Odisha News Portal

ସ୍ବାମୀ ଅଟନ୍ତି ଦଶମ ଫେଲ୍ ଛାତ୍ର , ତେବେ କେତେ ପାଠପଢିଛନ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ , ଜାଣିଲେ ଆପଣ ମଧ୍ୟ କହିବେ ବାସ୍ତବରେ ବେଶି ପାଠ ପଢି କିଛି ଲାଭ ନାହିଁ…..

0 2

ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାକୁ ଦେଶରେ ଏବଂ ଦୁନିଆରେ ପ୍ରାୟତଃ ସମସ୍ତେ ଜାଣିଥିବେ ତେବେ ତାଙ୍କୁ ବିଷୟରେ ନୁହେଁ ବରଂ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ବିଷୟରେ କହିବୁ । ତେବେ ଆମେ ଯାହାଙ୍କ ବିଷୟରେ ତଥା ତାଙ୍କ ପରିବାରର ମଧ୍ୟ ଯାହାଙ୍କ ବିଷୟରେ କହିବୁ ସେ ହେଉଛନ୍ତି ସବୁଠାରୁ ଧନୀ । ଅର୍ଥାତ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି ସେହି ବ୍ୟକ୍ତି । ତେବେ ଧନୀ ବ୍ୟକ୍ତି ଭାରତର କହିଲେ ତ ଆପଣ ମାନେ ହୁଏତ ଜାଣି ସାରିଥିବେ ।

ତେବେ ଆମେ ଆପଣ ମାନଙ୍କୁ ମୁକେଶ ଅମ୍ବାନୀଙ୍କର ତାଙ୍କ ପରିବାରର ଜଣେ ସଦସ୍ୟ ବା ତାଙ୍କର ଧର୍ମପତ୍ନୀଙ୍କ ବିଷୟରେ କହିବୁ । ତେବେ ଆପଣ ମାନେ ତ ମୁକେଶ ଅମ୍ବାନୀଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ ।

 

 

ଭାରତର ଧନୀ ବ୍ୟକ୍ତି ମଧ୍ୟରେ ହୁଏତ ସେ ପ୍ରଥମରେ ରୁହନ୍ତି । ତେବେ ଆଜି ଆମେ ସେହି ମୁକେଶ ଅମ୍ବାନୀଙ୍କର ପରିବାରର ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ବିଷୟରେ କହିବୁ । ନୀତା ଅମ୍ବାନୀଙ୍କୁ ତ ଆପଣ ମାନେ ଜାଣିଥିବେ ଯିଏ ହେଉଛନ୍ତି ଅମ୍ବାନୀ ପରିବାରର ବଡ ବୋହୂ । ସେ ପ୍ରାୟତଃ ନିଜ ଜୀବନଶୈଳୀ ବିଷୟରେ ହେଡଲାଇନ୍ କରନ୍ତି , ତେବେ ଆଜି ଆମେ ଆପଣଙ୍କୁ ତାଙ୍କର ବିଷୟରେ କିଛି କହିବୁ ।


ନୀତା ଅମ୍ବାନୀ 1 ନଭେମ୍ବର 1963 ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଏଥି ସହିତ ନୀତା 1 ବର୍ଷରୁ 5 ବର୍ଷ ବୟସରୁ ଭାରତ ନାଟ୍ୟମ ଶିଖିବା ଆରମ୍ଭ କରିଥିଲେ। ନୀତା ଅମ୍ବାନୀ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି। ସେ ନରସି ମୋଞ୍ଜି କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସ ମୁମ୍ବାଇରୁ ଅଧ୍ୟୟନ କରିଥିଲେ। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ 8 ମାର୍ଚ୍ଚ 1985 ରେ ବିବାହ କରିଥିଲେ । ମୁକେଶଙ୍କର ପିତା ଧୀରଭାଇ ଅମ୍ବାନୀ ଯେତେବେଳେ ଏକ ଷ୍ଟେଜ ଶୋରେ ନୀତାଙ୍କୁ ଦେଖିଥିଲେ ସେହି ସମୟରେ ସେ ତାଙ୍କୁ ତାଙ୍କ ପରିବାରର ବୋହୂ କରିବେ ବୋଲି ଚିନ୍ତା କରିଥିଲେ ।

ନୀତା ଅମ୍ବାନୀ ମୁମ୍ବାଇସ୍ଥିତ ଧୀରବାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅଟନ୍ତି । ଜାପାନର ସର୍ବ ପୁରାତନ କ୍ରୋକେରି ବ୍ରାଣ୍ଡ ନରିଟାକ୍ ର ଏକ କପରେ ନୀତା ଅମ୍ବାନୀ ଚା ପିଅନ୍ତି । ନୋରିଟେକ୍ କ୍ରକେରି ସୁନାରେ ନିର୍ମିତ ଏବଂ ଏହାର 50 ଖଣ୍ଡ ସେଟ୍ ମୂଲ୍ୟ 1.5 କୋଟି ଟଙ୍କା । ଏହାର ଅର୍ଥ ହେଉଛି ଏକ କପ୍ ଚା ତିନି ଲକ୍ଷ ଟଙ୍କା । ଏହା ବ୍ୟତୀତ ସେ ଆଇପିଏଲ୍ କ୍ରିକେଟ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ମଧ୍ୟ ଅଟନ୍ତି ।