REPUBLIC DAY ଉପଲକ୍ଷେ ପୁଣି ନୁଆଁ ଷ୍ଟାଇଲ ରେ ମାର୍କେଟ ଘାଣ୍ଟିଲା…” SATYAJIT ” ଙ୍କ ସୁନ୍ଦର ଗୀତ , ମୋ ଦେଶ ମୋ ମାଟି… ମାତ୍ର 4 ଘଣ୍ଟାରେ 500k ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉ ଥିବେ।ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି ।ଆପଣ ମାନେ ପ୍ରତେକ ଦିନ କିଛି ନା କିଛି ନୂଆ ନୂଆ କଥା ଘଟଣା ଗୁଡିକ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ।

ତେବେ ବେଳେ ବେଳେ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ଗୀତ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ।ତେବେ ବର୍ତ୍ତମାନ ସେହି ଭଳି ଏକ ଗୀତ ଟେ ଭାଇରାଲ ହେବାରେ ଲାଗିଛି।ଆଉ ଯେଉଁ ଗୀତ ଟି ଦର୍ଶକ ମାନଙ୍କର ମନକୁ ବେଶ ପସନ୍ଦ ଆସିଥିବା କଥା ମଧ୍ୟ କୁହାଯାଉଛି ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ମନ ଛୁଆଁ ଭଜନ ଗୀତ ଟି ଉପରେ ନଜର ପକାଇବା।

ତେଣେ ଆପଣ ମାନେ ସମସ୍ତେ ଓଲିଉଡ଼ ର ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ କୁ ଜାଣିଥିବେ। ସତ୍ୟଜିତ ପ୍ରଧାନ ଓଲିଉଡ ର ଜଣେ ନାମି ଦାମି ଗାୟକ ଅଟନ୍ତି । ଶତାଧିକ ଓଡିଆ ଗୀତ ଗାଇ ଶ୍ରୋତା ମାନଙ୍କ ହୃଦୟରେ ରାଜ୍ କରି ଆସୁଛନ୍ତି ସତ୍ୟଜିତ।ସେ ତାଙ୍କର କଣ୍ଠ ର ଜାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି।ସତ୍ୟଜିତ ପ୍ରଧାନ ଙ୍କ ଗୀତ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ।ଅଧିକାଂଶ ସମୟରେ ଗୀତ ଗାଇବା ସହିତ ମଧ୍ୟ ସେ ଖୁବ ସୁନ୍ଦର ଆକଟିଂ ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସମୟରେ ସତ୍ୟଜିତ ଙ୍କ ଆଉ ଏକ ସୁନ୍ଦର ଜାତୀୟ ସଂଗୀତର ଜୟଗାନ ଦେଶ ଭକ୍ତି ର ଗୀତ ସାମ୍ନାକୁ ଆସିଛି। ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି।AP ପ୍ରଡକ୍ସନ ପ୍ରସ୍ତୁତ ଏହି ସୁନ୍ଦର୍ ଜାତୀୟ ସଂଗୀତର ଜୟଗାନ ଓ ଦେଶ ଭକ୍ତି ର ଗୀତ ” ମୋ ଦେଶ ମୋ ମାଟି ” ର ଷ୍ଟୁଡିଓ ଭର୍ଶନ ଏବେ ସାମ୍ନାକୁ ଆସିଛି। ଯାହାକୁ ଗାଇଛନ୍ତି ଓଲିଉଡ଼ ର ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ।

ତେବେ ଏହି ସୁନ୍ଦର୍ ଗୀତଟିକୁ ଲେଖିଛନ୍ତି ଓ ସଂଗୀତ ରେ ସଜାଇ ଛନ୍ତି ନୀଳାମ୍ବର ସାହୁ। ଏହି ସୁନ୍ଦର୍ ଜାତୀୟ ସଂଗୀତର ଜୟଗାନ ଓ ଦେଶ ଭକ୍ତି ର ଗୀତ ” ମୋ ଦେଶ ମୋ ମାଟି ” ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛି। ଗୀତଟିକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିବା ସହ ଖୁବ୍ ସୁନ୍ଦର୍ କମେଣ୍ଟ ମଧ୍ୟ କରୁଛନ୍ତି। ଯାହା ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଗୀତଟି ଶୁଣିଲେ ଜାଣି ପାରିବେ ଗୀତ ଟି କେତେ ମନଛୁଆଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment