟକୁ ଘରେ କଲେ ମାତା ଲକ୍ଷ୍ମୀ ଆପଣଙ୍କର ଉପରେ ପ୍ରସନ୍ନ ହୋଇ ତାଙ୍କର ଅସୀମ କୃପା ଆପଣଙ୍କର ଉପରେ ବା ଆପଣଙ୍କର ପ୍ରତ୍ୟେକ ପରିବାର ଉପରେ ପକାଇଥାନ୍ତି । ଯାହା ଦ୍ୱାରା ପଇସା ସଞ୍ଚୟ ହୋଇ ରହିବ ଏବଂ ଘରେ ଦିନକୁ ଦିନ ଧନ ବଢିଚାଲିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।