Odisha News Portal

Life Style – ମୁଁ ଆପଣଙ୍କ Lover ର ନାମ କହିଦେବି, ଏବେ ହିଁ କରନ୍ତୁ ଏହି ଛୋଟିଆ ଉପାୟ ୧୦୦% ଗ୍ୟାରେଣ୍ଟି

ଆପଣ ମାନେ ଅନେକ ପ୍ରକାର ମେଜିକ୍ କିମ୍ବା ଟ୍ରିକ୍ ଦେଖିଥିବେ।ଏହା ଆମକୁ ବହୁତ୍ ଭଲ ଲାଗେ ଜାଣିବା ପାଇଁ ଯେ ଏହା କିଭଳି ହେଉଛି। ତେଣୁ ଆପଣ ଙ୍କୁ ଆଜି ଆମେ ସେହିଭଳି ଏମିତି ଏକ ମଜାଦାର କଥା ବିଷୟରେ କହିବୁ ଯାହା ଆପଣଙ୍କୁ ବହୁତ ଭଲ ଲାଗିବ। କାରଣ ଆମେ ଆଜି ଆପଣଙ୍କୁ କହିବୁ ଏକ ଟ୍ରିକ ମାଧ୍ୟମରେ ଆପଣ କିପରି ଜାଣିବେ ଯେ ଜଣେ ଝିଅର ନାମ କଣ? ଆପଣଙ୍କ ଗାର୍ଲ୍ ଫ୍ରେଣ୍ଡ୍ ର ନାମ ଜାଣିବା ପାଇଁ ଟ୍ରୀକ୍ ବିଷୟରେ ଆମେ କହିବୁ। କିଭଳି ଭାବରେ କିଛି ପ୍ରକ୍ରିୟା ମାଧ୍ୟମରେ ଆପଣ ଙ୍କୁ ଆମେ ଜଣାଇ ଦେବୁ ଯେ ଆପଣଙ୍କ ପ୍ରେମିକା ର ନାମ କଣ?

ଆମେ ଆପଣଙ୍କ ଲଭର୍ ର ଯେଉଁ ନାମ ରହିଛି ତାର ପ୍ରଥମ ଅକ୍ଷର ବିଷୟରେ କହିବୁ।ତେବେ ଯଦି ଆପଣଙ୍କ ର ଲଭର ର ସଠିକ୍ ନାମ ର ପ୍ରଥମ ଅକ୍ଷର କହିବୁ ତେବେ ଆପଣ ନିଜ ଲଭର ନାମ ଠିକ୍ କି ନାହିଁ ଆମକୁ ଜଣାଇବେ। ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ କଣ ସବୁ ଷ୍ଟେପ ରହିଛି।

ପ୍ରଥମ ଷ୍ଟେପ- ଆପଣ ପ୍ରଥମେ ଉପରେ ଥିବା ଚାର୍ଟ କୁ ଦେଖନ୍ତୁ ଏବଂ ଏଥିରେ ଥିବା ଲେଟର ଏବଂ ନମ୍ୱର୍ କୁ ଦେଖନ୍ତୁ।ସେଥିରୁ ନିଜ ଲଭର ନାମ ର ପ୍ରଥମ ଅକ୍ଷର ପାଖରେ ଥିବା ନମ୍ୱର୍ କୁ ମନେ ରଖନ୍ତୁ । ଯେମିତି P ରୁ ଯଦି ଆରମ୍ଭ ହେଇଛି ତେବେ ୯ ନମ୍ୱର୍ ଏବଂ ଯଦି S ରୁ ଆରମ୍ଭ ହୋଇଛି ତେବେ ୨୪ ନମ୍ୱର୍ ମନେ ରଖନ୍ତୁ ।

ଦ୍ଵିତୀୟ ଷ୍ଟେପ- ଏବେ ଏହି ଅକ୍ଷରର ନମ୍ୱର୍ ରେ ୨୦ ଯୋଗ କରନ୍ତୁ ଆଉ ଏହାକୁ ମନେ ରଖନ୍ତୁ।

ତୃତୀୟ ଷ୍ଟେପ- ଏହାପରେ ଯେତିକି ଯୋଗୋଫଳ ଆସିଲା ସେଥିରୁ ୧ ବିୟୋଗ କରନ୍ତୁ। ଆଉ ଏହି ନମ୍ୱର୍ କୁ ମନେ ରଖନ୍ତୁ।

ଚତୁର୍ଥ ଷ୍ଟେପ- ଆପଣ ତୃତୀୟ ସ୍ତେପ୍ ରେ ୧ ଫେଡୀ ସାରିବା ପରେ ଯେଉଁ ନମ୍ୱର୍ ଟି ଆସିଥିଲା ସେହି ନମ୍ୱର୍ କୁ ଆପଣ ୩ ଦ୍ଵାରା ଗୁଣନ କରନ୍ତୁ । ଆଉ ଏହାପରେ ଯେଉଁ ନମ୍ୱର୍ ଟି ଆସିଲା ତାକୁ ଆପଣ ଭଲ ଭାବରେ ମନେ ରଖନ୍ତୁ।

ପଞ୍ଚମ ଷ୍ଟେପ- ବର୍ତ୍ତମାନ ଆପଣ ଚତୁର୍ଥ ଷ୍ଟେପ ରେ ଯେଉଁ ନମ୍ୱର୍ ଆସିଥିଲା ସେଥିରେ ୨ ପୁଣି ଗୁଣନ କରନ୍ତୁ।ଆଉ ଏହାର ଉତ୍ତର କେତେ ହେଉଛି ଦେଖନ୍ତୁ।

ବର୍ତ୍ତମାନ ଉତ୍ତର ଜାଣିବାର ସମୟ ଆସି ଯାଇଛି। ଆପଣ ଙ୍କ ର ଯାହା ବି ଉତ୍ତର ଆସିଛି ସେହି ନମ୍ୱର୍ କୁ ତଳେ ଦିଆ ଯାଇଥିବା ଚାଟ ରେ ଦେଖନ୍ତୁ । ଏହି ଚାଟ ରେ ଯେଉଁ ସବୁ ନମ୍ୱର୍ ରହିଛି ସେହି ନମ୍ୱର୍ ରେ ଆଗକୁ ଥିବା ଲେଟର ଟି ଆପଣଙ୍କ ଲଭର ର ନାମ ର ପ୍ରଥମ ଅକ୍ଷର ଅଟେ ।

ତେବେ ଏହି ଟ୍ରିକ୍ ରେ ଆମେ ଆପଣଙ୍କ ଲଭର ନାମ ର ପ୍ରଥମ ଲେଟର ଜନାଇଲୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।