ବନ୍ଧୁଗଣ ପୁଣି ଏବେ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ନିଜ ସ୍ଵାମୀ ଏବଂ ଶଶୁର ଘର ଲୋକଙ୍କ ବିରୋଧରେ ଜଣେ ମହିଳା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଏହିଭଳି ଘଟଣା ଏବେ ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ପରକ୍ରିୟା ପ୍ରୀତି ଏଠାରେ ସ୍ବାମୀ ଜଣଙ୍କୁ ସମସ୍ତଂକ ଆଗରେ ଅପଦସ୍ତ କରିଛି। ଯଦିଓ ଏଭଳି ଘଟଣା କିଛି ନୂଆ ନୁହଁ ତଥାପି ଏଭଳି ଘଟଣା ଏବେ ଅନେକାଂଶରେ ଘଟୁଥିବା ଦେଖିବାକୁ ମିଳିଛି। ତେବେ ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ।
ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଯେଉଁ ଘଟଣା ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ। ତେବେ ସେହିଭଳି ଏକ ଭିନ୍ନ ଧରଣର ଘଟଣାକୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଏହିଭଳି ଘଟଣା ସଂପର୍କରେ ଆପଣ ହୁଏତ ଆଗରୁ ଆସି ନଥିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ କଣ ଘଟିଛି। ଅନେକ ସମୟରେ ଆମେ କିଛି ଲୋକଙ୍କର କିଛି ଏମିତି କାର୍ଯ୍ୟ କଳାପକୁ ଦେଖିବାକୁ ପାଇଥାଉ ଯାହା ସାଧାରଣ ରେ ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟିଥାଏ। ଏହାକୁ ଦେଖି ସହଜରେ ଗ୍ରହଣ କରିବା ସମ୍ଭବ ହୋଇ ପାରେନାହିଁ।
ଏହା କିଛି ଏମିତି ଦିଗକୁ ଇଙ୍ଗିତ କରିଥାଏ ଯାହା ବାସ୍ତବରେ ନିନ୍ଦନୀୟ ଅଟେ। ଅବଶ୍ୟ ସମସ୍ତ ଲୋକ ସେମିତି ନୁହଁନ୍ତି କିମ୍ୱା ସମସ୍ତେ ସମାନ ଆଚରଣ ପ୍ରଦର୍ଶନ କରନ୍ତି ନାହିଁ। କାରଣ ଅନେକ ସଚ୍ଚୋଟ ଏବଂ ନିର୍ମଳ ଚରିତ୍ରର ବ୍ୟକ୍ତିତ୍ୱ ବି ରହିଛନ୍ତି। ଯେଉଁମାନେ ଭୁଲ କାର୍ଯ୍ଯ କରନ୍ତି ନାହିଁ କିମ୍ୱା ଏପରି କଳାପକୁ ପ୍ରଶୟ ଦିଅନ୍ତି ନାହିଁ। କିନ୍ତୁ କିଛି ଏଭଳି ମନ୍ଦ ଲୋକଙ୍କ ପାଇଁ ସମସ୍ତେ ନିନ୍ଦିତ ହୁଅନ୍ତି।ସେହିପରି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣାରେ ଘଟିଛି ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ।
ତେବେ ସେହିଭଳି ଏକ ଭିନ୍ନ ଧରଣର ଭାଇରାଲ ଘଟଣାକୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁଠି ଜଣେ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ପରକ୍ରୀୟା ପ୍ରୀତି ଏବଂ ଏଥିରେ ତାଙ୍କ ଶଶୁର ଘର ଲୋକେ ଜାଣିବି ସହମତି ଦେଉଥିବା ସେ କହିଛନ୍ତି।ସେ କହିଛନ୍ତି ଯେ ମୋ ସ୍ଵାମୀଙ୍କ ଅଲଗା ଝିଅ ସହିତ ଆଫାୟାର ରହିଛି। ଶାଶୁ, ନଣନ୍ଦ ଏସବୁ ଜାଣି ତାଙ୍କୁ ପ୍ରଶୟ ଦେଉଛନ୍ତି। ତାଙ୍କ କଥା କିଛି ବୁଝୁ ନାହାଁନ୍ତି। ସ୍ତ୍ରୀ ଜଣଙ୍କୁ କିନ୍ତୁ ତାଙ୍କର ସ୍ବାମୀ ଦରକାର୍। ସେଥିପାଇଁ ସେ ନ୍ୟାୟ ପାଇଁ ଶଶୁର ଘର ଆଗରେ ଆସି ଧାରଣାରେ ବସିଛନ୍ତି ଏବଂ ନ୍ୟାୟ ପାଇବା ଆଶାରେ ସେଠାରେ ନିଜର ଅଭିଯୋଗ ନେଇ ବସିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।