Odisha News Portal

ଦେଖନ୍ତୁ ଭିଡ଼ିଓ : ମୃତ୍ୟୁ ପୂର୍ବର ଶେଷ କଥା, ଶ୍ୱଶୁର ଘରେ ପ୍ରତାଡିତ ହୋଇ ଆତ୍ମହତ୍ୟା ପୂର୍ବର ମହିଳାଙ୍କ ଏହି ଦୁଃଖଭରା ଭିଡିଓ ଦେଖି ହେବେ ତାଯୁବ….

ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ଏବଂ ସମସ୍ତଙ୍କୁ ଦୋହୋଲାଇ ଦେଲା ଭଳି ଘଟଣା ହୋଇଥାଏ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସେହିପରି ଏବେ ସୋସିଆଲ ମିଡିଆରେ ଏକ ଭିଡିଓ କୁ ନେଇ ଚର୍ଚ୍ଚା ଜୋର ଧରିଛି।ଦିନକୁ ଦିନ ଯେଉଁ ଭଳି ଭାବରେ ଲଜ୍ୟାକର ଏବଂ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଭବିଷ୍ୟତ ର ଯୁବପିଢି ମାନେ ଭୁଲ୍ ମାର୍ଗରେ ଏହା ଦ୍ବାରା ପରିଚାଳିତ ହେଉଛନ୍ତି ଏବଂ ସମାଜର ବାସ୍ତବତା କୁ ଏହା ଖୁର୍ଣ୍ଣ କରୁଛି।

ତେବେ ହତ୍ୟା, ଲୁଟ୍, ବଳାତ୍କାର, ଅପବ୍ୟବହାର ଭଳି ଅନେକ ନିନ୍ଦନୀୟ ଘଟଣା ଆଜିର ସମାଜରେ ବଢ଼ିବାରେ ଲାଗିଛି।ଆଜିକାଲି ଦୁନିଆରେ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଘଟଣା ମାନର ଭିଡିଓ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳୁଛି। ପୁଣି ସାମ୍ନାକୁ ଆସିଛି ସେହିଭଳି ଏକ ଭିଡିଓ ଯାହା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଲାଜ୍ୟାଜନକ ମଧ୍ୟ।ଏହି ଘଟଣାଟି ହେଉଛି ଝାଡ଼ଖଣ୍ଡ ର ଧନବାଦ ଅଞ୍ଚଳର।ଏଠାରେ ଜଣେ ବିବାହିତା ଯୁବତୀ ବିବାହ ପରେ ନିଜର ଶଶୁର ଘରେ ଅତ୍ୟାଚାର ପାଇବା ପରେ ନିଜର ଦୁଃଖ ଏବଂ କଷ୍ଟକୁ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି।

ଆଉ ତାପରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ତେବେ ଏହି ଯୁବତୀ ଜଣଙ୍କର ନାମ ହେଉଛି କୋମଲ ପଟେଲ ଯାହାଙ୍କ ର ବୟସ ହେଉଛି ୨୧ ବର୍ଷ।ସେ କାନ୍ଦି କାନ୍ଦି ତାଙ୍କ ଉପରେ ହେଉଥିବା ସବୁ ଅତ୍ୟାଚାର କୁ ଏହି ଭିଡିଓ ରେ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବା ଅନୁସାରେ ତାଙ୍କ ଶଶୁର ଘର ଲୋକେ ତାକୁ ଶାରିରୀକ ଏବଂ ମାନସିକ ସ୍ତରରେ ବହୁତ ଅତ୍ୟାଚାର କରୁଥିଲେ।ସେ ସବୁ କୁ ସହି ଭଲ ସମୟକୁ ଅପେକ୍ଷା କରିଥିଲେ କାଳେ ସେମାନେ ବୁଝି ପାରିବେ ଆଉ ଏମିତି ବ୍ୟବହାର ମହିଳାଙ୍କ ସହ କରିବେ ନାହିଁ। କିନ୍ତୁ ସହିବାର ଫଳ କିଛି ମିଳି ନଥିଲା।

ସେମାନେ ସେହିଭଳି ଭାବରେ ମାନସିକ ଯନ୍ତ୍ରଣା ଏବଂ ଶାରିରୀକ ଅତ୍ୟାଚାର କରୁଥିଲେ। ବିବାହ ସମୟରେ ୧୦ ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦିଆ ଯାଇଥିଲେ ମଧ୍ୟ ଶଶୁର ଘର ଲୋକେ ଟଙ୍କା ପାଇଁ ଚାପ ପକାଉଥିଲେ।ଆଉ ଶେଷରେ ଏମିତି ସବୁ କଷ୍ଟକୁ ସହି ନପାରି ସବୁ କଥା ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଜଣାଇ ବେକରେ ଦୋୖଡି ଦେଇ ଆତ୍ମହତ୍ୟା କରିଛନ୍ତି ଏହି ମହିଳା ଜଣଙ୍କ। ନିଜ ବାପାଙ୍କୁ ଏଥିପାଇଁ ସୋରି କହି ନିଜର ଜୀବନ ହାରି ଦେଇଛନ୍ତି ମହିଳା।ଆଉ ଖବର ପ୍ରଘଟ ହେବାପରେ ଶଶୁର ଘର ଲୋକେ ଫେରାର ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।