ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଅନେକ ପ୍ରକାରର ହିରୋ ଓ ହିରୋଇନ ଙ୍କ ସହିତ କଳାକାର ମାନଙ୍କ ବିଷୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ର ଶୁଣିବାକୁ ପାଉଥିବେ | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ହେଉଛନ୍ତି ମୋଲ୍ଟିତେଲେଣ୍ଟେଡ଼ ସମସ୍ତଙ୍କର ପ୍ରିୟ ଯାତ୍ରା କଳାକାର ସଂଯୁକ୍ତା ଙ୍କ ବିଷୟରେ ଯାହାକୁ ସମସ୍ତେ ଡ଼ଲି ଵା ଲାଲୀ ନାଁ ରେ ମଧ୍ୟ ଜାଣିଥିବେ ଆପଣ ମାନେ | ତେବେ ସେହି ଲାଲୀ ତାଙ୍କର ଅଭିନୟ ର ଷ୍ଟ୍ରୋଗଲା ଲାଇଫ ଆରମ୍ଭ କରିବା ପାଇଁ କଣ କଣ ସବୁବେଳେ କଷ୍ଟ କରିଥିଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ନଜର ପକାଇବା |
ଯାହା କୁହାଯାଉଛି କି ସଂଯୁକ୍ତା ଯାହାକୁ ଆମେ ଲାଲୀ ବୋଲି ଜାଣିଛୁ ସେ ପ୍ରଥମେ ତାଙ୍କର ଅଭିନୟ ର ଦୁନିଆ ଆରମ୍ଭ କରିଥିଲେ ଯାତ୍ରା ଜଗତରୁ |ଆଉ ତାହା ପରେ ସିରିଏଲ ରେ ମଧ୍ୟ କାମ କରିଥିଲେ ବୋଲି ମଧ୍ୟ କୁହାଯାଉଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଲାଲୀ କହିଥିଲେ କି ତାଙ୍କର ଜୀବନ ଥିଲା ଷ୍ଟ୍ରୋଗଲ ର ଲାଇଫ | ଆଉ ସେ ବହୁତ ବଡ଼ ଧନି ଘରରୁ ଆସି ନ ଥିଲେ କି ତାଙ୍କୁ ଫ୍ଲିମ ଲାଇନ ରେ ସପୋର୍ଟ କରିବା ପାଇଁକି ମଧ୍ୟ କେହି ନ ଥିଲେ ବୋଲି ମଧ୍ୟ କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେ କହିଥିଲେ କି ଯାତ୍ରା ଜଗତରେ କାମ କରିବା ପାଇଁକି ସେ ପ୍ରଥମେ ଜିଦ କରିଥିଲେ ଆଉ ନଡ଼ିଆ ଗଛ ମୂଳରେ 2 ଦିନ ବସିଥିଲେ |
ତେବେ ପରେ ସେ ଟ୍ରକ ରେ ଲୁଚିକି ପଳେଇ ଯାଇଥିଲେ ଆଉ ଯାତ୍ରା ରେ ପ୍ରଥମେ କମେଡି ରେ 11 ବର୍ଷ ବୟସରେ କାମ କରିଥିଲେ | ତାହା ପରେ ସେ ଯାତ୍ରା ରେ ଡାନ୍ସ ମଧ୍ୟ କରିଥିଲେ ସାଇଡ ରେ ଓ ପରେ ସାଇଡ ହିରୋଇନ ଓ ପରେ ହିରୋଇନ ର ଅଭିନୟ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ତେବେ ତାହା ପରେ ସେ କୋଣାର୍କ ଗଣନାଟ୍ୟ ରେ ନିଜର ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |
ଆଉ ଯେଉଁଠି କୁହାଯାଉଛି କି ଫ୍ଲିମ ରେ କାମ କରିବା ପାଇଁ ତାଙ୍କୁ ପ୍ରଥମେ ପ୍ରଜ୍ଞା ଆଈ ଙ୍କ ଦ୍ୱାରା ମିଷ୍ଟର ନନସେନ୍ସ କୁ ଯାଇଥିଲେ | ଆଉ ତାହା ପରେ ଚାନ୍ଦିନୀ ଙ୍କ ଜରିଆରେ ସେ ସିରିଏଲ ରେ ପାଦ ଦେଇଥିଲେ ବୋଲି ମଧ୍ୟ କୁହାଯାଉଛି | ଆଉ ସେ କହିଛନ୍ତି କି ସବୁବେଳେ କାମ କରିବା ପାଇଁ ହେଲେ ଆପଣ ଙ୍କୁ ଚେଷ୍ଟା କରିବା ପାଇଁ ପଡିବ ଆଉ ଚେଷ୍ଟା କେବେ ହାର ମାନିବେ ନାହିଁ ବୋଲି କୁହାଯାଉଛି | ଆଉ ଲାଲୀ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।