ଆସିଲା ବ଼ଡ ଭବିଷ୍ୟତବାଣୀ !ରାଜ୍ୟ ଏବେ ଉଠୁଛି ପଡୁଛି , ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା , ଭୟଭୀତ ହୋଇଛନ୍ତି ନବୀନ ବାବୁ ! ଆପଣଙ୍କ ମତରେ କିଏ ଭଲ ନବୀନ ବାବୁ ନା ଅପରାଜିତା ଷଡଙ୍ଗୀ ?

ବର୍ତ୍ତମାନ ସମୟର ସବୁଠୁ ବଡ ଖବର । ରାଜ୍ୟ ଏବେ ଉଠୁଛି ପଡୁଛି , ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା । ଭୟଭୀତ ହୋଇଛନ୍ତି ନବୀନ ବାବୁ । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଖବର । ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ପଢନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା । ବିଜେଡିକୁ ବାରମ୍ବାର ଆକ୍ରମଣ କରୁଛନ୍ତି ଭୂବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ? ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଓଡିଶା ପାଇଁ ବଡ ନେତା ଭାବୁଥିଲେ କିନ୍ତୁ ଏବେ ଫୁଲ୍ ଜୋଶରେ ଓଡିଶାର ରାଜନୀତି ଭିତରକୁ ଏଣ୍ଟ୍ରି ମାରିଛନ୍ତି ପୂର୍ବତନ ଆଇଏସ ଅଫିସର ଅପରାଜିତା ଷଡଙ୍ଗୀ । ତେବେ ଆଇଏସ ଥିବା ବେଳେ ନାକେଦମ କରୁଥିଲେ ଏବଂ ଏବେ ରାଜନିତୀକୁ ଆସିବା ପରେ ମଧ୍ୟ ନାକେଦମ କରୁଛନ୍ତି ସମସ୍ତଙ୍କୁ ଅପରାଜିତା ।

ତେବେ ରାଜ୍ୟର ରାଜନୀତିର ପାଣିପାଗ ଏବେ ଉଷ୍ମ ଥିବା ବେଳେ ବିଜେପି ରାଜନୀତିରେ ଉଠୁଛି ପଡୁଛି ଗୋଟିଏ ପ୍ରଶ୍ନ । ଓଡିଶାର ମୁଖ୍ୟମନ୍ତ୍ରୀ ହେବ କିଏ ? ତେବେ ଅପରାଜିତାଙ୍କ ପ୍ରତି ଏତେ କଠୋର କାହିଁକି ? ସୋସିଆଲ ମିଡିଆଠୁ ଗାଁ ସହରରେ ଏବେ ସେହି ଗୋଟିଏ ଚର୍ଚ୍ଚା । ଏମିତିରେ ତ ବିଜେଡି ସୁପ୍ରିମନ୍ ନବୀନଙ୍କୁ ଚ୍ୟାଲେଞ୍ଜ କରି ରାଜଧାନୀଗଡରେ ବିନା ବିଧାୟକରେ ସାଂସଦ ହୋଇଛନ୍ତି ଅପରାଜିତା ଯାହାକି କୌଣସି ମତେ ନବୀନଙ୍କୁ ଗ୍ରହଣୀୟ ହେଉ ନଥିଲା ।

କହିବାକୁ ଗଲେ ଦୀର୍ଘ 20 ବର୍ଷ ପରେ କେହି ଜଣେ ନବୀନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେବାରେ ରାଜ୍ୟରେ ବିଜେପିର ସମର୍ଥନ ହୋଇଛନ୍ତି । ତେବେ ଆଗାମୀ ଉପନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ନୁହେଁ ଅପରାଜିତାଙ୍କୁ ଅଣଦେଖା ପ୍ରସଙ୍ଗ ଏବେ ଉଠୁଛି ସବୁଠୁ ବଡ ଚର୍ଚ୍ଚା । ତେବେ କୋଭିଡ ନିୟମ ଉଲଙ୍ଘନରେ ଅପରାଜିତାଙ୍କର ଅଫିସ୍ ସିଲ୍ କରିବାକୁ ସାଧାରଣରେ ଗ୍ରହଣ କରାଯାଇ ପାରୁନି । ତେବେ ଯାହାକି ସେ ନିୟମ ଭାଙ୍ଗିଛନ୍ତି , ଆଇନ ସମସ୍ତଙ୍କ ପାଇଁ ସମାନ କିନ୍ତୁ ବିଧାୟକ ଉମା ସାମନ୍ତରାୟ ମନ୍ତ୍ର ସମୀର ଦାଶ ମଧ୍ୟ ନିୟମ ଭାଙ୍ଗିଛନ୍ତି ।


ଏପରିକି ଭୂବନେଶ୍ବରର ବିଜେଡି ଅଫିସରେ ମଧ୍ୟ ଅନେକ ଥର ନିୟମର ଖୋଲାଖୋଲି ଉଲଙ୍ଘନ କରାଯାଇଛି । ତେବେ କେନ୍ଦ୍ରରେ ସେ ପାୱାରଫୁଲ ଥିଲେ ମଧ୍ୟ ଓଡିଶାରେ ଗ୍ରହଣୀୟ ନୁହଁନ୍ତି । ଏଭଳି କ୍ଷେତ୍ରରେ ଏବେ ଅପରାଜିତାଙ୍କ ବଢୁଥିବା ଲୋକପ୍ରିୟତା ହିଁ କୁଆଡେ କିଛି ବ୍ୟକ୍ତି ବିଶେଷଙ୍କ ପାଇଂ ମୁଣ୍ଡବ୍ୟଥା କାରଣ ହୋଇଛି । ଅନ୍ୟପଟେ ଜାତୀୟ ସ୍ତରରେ ଅପରାଜିତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇ ତାଙ୍କୁ ତାଙ୍କ ଭୂମିକାକୁ ଆହୁରି ଶକ୍ତିଶାଳୀ କରାଯାଉଛି ।,ତେବେ ଅପରାଜିତା ବି କହିସାରିଲେଣି ଯେ ଏଥର କେନ୍ଦ୍ରର ଟାର୍ଗେଟରେ ରହିଛି ଓଡିଶା ।

ଆଗକୁ ଓଡିଶାରେ ଅଧିକରୁ ଅଧିକ ଆଶନ ନେଇ ଓଡିଶାକୁ ବିଜେପିର ଗଡ ବନେଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟବିଜେପି । ସବୁଠାରୁ ବଡ କଥା ହେଉଛି ଅପରାଜିତା ଉଠେଇଥିବା ପ୍ରସଙ୍ଗରେ ରାଜ୍ୟରେ କୌଣସି ବି ବିଜେପି ନେତା ଅପରାଜିତାଙ୍କ ସପକ୍ଷରେ ପଦଟିଏ କହିବା ଏପର୍ଯ୍ୟନ୍ତ ଦେଖାଯାଇନି । କି ସେ ଉଠେଇଥିବା ପ୍ରସଙ୍ଗ ଉପରେ କେହି ପ୍ରଶ୍ନ କରୁ ନାହାଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment