Odisha News Portal

ମୁଖ୍ୟମନ୍ତ୍ରୀ ଙ୍କର ବଡ ଘୋଷଣା !ବିବାହ କଲେ ମିଳିବ 2 ଲକ୍ଷ 50 ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ …..

ବିବାହ କଲେ ମିଳିବ 2 ଲକ୍ଷ 50 ହଜାର ଟଙ୍କା , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାକରମ୍ଭ କଲେ ସୁମଙ୍ଗଳ ପଟାଲ । ଯାହା ଜରିଆରେ ବିବାହ କରିଥିବା ଦମ୍ପତ୍ତି ମାନେ ପାଇଁ 2 ଲକ୍ଷ 50 ହଜାରର ପ୍ରୋତ୍ସାହନ ରାଶି । ଏହା ସହ ଛାତ୍ରବୃତ୍ତି ପଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ରବୃତ୍ତି ପଟାଲ ଦ୍ୱାରା ରାଜ୍ୟର ଅନେକ ଛାତ୍ରଚାତ୍ରୀ ଲାଭ ପାଇପାରିବେ । ତେବେ ବିବାହ ପାଇଁ କେଉଂ କେଉଁ ମାନ ଏବଂ କିପରି ମିଳିବ ପ୍ରୋତ୍ସାହନ ରାଶି ଏବଂ ଛାତ୍ରବୃତ୍ତି ପଟାଲ କିପରି ମିଳିବ ଆସନ୍ତୁ ଜାଣିବା ସେ ବିଷୟରେ ।

ଏବେ ସରକାରୀ ଛାତ୍ରବୃତ୍ତି ପାିଁ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ବିଭାଗର ବିଭିନ୍ନ ପଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ । ମାତ୍ର ଗୋଟିଏ ପଟାଲ www.scholarship.odhisha.gov.in କ୍ଲିକ କଲେ ପିଲା ମାନେ ସେମାନଙ୍କର ଚାତ୍ରବୃତ୍ତି ପାଇଁ ଆବେଦନ କରିପାରୀିବେ ।

ଏହା ଦ୍ୱାରା ରାଜ୍ୟର ପ୍ରାୟ 11000 ଛାତ୍ରଛାତ୍ରୀ ଉପକୃତ ହେବେ । ତେବେ ସୂଚନା ଅନୁଯାୟୀ ରାଜ୍ୟ ସରକତାର 21 ଟି ବିଭାଗ ପକ୍ଷରୁ 6 ଟି ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ । ଛାତ୍ରବୃତ୍ତି ପଟାଲ ଦ୍ୱାରା ସରକାରୀ ବିଭାଗ ଏବଂ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୂରତ୍ୱ କମିପାରିବ । ସେମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହିତ ସେମାନଙ୍କର ସମୟ ସୀମା ମଧ୍ୟରେ ବୃଦ୍ଧି ପାଇପାରିବେ । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁମଙ୍ଗଳ ପଟାଲଲର ମଧ୍ୟ ଶୁବାରମ୍ଭ କରିଛନ୍ତି । ସୁମଙ୍ଗଳ ପଟାଲ ଜରିଆରେ ଆନ୍ତଜାତୀୟ ବିବାହ କରିଥିବା ଦମ୍ପତ୍ତି ମାନେ ପାଇବେ 2 ଲକ୍ଷ 50 ହଜାର ଟଙ୍କତାର ପ୍ରୋତ୍ସାହନ ରାଶି ।


ସୁମଙ୍ଗଳ ପଟାଲ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆନ୍ତଜାତୀକ ବିବାହ କରିବା ଦ୍ୱାରା ସାମାଜିକ ଏକତା ବଢିବା ସହିତ ଏହା ଜାତିଗତ ବାଛ ବିଚାର ହ୍ରାସ କରେ । ଏହା ସହ ସମାଜରେ ସମାନତା ଏବଂ ଶାନ୍ତପୂର୍ଣ୍ଣ ସହାବସ୍ଥାନ ବୃଦ୍ଧି କରେ । ସୁମଙ୍ଗଳ ପଟାଲ ଏହି ଦିଗରେ ବହୁତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁମଙ୍ଗଳ ପଟାଲ www.sumangal.odhisha.gov.in ଆନ୍ତଜାତୀୟ ବିବାହ କରିଥିବା ଯୋଗ୍ୟ ହିତାଧିକାରୀ ମାନେ 60 ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ମଧ୍ୟରେ ଅଢେଇ ଲକ୍ଷ ଟଙ୍କା ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଏବଂ ଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ କେବ ଅନୁସୀଚିତ ଜନଜାତି ଏବଂ ଜାତି ବିକାଶ ଅଧିନରେ 6 ଲକ୍ଷ ଛାତ୍ରଛାତ୍ରୀ ଏହାର ଲାଭ ପାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।