ମୋତେ ବାହା ହେଲା.. ମୋ ସହ ରହିଲା ଆଉ ଯେତେବେଳେ ପର ପୁରୁଷ ମିଳିଗଲା ସେତେବେଳେ ସେ ମୋତେ ଛାଡି ଚାଲିଗଲା, ଏ ନେଇ କଣ କହୁଛନ୍ତି ନିଜ ସ୍ୱାମୀ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଏବେ ଗୋଟିଏ ଭିଡ଼ିଓ ଭାଇରାଲ ହେବାରେ ଲା ଗିଛି ଯାହା ଅତ୍ୟନ୍ତ ଲଜ୍ୟା ଜନକ କଥା ଅଟେ | ଆଉ ଯେଉଁଠି ଜଣା ପଡିଛି କି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ରେ ସୃଷ୍ଟି ହୋଇଛି ଫାଟ ତାହା ପୁଣି ଅନ୍ୟ ପୁରୁଷ ଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା କଥା କୁ ନେଇକି | ଆଉ ଯେଉଁଠି ଜଣା ପଡିଥିଲା କି ସ୍ୱାମୀ ସ୍ତ୍ରୀ ଙ୍କ ନାଁ ରେ ଅଭିଯୋଗ କରୁଥିବା ବେଳେ ସ୍ତ୍ରୀ ମଧ୍ୟ ସ୍ୱାମୀ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ତେବେ ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଜିଲ୍ଲା ତଳ ସାହିର , ଆଉ ଯେଉଁଠି ଦେଖା ଦେଇଛି କି ବସନ୍ତ ରାଉତ ଙ୍କ ପୁଅ ପୁନମ କୁମାର ରାଉତ ବିବାହ କରିଥିଲେ ଆଠଗଡ଼ ପୋଲିସ କୋଲାନି ର କୌଲାଶ ପ୍ରଧାନ ଙ୍କ ଝିଅ ପାୟେଲ ରାଉତ ଙ୍କୁ 2015 ରେ ବିବାହ କରିଥିଲେ |ଆଉ ଯାହା ଜଣା ପଡିଛି କି ସେମାନଙ୍କ ମଧ୍ୟରେ ଗୋଟିଏ ବର୍ଷ ବହୁତ ଭଲରେ ସମ୍ପର୍କ ଚାଲିଥିଲା, ଆଉ ସେମାନଙ୍କର ଗୋଟିଏ ପିଲା ମଧ୍ୟ ହେଇଥିଲା | ଆଉ ତାହା ପରେ ସେମାନଙ୍କର ସମ୍ପର୍କ ରେ ସୃଷ୍ଟି ହେଇଥିଲା ଫାଟ |

ତେବେ ସ୍ୱାମୀ ଜଣଙ୍କ କହିଛନ୍ତି କି ତାଙ୍କର ସ୍ତ୍ରୀ ଅନ୍ୟ ପୁରୁଷ ସହିତ ଦୀର୍ଘ 2 ବର୍ଷ ହେବ ଶାରୀରିକ ସମ୍ପର୍କ ରଖିଛନ୍ତି | ଆଉ ଯେଉଁଥିପାଇଁ ସେ ନିଜ ବାପ ଘରେ ଯାଇକି ଆଶ୍ରୟ ନେଇଛନ୍ତି | ଆଉ ତାଙ୍କ ପାଖରେ ଏହି ଘଟଣା କୁ ନେଉକି ସମ୍ପୂର୍ଣ୍ଣ ପ୍ରମାଣ ସେ ଥାନା ରେ ଦେଇଥିଲେ ଆଉ କୋଟ ରେ ମଧ୍ୟ ଡିଭର୍ସ ପେପର ଫାଇଲ କରିଥିଲେ ମଧ୍ୟ କିଛି ଶୁଣାଣି ହୋଇ ନ ଥିଲା | ଆଉ ଘରେ ତାଙ୍କର ବାପା ଆଉ ସେ ରହୁଥିବାରୁ ସେ ଖାଇବା ପାଇଁ ରିଲେଟିଭ୍ସ ଙ୍କ ଘରକୁ ଯାଇଥିବା ବେଳେ ତାଙ୍କର ସ୍ତ୍ରୀ ଆଉ ପ୍ରେମିକ ଜଣଙ୍କ ପୁନମ ଙ୍କ ଉପରକୁ ଆକ୍ରମଣ କରିଥିଲେ, ଆଉ ଗାଁ ଲୋକ ମାନେ ତାଙ୍କୁ ବଞ୍ଚାଇ ଥିଲେ |

ଆଉ ସେପଟେ ସ୍ତ୍ରୀ କହିଛନ୍ତି କି ତାଙ୍କର ସ୍ୱାମୀ ସେହି ରିଲେଟିଭ ର ଝିଅ ଙ୍କ ସହିତ ଖରାପ ସମ୍ପର୍କ ରଖିଛନ୍ତି | ଆଉ ସେମାନ ଙ୍କ ମଧ୍ୟରେ ଭଲ ପାଇବା ଚାଲିଛି | ତେବେ ଏହି ବୟାନ କୁ ନେଇକି ସେ ଥାନା ରେ ଲିଖିତ ଅଭିଯୋଗ ଦେଇଛନ୍ତି | ତେବେ ଯାହା ଜଣା ପଡିଛି କି ଉଭୟ ସ୍ୱାମୀ ଆଉ ସ୍ତ୍ରୀ 2 ଟି ଏତଲା ଦେଇଛନ୍ତି | ଆଉ ବର୍ତ୍ତମାନ ପୋଲିସ ଘଟଣା ର ସତ ଜାଣିବା ପାଇଁ ଚେଷ୍ଟା ଚଳେଇଛି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment