ମୋର କେବଳ ସ୍ୱାମୀ ଦେହର ସୁଖ ଦରକାର… ଦେଖନ୍ତୁ ଭାଇରାଲ Video

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଭିଡ଼ିଓ ଭାଇରଲ ହୋଇଥାଏ ଯାହା କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି।କିନ୍ତୁ ଏଠାରେ ଜଣେ ପ୍ରେମିକା ବର୍ତ୍ତମାନ ସମୟ ରେ ନିଜ ପ୍ରେମିକ ନାଁ ରେ ଅଭିଯୋଗ ଆଣିଲେ ଯାହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ ଯାହା ଏଠାରେ ନଜରକୁ ଆସିଛି।ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯେଉଁଠି ଜଣେ ମହିଳା ଙ୍କୁ ନିର୍ଯ୍ୟାତନା ଦେଇଥିବା ର ନଜରକୁ ଆସିଛି।

ଆଉ ଏବେ ଏହି ଘଟଣା କୁ ନେଇ ତୀବ୍ର ବିରୋଧ କରିଛନ୍ତି ଯାହା ଏବେ ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ।ଆଉ ଏମିତି ଅନେକ ସମୟରେ ପ୍ରେମ ସମ୍ପର୍କ କୁ ନେଇ ବିଭିନ୍ନ ସମୟରେ ଘଟଣା ସବୁ ସାମ୍ନା କୁ ଆସିଥାଏ ।।ଆଉ କେଉଁଠି ପ୍ରେମ ରେ ପ୍ରତାରଣା ପାଇବା ପରେ ପ୍ରେମିକ ଆତ୍ମହତ୍ୟା କରି ଦେଇଥାଏ ଆଉ କେଉଁଠି ପ୍ରେମ ପାଇଁ ନିଜ ପରିବାର କୁ ଭୁଲି ଯାଇ ଫେରାର ହୋଇ ଯାଇ ଥାନ୍ତି। କିନ୍ତୁ ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଆଉ ଏଠାରେ ଏହି ମହିଳା ଜଣଙ୍କ ବିବାହ କରିଥିବା ସ୍ୱାମୀ ନାଁ ରେ ଅଭିଯୋଗ ଆଣିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି। ଆଉ ସେ କହିବା ମୁତାବକ ଯେ କିଛି ବର୍ଷ ତଳେ ଦୁହେଁ ପ୍ରଥମେ ପ୍ରେମ କରିଥିଲେ ହେଲେ କିଛି ଦୁହେଁ ମିଶି କରି ରହିଲେ। ଆଉ ପରବର୍ତ୍ତୀ ସମୟରେ ଦୁହେଁ ମନ୍ଦିର ରେ ବାହା ହୋଇଥିଲେ ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏହି ମହିଳା ଜଣଙ୍କ ଏବେ ତାଙ୍କ ପ୍ରେମ କୁ ପାଇବା ପାଇଁ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଯାହା ଏବେ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ସେହି ପ୍ରେମୀଙ୍କ ଜଣଙ୍କ ପ୍ରେମ କରିବା ପରେ ପ୍ରତିଶ୍ରୁତି ଦେଇଥିଲେ ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ବିବାହ କରିଥିଲେ । ଆଉ ଦୁହେଁ ମିଶି କରି ମୁମ୍ବାଇ ରେ କାମ କରନ୍ତି ଯାହା ଏଠାରେ ମହିଳା ଜଣଙ୍କ କହିଛନ୍ତି।

ସେ ପୁଣି କହିଛନ୍ତି ଯେ ଦୁହେଁ ବମ୍ବେ ରେ ଦେଖା ହୋଇଥିଲା ପ୍ରଥମେ ତାହା ପରେ ଦୁହେଁ ଚିହ୍ନା ପରିଚିତ ହୋଇଥିଲେ। ଆଉ ଦୁହେଁ ସେଠାରେ କାମ କରି ଥାନ୍ତି ତାହା ପରେ ପ୍ରେମ ହୋଇଥିଲା ଯାହା ଏଠାରେ ମହିଳା ଜଣଙ୍କ କହିଛନ୍ତି। ଆଉ ଏବେ ସେହି ପ୍ରେମିକ ବିବାହ କରିବା ପରେ ଏବେ ଛାଡି ଦେଇଥିଲେ ଯାହା କୁ ନେଇ ଏବେ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି। ଆଉ ଏବେ ପ୍ରେମିକ ଙ୍କର ସ୍ତ୍ରୀ ରହିଛି ବୋଲି ପ୍ରେମିକା ଅଭିଯୋଗ ଆଣିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏହିଭଳି ଭାବେ ସମାଜ ରେ ଘଟଣା ଘଟୁଛି ଯାହା ଅତି ନିନ୍ଦନୀୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment