Odisha News Portal

ମୋଟା ଝିଅଙ୍କୁ ବାହା ହେବାରେ ଫାଇଦା ହିଁ ଫାଇଦା, ଜାଣନ୍ତୁ କେମିତି?

ଆପଣ ମାନେ ଜାଣିଥିବେ ଭାରତୀୟ ପରମ୍ପରା ମଧ୍ୟରୁ ବିବାହ ଏକ ମହତ୍ତୂପୂର୍ଣ୍ଣ ପରମ୍ପରା , ଏହି ପରମ୍ପରା ସମସ୍ତ ଙ୍କ ଜୀବନରେ ଆସିଥାଏ ! ବିବାହ ଏକ ଏମିତି ପରମ୍ପରା ଯାହା ବାସ୍ତବରେ ବହୁତ ରହସ୍ୟମୟ ଏକ ଆନନ୍ଦମୟୀ ହୋଇଥାଏ ! ଗୋଟିଏ ଝିଅ ହେଉ ଅବା ପୁଅ ବିବାହ କୁ ନେଇ ବହୁତ ଉସାହିତ ରହିଥାନ୍ତି । ସାଧାରଣତ ଆପଣ ମାନେ ଦେଖିଥିବେ ଝିଅ ମାନେ ବିବାହ କରିବା ପରେ ହଟାତ୍ ତାଙ୍କ ଶରୀରରେ ପରିବର୍ତ୍ତନ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ବିବାହ ପରେ ମହିଳା ମାନେ କାହିଁକି ମୋଟା ହୋଇଥାନ୍ତି ।

ସାଧାରଣତଃ ପୁଅ ମାନେ ପତଲା ଝିଅମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି କିନ୍ତୁ ପତଳି ଝିଅଙ୍କୁ ବିବାହ କରିବା ଅପେକ୍ଷା ମୋଟି ଝିଅକୁ ବିବାହ କରିବା ଦ୍ବାରା ଅଧିକ ଫାଇଦା ମିଳିଥାଏ ନିକଟରେ କୁହାଯାଇଥିବା ଏକ ଅନୁଧ୍ୟାନ୍ମ ଅନୁସାରେ ଜଣାଯାଇଛି କି ପତଳି ଝିଅ ଅପେକ୍ଷା ମୋଟି ଝିଅ ମାନେ ଅଧିକ ରୋମାଣ୍ଟିକ ଏବଂ ଖୁସି ମନର ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ନିର୍ମଳ ହୋଇଥାଏ , ବିବାହ ପରେ ଶାଶୁ ଘରେ ଅନେକ କାମ ରହିଥାଏ ଏତେ କାମ କୌଣସି ପତଳି ଝିଅ ବାବହ ପରେ କରିନଥାଏ ।

ମୋଟି ଝିଅ ପାଇଁ ତାଙ୍କ ସ୍ବାମୀ ସବୁ ହୋଇଥାନ୍ତି ଏମାନେ ତାଙ୍କ ପରିବାର ଓ ସ୍ବାମୀ ଙ୍କର ବହୁତ ଯତ୍ନ ମଧ୍ୟ ନେଇଥାନ୍ତି । ସେମାନେ ତାଙ୍କସ୍ବାମୀ କୁ ସବୁବେଳେ ଖୁସିରେ ରଖିବା ପାଇଁ ଆପ୍ରାଣ ଚେଷ୍ଟା ମଧ୍ୟ କରିଥାନ୍ତି । ସାଧାରଣତ ବିବାହ ପରେ ଅନେକ ଦାୟିତ୍ବ ବଢିଯାଇଥାଏ , ପତଳି ଝି ଅଙ୍କ ମୁକାବିଲାରେ ମୋଟି ଝିଅ ମାନେ ବହୁତ ଦାୟିତ୍ବ କୁ ତୁଲାଇଥାନ୍ତି । ମୋଟି ଝିଅଙ୍କୁ ଅନ୍ୟର ଦାୟିତ୍ବ ତୁଲାଇବାକୁ ପସନ୍ଦ ଆସେ , ଏହା ବ୍ୟତିତ ଘର କାମରେ ମଧ୍ୟ ଅଧିକ ଫୃର୍ଥି ଦେଖାଇଥାନ୍ତି ।


ଯଦି ଆପଣ ଙ୍କୁ ଖାଇବାରେ ଅନେକ ସୋକ ରହିଛି ତେବେ ମୋଟି ଝିଅକୁ ବିବାହ କରିବା ଉଚିତ୍ . କାରଣ ଆପଣ ଙ୍କ ସୋକ ପାଇଁ ଆପଣ ଙ୍କୁ କିଛି ଅସୁୂବିଧା ରେ ପଡିବାକୁ ପଡିବ ନାହିଁ । ତେବେ ଆପଣ ମାନେ ଜାଣିଲେ ମୋଟି ଝିଅଙ୍କୁ ବିବାହ କରିବା ପରେ କଣ ଫାଇଦା ହୋଇଥାଏ । ତେଣୁ ଯଦି ଆପଣ ନିଜେ ନିଜର ଜୀବନ ସାଥି ଖୋଜୁଛନ୍ତି ତେବେ ମୋଟି ଝିଅଙ୍କୁ ନିଜର ଜୀବନସାଥି ରୂପେ ଚୟନ କରନ୍ତୁ । ଆପଣ ଗୋଟିଏ ସୁନ୍ଦର ଜୀବନ ଯାପନ କରିବା ପାଇଁ ମୋଟି ଝିଅଙ୍କୁ ବିବାହ କଲେ ଜୀବନରେ ଅନେକ ସୁଖଶାନ୍ତି ପ୍ରାପ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।