ମୋଟା ବୋଲି କଣ ଏମିତି କରିବ… ଟିକେଟ ପାଇଁ ମହିଳାଙ୍କ ଗୁଣ୍ଡାଗିରି… ଏଖନ୍ତୁ Video

ହଁ ଦର୍ଶକ ବନ୍ଧୁ ପାଇଁ ଖଣ୍ଡିଏ ଟିକେଟ ପାଇଁ ଏମିତି ବି ହେଇପାରେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ, ଭାରତ ଓ ଦକ୍ଷିଣ ମଧ୍ୟ ଆରମ୍ଭ ହବାକୁ ଥିବା କ୍ରିକେଟ t20 ଶୃଙ୍ଖଳା ର ଆଜି ପ୍ରଥମ ଦିନ କଟକ ବାରବାଟୀ ଷ୍ଟାଡିୟମ ହବାକୁ ଯାଉଛି ଏହା ପାଇଁ ଲୋକଙ୍କ ଭିତରେ ଖେଳ ଦେଖିବାର ଉତ୍ସାହ ଦେଖିବାକୁ ମିଳିଛି, କରୋନା ମହାମାରୀ ପାଇଁ ଗତ କିଛି ବର୍ଷ ହବ ଲୋକେ ଷ୍ଟାଡିୟମ ଯାଇ ଖେଳ ଦେଖିବାର ସୁଯୋଗ ପାଇନଥିଲେ, ଏହି କିଛି ଦିନ ହବ ipl ର ମହାଶମର ସରିଥିବା ବେଳେ ଲୋକ ଙ୍କ ମନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହବାକୁ ପ୍ରଥମ t20 ଏହି ଅନୁଷ୍ଠିତ ହେଇଥିବାରୁ, ଲୋକେ ଖଣ୍ଡିଏ ଟିକେଟ ପାଇଁ ଖରାକୁ ଖାତିର ନ କରି ଧାଡି ଛିଡା ହେଇଛନ୍ତି |

ଦର୍ଶକ ବନ୍ଧୁ ଆପଣ ମାନେ ଭଲ ଭାବରେ ଜାଣିଥିବେ କରୋନା ର ମସହାମାରୀ ସମୟରେ ସମସ୍ତ କ୍ରିକେଟ ଷ୍ଟାଡିୟମ ବନ୍ଦ ରହିଥିଲା ଓ କିଛି ଦିନ ପରେ ଧୀରେ ଧୀରେ BCCI ଙ୍କ ନିର୍ଦେଶ କ୍ରମେ ଲୋକଙ୍କମୋନରଞ୍ଜନ ପାଇଁ ପୁଣି ଥରେ ଷ୍ଟାଡିୟମ ମାନ ପ୍ରଥମେ କମ ଲୋକଙ୍କୁ ନେଇ ଖୋଲା ଯାଉଥିଲା, ଏବେ ଆଗପରି କରୋନା ର ପ୍ରକୋପ କମ ଥିବାରୁ ବାରବାଟୀ ରେ ଏଥର ଖେଳ ଆୟୋଜନ କରାଯାଇଛି, ଓ BCCI ଙ୍କ ମୋତ ଅନୁଯାୟୀ ଏଥର ପୁରା ଦର୍ଶକ ରେ ଖେଳା ହେବ ବୋଲି କହିଥିଲେ, ହଁ ଦର୍ଶକ ବନ୍ଧୁ ଏହା ଜାଣିସାରିବା ପରେ ଲୋକଙ୍କ ମନା ରେ ଖେଳ ଦେଖିବାର ଯେଉଁ ଭୋକ କିଛି ବର୍ଷ ହେଲା ଥିଲା ତାହା ଲୋକଙ୍କ ମଧ୍ୟରେ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥିଲା|

ଲୋକେ ଖରା କୁ ଖାତିର ନ କରି ଦିନ ତମାମ ଲୋଡୁଛନ୍ତି ଖଣ୍ଡିଏ ଟିକେଟ ପାଇଁ କିଏ ଜାଣେ କିଏ ସେ ଟିକେଟ ପାଇଁ ଉପଯୋଗୀ ଦର୍ଶକ, ଖେଳ ଦେଖିବା ପାଇଁ ଲାଇନ ରେ ହଜାର ହଜାର ସଂଖ୍ୟା ରେ ଲୋକମାନେ ଛିଡା ହେଇଥିଲା ବେଳେ ରଥ ଯାତ୍ରା ଭଳି ତ ଭିତରେ ଦୋଳା ଚୋକତା ମଧ୍ୟ ହେଉଥିଲା ଏହି ପରି ଭାବବରେ ସ୍ଥିତି ଧୀରେ ଧୀରେ ଆୟତ୍ତ ବାହାରେ ହବାକୁ ଲାଗିଥାଏ,

ଠିକ ଏତିକି ବେଳେ ଜଣେ ମହିଳାଙ୍କୁ ମୋଟୀ ବୋଲି କହି ତାଙ୍କ ଲାଇନ ରୁ ଠେଲି ବାହାର କରିଦେଇଥିଲେ ଆଉ ଜଣେ ମହିଳା ତାପରେ ଆରମ୍ଭ ହେଇଥିଲା ଦୁଇ ମହିଳା ଙ୍କ ଭିତରେ ମହା ଯୁଦ୍ଧ, କେହି କାହାକୁ କମ ନୁହେଁ ପରିସ୍ଥିତି ଥିଲେ ମହିଳା ଦୁଇଜଣ ତାଙ୍କର ଏହି ମାରୁ ଛଡାଇ ବାକୁ ଯାଇ ସେଠାର ସେ ଭିଡ଼ ସମ୍ଭାଳି ବା ଅସମ୍ଭବ ହେଇ ପଡିଥିଲା, ଖଣ୍ଡେ ଟିକେଟ ପାଇଁ ଯେ ଏମିତି ଭିଡ଼ ବା ଧସ୍ତା ଧସ୍ତି ଓ ଦୁଇ ମହିଳା ଙ୍କ ଭିତରେ ଏମିତି ଓ ପ୍ରୀତିକର ବ୍ୟବହାର ଦେଖିବାକୁ ମିଳିଛି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସମ୍ପୂର୍ଣ ଘଟଣା ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment