ମୁଁ ହିରୋଇନ ଥିଲି ,ସେ ପ୍ରଡ୍ୟୁସର ଥିଲେ ..ଫିଲ୍ମ ସରୁ ସରୁ ଆମର ଫ୍ରେଣ୍ଡସିପ ହେଇଯାଇଥିଲା… ନିଜ Marriage ବିଷୟରେ କଣ କହୁଛନ୍ତି ପ୍ରତିଭା ପଣ୍ଡା, ଦେଖନ୍ତୁ Video

ତେବେ ବନ୍ଧୁଗଣ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛେ ସେ ହେଉଛନ୍ତି ଜଣେ ଡାନ୍ସର, ଏକ୍ଟର ଓ ସଙ୍ଗୀରକାର ମଧ୍ୟ | ଆଉ ନିଜର ଅଭିନୟ ମାଧ୍ୟମରେ ସେ ଅନେକ ଙ୍କ ମନକୁ କିଣି ପାରିଛନ୍ତି | ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତି ପ୍ରିୟର ଅଭିନେତ୍ରୀ ପ୍ରତିଭା ପଣ୍ଡା | ଆଉ ସେ ବର୍ତ୍ତମାନ ମିଡ଼ିଆ ଆଗରେ ତାଙ୍କର ଏକ୍ଟିଂ କେରିୟର କଥା ଓ ତାଙ୍କର ଲଭ ଲାଇଫ କେମିତି ଆରମ୍ଭ ହୋଇଥିଲା ସେ ସମସ୍ତ ବିଷୟରେ ପ୍ରକାଶ କରିଛନ୍ତି ମିଡ଼ିଆ ଆଗରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ପ୍ରତିଭା ପଣ୍ଡା କଣ କହୁଛନ୍ତି ସେ ବିଷୟରେ ଆଲୋଚନା କରିବା |

ତେବେ ତାଙ୍କର କହିବା ଅନୁସାରେ ସେ ପିଲା ବେଳରୁ ଓଡିଶୀ ନାଚ ଶିଖୁଥିଲେ | ଆଉ ତାଙ୍କର କହିବା କଥା କି ସେ ଯେତେବେଳେ ଦଶମ ପାସ କରିଥିଲେ ସେତେବେଳେ ତାଙ୍କର ଜଣେ ଭାଇ ତାଙ୍କୁ ଫ୍ଲିମ ରେ ଅଭିନୟ କରିବାକୁ ଚାହିଁଥିଲେ | ଆଉ ଯାହା ଜଣା ପଡିଛି କି ସେ ପ୍ରଥମେ ପଞ୍ଚୁପାଣ୍ଡବ ଫ୍ଲିମ ଟି କରିଥିଲେ | ଆଉ ତାହା ପରେ ଅନେକ ଫ୍ଲିମ ଓ ସିରିଏଲ କରିଥିଲେ, ସେ ହିନ୍ଦୀ ଫ୍ଲିମ ରେ ମଧ୍ୟ କାମ କରିଥିଲେ | ତେବେ ତାହା ପରେ ତାଙ୍କର ଏକ୍ସିଡେଣ୍ଟ ହୋଇ ଯାଇଥିଲା | ଆଉ ଯାହା ଫଳରେ ସେ ତାଙ୍କର ମେମରି ମଧ୍ୟ ହରେଇଥିଲେ |ଆଉ ତାଙ୍କର ମୁହଁରେ 17 ଟି ସିଲେଇ ବସିଥିଲା |

ଆଉ ସେହି ଅଭିନୟ ସମୟରେ ଜଣେ ପ୍ରଡୁସର ତାଙ୍କୁ ପସନ୍ଦ କରିଥିଲେ | ଆଉ ଯାହା ଫଳରେ ସେ ମଧ୍ୟ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଭଲ ପାଉଛନ୍ତି ବୋଲି କହିଥିଲେ | ମାତ୍ର ଏକ୍ସିଡେଣ୍ଟ ପରେ ତାଙ୍କର ସେବା କରିଥିଲେ ତାଙ୍କର ସ୍ୱାମୀ ଓ ଯାହା ଫଳରେ ତାଙ୍କୁ ସେ ବିବାହ କରିଥିଲେ | ତେବେ ପ୍ରତିଭା ପଣ୍ଡା କହିଛନ୍ତି କି ତାଙ୍କର ପ୍ରତିଦିନ କାମ ହେଲା ସେ ସକାଳେ ଉଠନ୍ତି ଓ ଟଫି କୁ ନେଇ ୱାକ କରନ୍ତି ଓ ତାହା ପରେ ଲେମ ଟି ଓ ବିସ୍କୁଟ ଖାଇଥାନ୍ତି |

ତେବେ ସେ ହେଉଛନ୍ତି ବାପା ମା ଙ୍କର ଏକା ଝିଅ ଆଉ ପିଲା ଟି ଦିନରୁ ତାଙ୍କର ମା ମେଣ୍ଟାଲ ଥିଲେ ଟୋ ସେ ନିଜର ଓ ସାନ ଭାଇ 2 ଜଣ ଓ ଘରର ସବୁ ଦାୟିତ୍ୱ ବୁଝୁଥିଲେ | ତେଣୁ ସେ ତାଙ୍କର ଗୋଟିଏ ଝିଅଟିଏ ହେଉ ବୋଲି ସବୁବେଳେ ଚାହୁଁଥିଲେ |ଆଉ ତାଙ୍କର ଝିଅ ଟିଏ ମଧ୍ୟ ହୋଇଥିଲା ଆଉ ଯେଉଁଥିପାଇଁ ସେ ବହୁତ ଖୁସି ମଧ୍ୟ ଥିଲେ | ତେବେ ଏକ୍ସିଡେଣ୍ଟ ପରେ ସେ 17 ବର୍ଷ ଟ୍ରିଟମେଣ୍ଟ ପରେ ମେମରୀ ଫେରି ପାଇଥିଲେ ଓ ପୁଣି ଥରେ ଅଭିନୟ ଜଗତରେ ପାଦ ଦେଇଥିଲେ | ତେବେ ତାଙ୍କର ଅଭିନୟ ରେ ଉଭୟ ଶାଶୂ ଘର ଲୋକ ଓ ବାପ ଘର ଲୋକ ସପୋର୍ଟ କରନ୍ତି ବୋଲି କହିଛନ୍ତି | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment