Odisha News Portal

Dr. Basudev Pradhan – ବ୍ରଣ ଓ କଳାଦାଗ ସମସ୍ୟାର ସମାଧାନ ଗୋଟିଏ ଦିନରେ ଭଲ ହେବ 100% ଗ୍ୟାରେଣ୍ଟି…..

ଆଜିର ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ କିପରି ସର୍ବଦା ସୁସ୍ଥ ଏବଂ ସୁନ୍ଦର ରହିବେ ବୋଲି । କାରଣ ଦୁନିଆ ମର୍ଜନ ହେଲାଣି ତ ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଚେଷ୍ଟା କରିଥାନ୍ତି । ମାତ୍ର ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ମାନେ ବହୁତ କସମେଟିକର ବ୍ୟବହାର କରୁଛି ନିଜକୁ ସୁନ୍ଦର କରିବା ପାଇଁ ଏବଂ ସୁନ୍ଦର ମଧ୍ୟ ଦେଖାୟାଉ । ଯଦି ଆପଣଙ୍କର ମୁହଁ ପ୍ଲେନ ଥିବ ଅର୍ଥାତ ମୁହଁରେ କିଛି ହେଲେ ମଧ୍ୟ ବାହାରିନଥିବ ତେବେ ଆପଣ ମାନେ ମେକଏପ କଲେ ବହୁତ ସୁନ୍ଦର ଦେଖାଯାଆନ୍ତି ମାତ୍ର ବାହାରିଥିଲେ ୟେତେ ମେକଅପ କଲେ ମଧ୍ୟ ଆପଣ ନିଜକୁ ଭଲ ଲାଗିନଥାଏ ।

ତେବେ ଆଜିକର ଦୁନିଆରେ ସେହି ସମସ୍ୟା ଦେଖା ଯାଉଛି କି ପ୍ରତ୍ୟେକ ବ୍ୟକ୍ତି ସେ ପୁରୁଷ ହେଉ କି ନାରୀ ମୁହଁରେ ବ୍ରଣର ସମସ୍ୟା ରହିଛି । ଏହି ବ୍ରଣକୁ ଭଲ କରିବା ପାଇଁ ସେମାନେ ଅନେକ ଉପାୟ ମଧ୍ୟ କରିଥାନ୍ତି ମାତ୍ର କୌଣସି ପ୍ରକାର ଲାଭ ପାଇ ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବ୍ରଣକୁ ନେଇ କରି କିଛି କଥା ବା ଉପାୟ ବିଷୟରେ କହିବୁ , ଯାହାକୁ ଆପଣ ମାନେ ଥରେ ନିଶ୍ଚିତ ରୂପରେ କରିବା ଆବଶ୍ୟକ ।

ଆପଣ ମାନେ ଜାଣିଛନ୍ତି ଏହା ତୈଳ ଗ୍ରନ୍ଥି ସେନସେଟିଭ୍ କାରଣ ରୁ ନିର୍ଦ୍ଦିଷ୍ଟ ବାୟସ ପର୍ଯ୍ୟନ୍ତ ବ୍ରଣ ସମସ୍ୟା ଦେଖା ଯାଏ। ସାଧାରଣତଃ 12 ବର୍ଷ ବୟସରୁ 24 ବର୍ଷ ବୟସ ପର୍ଯ୍ୟନ୍ତ ଏହା ଦେଖା ଯାଏ ଏହି ସମୟରେ ସେବସିସ୍ ଅଧିକ ଆକ୍ଟିଭ ଥାଏ ତେଣୁ ବ୍ରଣ ସମସ୍ୟା ଦେଖା ଯାଏ । ଆମ ଶରୀର ର ଆବଶ୍ୟକତା ଠାରୁ ସ୍ନେହସାର ଅଧିକ ହେଲେ ଏହିଭଳି ଅସୁବିଧା ଦେଖାଦିଏ ।

ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଘୋରେ଼ଇ ଉପଚାର ମଧ୍ୟ ରହିଛି ଗାଧେଇବା ବେଳେ ପାଣିରେ ହଳଦୀ ଓ ନିମ୍ବା ପତ୍ର ପକାଇ ଲେ ସିତ ଦିନରେ ସ୍କିନ୍ ବହୁତ୍ ଭଲ ରହେ । ସେହି ପରି ଯଦି ଆପଣ ଖର ଦିନେ କମଳା ରସ କିମ୍ବା ଲେମ୍ବୁ ରସ ପକେଇ ଗାଧେଇବା ଦ୍ୱାରା ଚର୍ମ ଠିକ୍ ରହେ ।

କୌଣସି କାରଣରୁ ଶୋଇବା ଠିକ୍ ସମୟରେ ହଉନି ତା ହେଲେ ଶୋଇବା ସମୟକୁ ପରିବର୍ତ୍ତନ କରନ୍ତୁ । ଶୋଇବା ଏକ ମୁଖ୍ୟ କାରଣ ବ୍ରଣ ବାହାରିବାର । ରାତ୍ରି ରେ ଅଳ୍ପ ଖାଇବା ଉଚିତ୍ ଯାଉଁଥି ପାଇଁ ନିଦ ଠିକ୍ ହେବ । ଏହା ସହ ପାଣି ଅଧିକ ପିଇବା ଦ୍ୱାରା ଆମ ଶରୀରର ସ୍ନେହସାର ସନ୍ତୁଳନ ହେଇଥାଏ ଆଉ ବ୍ରଣ ସମସ୍ୟା ଦେଖା ଯାଏ ନାହିଁ। ଯେତେବେଳେ ବାହାରୁ ଆସୁଛନ୍ତି ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ତା ପରେ ଗୋଲାପ ପାଣି ଲେମ୍ବୁ ସହ ଭଲ ମହୁକୁ ମିଶାଇ ତାକୁ ବ୍ରଣ ବାହାରିଥିବା ଜାଗାରେ ଲଗାନ୍ତୁ ଦେଖିବେ କିଛି ଦିନ ଏପରି କଲେ ବ୍ରଣ ଭଲ ହେଇଯିବ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।