ମୃତ୍ୟୁ ପୂର୍ବର ଭିଡ଼ିଓ ହେଲା ଭାଇରାଲ… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ବେଳେ ନିଜର ଅସାବଧାନତା କାରଣରୁ ଅନେକ ଅଘଟଣ ଘଟିଥାଏ। ଏପଟେ ଅନ୍ୟ ଏକ କଥା କୁହାଯାଇ ପାରେ ଯେ ଭଗବାନ ଯେତେବେଳେ ରକ୍ଷା କରିବେ ତାହାକୁ କେହି ବାଧା ଦେଇପାରିବେ ନାହିଁ। ମୃତ୍ୟୁ ବି ଆସିବା ପାଇଁ ଭୟ କରିବ। ହେଲେ ନିଜର ଅସାଵଧାନତା ଯୋଗୁଁ ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ।

ସୋସିଆଲ ମିଡ଼ିଆ ଇତ୍ୟାଦିରେ ଅନେକ ଭିଡ଼ିଓ ଆପଣ ମାନେ ଦେଖିବା ପାଇଁ ପାଇଥିବେ। ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଟ୍ରକ ଚକ ତଳେ ଚାପିହୋଇଗଲେ ଯୁବକ ଆଉ ତାପରେ ଯାହା ହେଲା। ଆସନ୍ତୁ ଦେଖିବା ଏହି ଭିଡ଼ିଓ ବିଷୟରେ। ଏହିଠାରେ ଏମିତି ଏକ ଭିଡ଼ିଓ ନଜର ରେ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି ଆଉ ଏହିପରି ଲୋମ ତାଙ୍କୁରା ଦୃଶ୍ୟ ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି।

ଆଉ ଏହାକୁ ଭଗବାନ ବଞ୍ଚେଇଲେ ବୋଲି ସମସ୍ତେ କହୁଛନ୍ତି। ଆଉ ଏମିତି ଘଟଣା ଆଗରୁ ଦେଖିଥିଲେ ମଧ୍ୟ ତାହା ଅତି ବିରଳ। ଆଉ ଏହାକୁ ଜଣେ ସେଠାରେ ଉପସ୍ଥିତ ଥିବା ଲୋକ ଭିଡିଓ ବନେଇ ସୋସିଆଲ ମିଡ଼ିଆରେ ଛାଡି ଦେଇଛି। ଆଉ ଏହାରି ଭିତରେ ସେହି ବାଇକ ଚାଳକ ଯେପରି ନିଜର ସୁରକ୍ଷା ପାଇଁ ପ୍ରୟାସ କରିଛି ତାହା ବୁଦ୍ଧି ମାନର କାମ। ପ୍ରକୃତରେ ଘଟଣା ଟି ହେଲା ବାଇକ ଚାଳକ ଜଣଙ୍କ ରାସ୍ତା ରେ ବହୁତ ଜୋର ରେ ଯାଉଥିଲେ। ବାଇକ ଜୋର ରେ ଥିବାରୁ ଚକାଟି ଖସି ଯାଇଥିଲା।

ଆଉ ଏହି ସମୟରେ ବର୍ଷା ମଧ୍ୟ ଭୀଷଣ ଜୋରରେ ହଉଥିଲା ଏବଂ ବାଇକ ସହ ପଡିଯିବାରୁ ରାସ୍ତା ରେ ପଛରୁ ଦୃତଗତିରେ ଟ୍ରକ ଆସୁଥିଲା ସଂଗେ ସଙ୍ଗେ ବାଇକ ଚାଳକ ଉଠି ପଳେଇ ଆସିଥିଲେ ଆଉ ଅଳ୍ପକେ ନିଜକୁ ବଞ୍ଚେଇ ଦେଲେ ନହେଲେ ଟ୍ରକ ଚକା ତଳେ ଚାପି ହୋଇ ଯାଇଥାନ୍ତେ। ଏହି ଘଟଣା ଟି ମାଲେସିୟା ରେ ଘଟି ଥିଲା ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ବହୁଳ ମାତ୍ରାରେ ହୋଇଥିଲା।

ଆଉ ଏହାକୁ ଏବେ ପର୍ଯ୍ୟନ୍ତ ଅନେକ ଲୋକ ଦେଖିଥିଲେ ମଧ୍ୟ ଆଉ କିଛି ଶେୟାର କରିଛନ୍ତି । ଏମିତି ଦୃଶ୍ୟ ଯାହାକୁ ଦେଖିବା ପରେ ଦେହର ଲୋକ ତାଙ୍କୁରି ଉଠୁଛି।ଯାହାବି ହେଉ ଆପଣ ମାନେ ସବୁବେଳେ ସତର୍କ ହୋଇ ଗାଡି ଚାଳନା କରନ୍ତୁ। କାରଣ ନିଜ ଜୀବନ ଠାରୁ ଅଧିକ ମୂଲ୍ୟବାନ ଆଉ କିଛି ନାହିଁ। କଥା ରେ ଅଛି ଦ୍ରୁତଗତି ମହାବିପତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment