Odisha News Portal

intresting question—ମୃତ୍ୟୁ ପରେ ମନୁଷ୍ୟ ଶରୀରର ଓଜନ କେତେ କମ୍ ହୋଇଥାଏ ? ଉତ୍ତର କମେଣ୍ଟ ବକ୍ସରେ ଦିଅନ୍ତୁ…

0 5

ଆମ ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା । ତେବେ ଅନେକ ଛୋଟ ଛୋଟ କଥା ରହିଛି ଯାହା ଜାଣିବା ନିହାତି ଆବଶ୍ୟକ । କାହିଁକି ନାଁ ତାହା ଆମର ବହୁତ ଦରକାରୀ ମଧ୍ୟ । ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ । ସରକାର ଏହି ପାଠକୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ଯେମିତି ଏହି ସବୁ ପାଠ ପିଲାମାନେ ଛୋଟ ବେଳୁ ଜାଣନ୍ତୁ । ତେବେ ଆସନ୍ତୁ ଜାଣିବା ଏମତି 11 ଟି ମଜାଳିଆ ପ୍ରଶ୍ନ ଯାହା ଆପଣ କେବେ ଜାଣି ନଥିବେ କି ଏମିତି ପ୍ରଶ୍ନ କେବେ ଆପଣଙ୍କ ମୁଣ୍ଡକୁ ଆସି ନଥିବେ। ତେବେ ଏହା ଆପଣଙ୍କର ଅନେକ କାମରେ ଲାଗିବ । ତେବେ ଆସନ୍ତୁ ଜାଣି ସେହି 11 ଟି ପ୍ରଶ୍ନ ଯାହା ଆପଣ କେବେ ଭାବି ନଥିବେ।

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ ।

ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଯାହା ଅନେକ ଇଣ୍ଟରଭିୟୁରେ ପଚରା ଯାଇଥିଲା।

1.ମୁଁ ଜଣେ ମଣିଷକୁ ଦୁଇ ଜଣ କରିପାରେ ?

ଉତ୍ତର – ଆଇନା
2. କେଉଁ ଜୀବ ତାର ପାଦ ଗୁଡିକ ଚାଲିବା ପାଇଁ ବ୍ୟବହାର ନକରି ଶୋଇବା ପାଇଁ ବ୍ୟବହାର କରିଥାଏ ?
ଉତ୍ତର – ଏହାର ସଠିକ ଉତ୍ତର ହେଉଛି ବାଦୁଡି ।

3. ନୋବେଲ୍ ପୁରଷ୍କାରର ପ୍ରତିଷ୍ଠାତା କିଏ ?
ଉତ୍ତର- ଆଲଫ୍ରେଡ୍ ନୋବେଲ୍

4.ଥର୍ମୋମିଟର କିଏ ବାହାର କରିଥିଲେ ?
ଉତ୍ତର- ଫାରେନ୍ ହିଟ ।
5. ରାଡାର କିଏ ଉଦ୍ଭାବନ କରିଥିଲେ ?
ଉତ୍ତର – ୱାସିଂଟନ ୱାଟ୍
6. ଓଡିଶାର କେଉଁ ଗୀତିକାରଙ୍କୁ ତାନସେନ୍ ଉପାଧି ଦିଆ ଯାଇଛି ?
ଉତ୍ତର – ଅକ୍ଷୟ ମହାନ୍ତି
7.କେଉଁ ଗୀତିକାରଙ୍କୁ ଭଜନ ସମ୍ରାଟ ଉପାଧି ଦିଆ ଯାଇଛି ?
ଉତ୍ତର – ଭିକାରୀ ବଳ
8. ଧରିତ୍ରୀ ଖବର କାଗଜର ସମ୍ପାଦକ କିଏ ?
ଉତ୍ତର -ତଥାଗତ ଶତପଥୀ
9. ସମ୍ବାଦ ଖବର କାଗଜର ସମ୍ପାଦକ କିଏ ?
ଉତ୍ତର – ସୌମ୍ୟରଞ୍ଜନ ପଟ୍ଟନାୟକ
10. ପ୍ରମେୟ ଖବର କାଗଜର ସମ୍ପାଦକ କିଏ ?
ଉତ୍ତର- ଗୋପାଳକୃଷ୍ଣ ମହାପାତ୍ର

11. ମୃତ୍ୟୁ ପରେ ମନୁଷ୍ୟ ଶରୀରର ଓଜନ କେତେ କମ୍ ହୋଇଥାଏ ?

ଉତ୍ତର- 21 ଗ୍ରାମ୍

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।