ଏମିତି ଘଟଣା ସମୟେ ସମୟେ ଦେଖୁବାକୁ ମିଳି ଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆଉ କିଛି ଘଟଣା ଦୁଃଖ ଦେଇଥାଏ। ଆଉ ସମୟ ଆଗରେ କେହି କେବେ ବଳବାନ ହୋଇ ପାରିନାହିଁ। ଆଉ ଏବେ ସେହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଯାଜପୁର ଜିଲ୍ଲାରେ ଦେଖା ଦେଇଛି ଯାହା ଗାଁ ରେ ଖେଳି ଯାଇଛି। ରଙ୍ଗର ହୋଲି ଖେଳିବା ବଦଳରେ ସମସ୍ତ ମୁଁହରେ ଲୁହର ହୋଲି ଖେଳୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନଈ କୁ ଗାଧେଇବା ଯାଇ ଶେଷରେ କଣ ହୋଇଥିଲା ତାଙ୍କର ଜଣେ ସାଙ୍ଗ କହୁଛନ୍ତି।
ହୋଲି ହୋଇଗଲା କାଳ। ଆଉ ସେହିଦିନ ସେମାନଙ୍କର ରହିଥିଲା ଜୀବନର ଶେଷ ଦିନ। ଆଉ କିଛି ସାଙ୍ଗ ମାନଙ୍କ ସହିତ ମିଶି ଯାଇଥିଲେ ଖରସ୍ରୋତା ନଈ କୁ ଗାଧୋଇବାକୁ। ସୂଚନା ଅନୁସାରେ ସେମାନେ ରଙ୍ଗ ହେବା ପରେ ସେଠାକୁ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ କିଛି ନିଖୋଜ ହୋଇ ଯାଇଥିଲେ ଯାହା ହୋଇଗଲା ଗ୍ରାମ ବାସୀଙ୍କ ପାଇଁ ଶୋକର ଛାୟା। ଆଉ ସେହି ଘଟଣା ରେ ପ୍ରାୟତଃ ୬ ଜଣଙ୍କ ନିଖୋଜ ହୋଇ ଯାଇ ପାଣି ସ୍ରୋତ ରେ ମୃତ୍ୟୁ ବରଣ କରି ଦେଇଥିଲେ।ଏବେ ପର୍ଯ୍ୟନ୍ତ ସେମାନଙ୍କର କିଛି ପିଲାଙ୍କର ମୃତ ଶରୀର ମିଳିବା ନେଇ ସୂଚନା ମିଳିଛି। ଆଉ ଏବେ ଗାଧୋଇବାକୁ ଯାଇଥିବା ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି ଯେ ସେମାନେ ମଧ୍ୟ ବହୁତ ଚେଷ୍ଟା କରିଥିଲେ ସମସ୍ତଙ୍କୁ ବଞ୍ଚାଇବା ପାଇଁ।
ଆଉ ଏହି ଘଟଣା ପରେ ସଂଗେ ସଙ୍ଗେ ମଧ୍ୟ ଦମକଳ ବାହିନୀ କୁ ଖାନାର ଦେଇଥିଲେ ହେଲେ କିଛି ସଫଳ ହୋଇ ପାରି ନାହାଁନ୍ତି। ଏହାକୁ ନେଇ ସେମାନଙ୍କ ଜଣେ ସାଙ୍ଗ ଆସି କହୁଛନ୍ତି ଯେ ପ୍ରାୟତଃ ୨୦ ଜଣ ମିଶି ଯାଇଥିଲେ ସେଠାକୁ ଏବଂ ସେଠାରେ ପାଣି ଭିତରେ ମିଶିକରି ଖେଳି ଥିଲେ ଆଉ ପରବର୍ତୀ ସମୟରେ ଟିକିଏ ଭିତରକୁ ଜଣେ ଯିବାରୁ ସେଠାରେ ସେ ଫେରି ଆସି ପାରିଲା ନାହିଁ। ତାକୁ ବଞ୍ଚାଇବା ଲାଗି ଆଉ ଜଣେ ପାଖକୁ ଯାଇଥିଲେ ହେଲେ ବି ସେ ମଧ୍ୟ ହାତ ଦେଖାଇ ଡାକି ଥିଲେ କିନ୍ତୁ ପୁଣି ଜଣେ ତାଙ୍କୁ ଆଣିବା ପାଇଁ ଗଲେ ସେ ମଧ୍ୟ ପାଣିରେ ଫସି ଗଲେ। ଏହି ପରି ୫ ଜଣ ଫସି ଯାଇଥିଲେ ଖରସ୍ରୋତା ର ନଈର ସ୍ରୋତ ରେ। ଆଉ ସେଠାକୁ ଗଲେ କାହାର ଥଳ ପାଇଁ ନାହିଁ ଏବଂ ସେ ମଧ୍ୟ ଆଉ କହୁଛନ୍ତି ଯେ ଶେଷରେ ଦାଦା ଦୁଇ ଜଣ ଯାଇଥିଲେ ସେ ଆଣି ପାରିଲେ ନାହିଁ ।
ଏହି ଘଟଣାକୁ ନେଇ ସମସ୍ତେ ବିଦାରକ। ଏହି ଘଟଣା କୁ ନେଇ ସେମାନଙ୍କ ସାଥିରେ ଯାଇଥିବା ଅନ୍ୟ ସାଙ୍ଗ ମାନେ ନିଜ ସାଙ୍ଗ ମାନଙ୍କ ହରାଇଥିବା ନେଇ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ଆସିଥିଲେ ମଧ୍ୟ ତାଙ୍କର ଖୋଜ ଖୋଜି କରିଥିଲେ ସଫଳତା ପାଇ ପାରିଲେ ନାହିଁ। ଏହି ଘଟଣା ଏହିଭଳି ଦିନ ରେ ସମସ୍ତଙ୍କ ମୁଁହରୁ ହସ ହଜି ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।