ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଫ୍ଲିମ ବିଷୟରରେ ଆପଣ ମାନେ ପ୍ରାୟତଃ ଶୁଣିବାକୁ ପାଉଥିବେ |ତେବେ ଆଜି କାଲି ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ପ୍ରକାଶ ପାଇବାକୁ ଥିବା ଏକ ନୂଆ ଫ୍ଲିମ “ବାପା ସୁପରମ୍ୟାନ ” ଫ୍ଲିମ ବିଷୟରେ ଅନେକ କଥା | ଆଉ କେଉଁ ଭଳି ଭାବରେ ଏହି ଫ୍ଲିମ ଟି ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କୋରେଇବ ସେ ବିଷୟରେ ପ୍ରକାଶ କରିଛନ୍ତି | ତାହା ସହିତ ଦର୍ଶକ ମାନଙ୍କ ପାଖକୁ ଏକ ନୂଆ ଧରଣ ର ଫ୍ଲିମ ଟି ଆସିବାକୁ ଯାଉଛି ବୋଲି କହିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଅନେକ ନୂଆ ନୂଆ ଫ୍ଲିମ ମାନ ଆମ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ଆମ ଓଡ଼ିଆ ଲୋକ ଙ୍କ ପାଇଁ ନେଇ ଆସୁଛି | ତାହା ସହିତ ନୂଆ ନୂଆ କାହାଣୀ କୁ ନେଇକି ମଧ୍ୟ ଏହି “ବାପା ସୁପରମ୍ୟାନ ” ଫ୍ଲିମ ଟି ପ୍ରକାଶ ପାଇଛି ବୋଲି କୁହାଯାଉଛି |ତେବେ ଓମପ୍ରକାଶ ପ୍ରଡକ୍ସନ ତରଫରୁ ଏହି ଭଲି ଏକ ଫ୍ଲିମ ଆସିବାକୁ ଯାଉଛି | ଆଉ ଯେଉଁ ଫ୍ଲିମ ର ପ୍ରଯୋଜକ, ଡିରେକ୍ଟର ମଧ୍ୟ ଓଡ଼ିଆ ଲୋକ ଅଛନ୍ତି ବୋଲି କୁହାଯାଉଛି ତେବେ ବାପା ଓ ପୁଅ ମଧ୍ୟରେ ଥିବା ଅତୁଡି ଭଲ ପାଇବା ବିଷୟକୁ ନେଇକି ଫ୍ଲିମ ଟି ସୁଟିଂ ହୋଇଛି |
ଯେଉଁଠି କୁହାଯାଉଛି କି ଆଜି କିଡନାପିଂ ସିନ କୁ ନେଇକି ଫ୍ଲିମ ଟିର ସୁଟିଂ ଚାଲିଛି | ଯେଉଁଠି ମନ୍ତ୍ରି ଙ୍କ ପୁଅ କୁ କିଡନାପ କରିବା ବଦଳରେ ଏଡି ଙ୍କ ପୁଅ କୁ କିଡନାପ କରି ନେଇଛନ୍ତି ଗୁଣ୍ଡା ମାନେ | ତାହା ଛଡା କୁହାଯାଉଛି କି ଜନ୍ମ ଦିନ ମଧ୍ୟ ସମାନ ଡ୍ରେସ ଦୁଇ ଜଣଙ୍କ ଆସିବା କଥା ଏହି ଫ୍ଲିମ ରେ ଦେଖିବାକୁ ମିଳିଛି | ଆଉ ପିଲା ଟି ଦିନ ରୁ ମା ନ ଥିବାରୁ ବାପା କୁ ପିଲା ଟି ସବୁ କିଛି ମାନିଛି ଆଉ ଯାହାକୁ “ବାପା ସୁପରମ୍ୟାନ ” ବୋଲି କହିଛି |
ତେବେ ଏହି ଫ୍ଲିମ ରେ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଭୂମିକା ରେ ଥିବା କଥା କୁହାଯାଉଛି | ଆଉ ସମସ୍ତ ଟିମ ମେମ୍ବର ମାନଙ୍କୁ ନେଇକି ଏହି ଫ୍ଲିମ ଟି ବେଶ ସୁନ୍ଦର ଭାବରେ ପ୍ରକାଶ ପାଇଛି | ତାହା ସହିତ ଏହି ଫ୍ଲିମ ଟି ସମସ୍ତ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବ ଓ ସମସ୍ତେ ଫ୍ଲିମ ଟିର ମଜା ନେବେ ବୋଲି ମଧ୍ୟ କୁହାଯାଉଛି | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।