ମୋ ସ୍ୱାମୀର ସାଙ୍ଗ ଘରକୁ ଆସି ,ମୋ ସହ ରଖିଲା ଶାରୀରିକ ସମ୍ପର୍କ..ମନା କଲେ ବି ଶୁଣୁ ନଥିଲା, ଏ ନେଇ କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କଛି ଘଟଣା ଆସିଥାଏ ଯାହା ସମାଜ ପାଇଁ ଖରାପ ହୋଇଥାଏ | ତେବେ ବର୍ତ୍ତମାନ ଜରୁରୀ ଘଟଣା ଟି ଘଟିଛି ତାହା ହେଉଛି ସ୍ୱାମୀ ଙ୍କ ସାଙ୍ଗ ସହିତ ମହିଳା ଜଣଙ୍କ ରଖିଥିଲେ ଶାରୀରିକ ସମ୍ପର୍କ | ଆଉ ଯେଉଁଠି ପାଇଁ ସ୍ୱାମୀ ଜଣଙ୍କ ତାହା ଜାଣିବା ପରେ ସ୍ତ୍ରୀ ଙ୍କୁ ଗ୍ରହଣ କରିବାକୁ ଅରାଜି ଅଛନ୍ତି | ତାହା ସହିତ ଘରେ ରଖେଇ ଦେବେନି ବୋଲି କହିକି ବାହାର ମଧ୍ୟ କରି ଦେଇଛନ୍ତି | ଆଉ ଯେଉଁଥିପାଇଁ ଏବେ ସ୍ୱାମୀ ଙ୍କ ସାଙ୍ଗ ଘର ଆଗରେ ଧାରଣା ରେ ବସିଛନ୍ତି ମହିଳା ଜଣକ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଖାଇ ବ୍ଲକ ପେଣ୍ଠ ଗ୍ରାମରେ ମଇନା ଓ ଟୁନା ଙ୍କର ପ୍ରେମ ସମ୍ପର୍କ କୁ ନେଇକି ଏବେ ଉଠିଛି ବିବାଦ | ଆଉ ଯେଉଁଠି ଜଣା ପଡିଛି କି ସ୍ୱାମୀ ଙ୍କ ସହିତ ତାଙ୍କର ସାଙ୍ଗ ଟୁନା ଆସୁଥିଲେ ସାଙ୍ଗ ଘରକୁ | ଆଉ ସେ ସାଙ୍ଗ ଘରକୁ ଆସିକି ଖିଆ ପିଆ କରିବା ଶୋଉ ମଧ୍ୟ ଥାନ୍ତି | ଆଉ ଏହିଭଳି ଚାଲିଥିବା ସମୟରେ ସାଙ୍ଗ ଜଣଙ୍କ ନଜର ପକାଇଥିଲେ ମହିଳା ଙ୍କ ଉପରେ | ଆଉ ଯାହା ଜଣା ପଡିଛି କି ସ୍ୱାମୀ ନ ଥିବା ସମୟରେ ତାଙ୍କ ସହିତ ଜବରଦସ୍ତି ମଧ୍ୟ କରିଥିଲେ |

ଆଉ ମଇନା ଙ୍କର ମୁହଁ ଆଉ ହାତ ଗୋଡ଼ କୁ ଚାପି ରଖି ତଳେ ପକାଇ ଦେଇଥିଲେ ଓ ଜବରଦସ୍ତି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ | ଆଉ ଏହି କଥା କୁ ସ୍ୱାମୀ ଜଣକ ଜାଣି ନ ଥିଲେ | ଆଉ ଏହିଭଳି ଅବସ୍ଥା ରେ ଯାହା ଜଣା ପଡିଥିଲା କି ଦୀର୍ଘ ଛଅ ମାସ ହେବ ଶାରୀରିକ ସମ୍ପର୍କ ରଖିଥିଲେ ଟୁନା ନାମକ ମହିଳା ଜଣକ | ଆଉ ମହିଳା ଜଣଙ୍କ ତାଙ୍କର ସ୍ୱାମୀ ଓ ପିଲାଙ୍କୁ କହି ଦେବେ ବୋଲି କହିବାରୁ ତାଙ୍କର ସ୍ୱାମୀ ଙ୍କୁ ମାରି ଦେବାର ମଧ୍ୟ ଧମକ ଦେଇଥିଲେ ଯୁବକ ଜଣଙ୍କ |

ଆଉ ସ୍ୱାମୀ ଜଣଙ୍କ ଏହି ଘଟଣା ର ସନ୍ଦେହ କିରିକି ପଚାରିବାରୁ ଓ କୋଲ ରେକଡ଼ିଙ୍ଗ ଚେକ କରିବାରୁ ଜଣା ପଡିଥିଲା କି ଦୀର୍ଘ 6 ମାସ ହେବ ଶାରୀରିକ ସମ୍ପର୍କ ରେ ଥିଲେ ଦୁଇଜଣ | ଆଉ ଏହି କଥା ଜାଣିବା ପରେ ସ୍ୱାମୀ ଜଣଙ୍କ ତାଙ୍କର ସ୍ତ୍ରୀ ଙ୍କୁ ରଖିବା ପାଇଁ ମୋନା କରିଥିଲେ ଓ ତାଙ୍କର ବାପ ଘର ଲୋକ ମଧ୍ୟ ମୋନା କରିଥିଲେ |ଆଉ ଯେଉଁଥିପାଇଁ ସେ ଏବେ ଟୁନା ଘର ଆଗରେ ଧାରଣା ରେ ବସିଛନ୍ତି ନ୍ୟାୟ ପାଇଁ | ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment