ମୋ ସ୍ୱାମୀ କହୁଛି ତୋ ଝିଅକୁ ବିକିଦେବି ,ନୂଆ ସ୍ତ୍ରୀକୁ ରାଣୀହାର ଦେବି… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଛି | ତେବେ ବିଶେଷ କରିକି ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ସମୟରେ ଦେଖିବାକୁ ମିଳିଛି କି ବିବାହିତା ସ୍ତ୍ରୀ ଓ ପୁରୁଷ ମାନଙ୍କ ପାଖରେ ଏହିଭଳି ପରକ୍ରିୟା ପ୍ରୀତି ଓ ଭଲ ପାଇକି ସ୍ୱାମୀ ଆଉ ସ୍ତ୍ରୀ ଙ୍କୁ ଛାଡିକି ପୋଳେଇଯିବା ଭଳି ଘଟଣା ବେଶି ଦେଖିବାକୁ ମିଳିଛି | ଆଉ ଏଭଳି ଘଟଣା ସବୁ ଆମର ସମାଜରେ ଘଟିଚାଲିଛି ଯାହା ଅତ୍ୟନ୍ତ ଲଜ୍ୟା ଜନକ କଥା ଅଟେ | ତେବେ ସେହିଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଆଉ ଯେଉଁଠି ଝିଅ ଆଉ ସ୍ତ୍ରୀ ଙ୍କୁ ବିକ୍ରି କରି କି ପ୍ରେମିକା ଙ୍କୁ ରାଣୀ ହାର ଦେବା କଥା କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ବେଶ ଭଲ ଭାବରେ ଚାଲିଥିଲା | କିନ୍ତୁ ସେହି ସମ୍ପର୍କ ମଧ୍ୟରେ ପଶି ଆସିଥିଲା ଆଉ ଜଣେ ଝିଅ ଟେ | ଆଉ ଯାହା ଜଣା ପଡିଛି କି ମହିଳା ଜଣଙ୍କର ଜଣେ ଛୁଆଁ ମଧ୍ୟ ଅଛନ୍ତି ଏଭଳି ସ୍ଥଳରେ ସ୍ୱାମୀ ଜଣଙ୍କ ସ୍ତ୍ରୀ ଙ୍କୁ ଛାଡିକି ପଳେଇ ଯାଇଛନ୍ତି ମୁମ୍ବାଇ | ଆଉ ସେଠାରେ ଚଳେଇଛନ୍ତି ପ୍ରେମ ସମ୍ପର୍କ | ଆଉ ଯାହା କୁହାଯାଉଛି କି ସ୍ୱାମୀ ଜଣଙ୍କ ଏବେ ସ୍ତ୍ରୀ ଙ୍କୁ ବିଭିନ୍ନ ପ୍ରକାରର କଥା କହିକି ଧମକ ଦେବାକୁ ଲାଗିଛନ୍ତି |

ଆଉ ଯାହା ଜଣା ପଡିଛି କି ସ୍ୱାମୀ ଜଣଙ୍କ ସ୍ତ୍ରୀ ଙ୍କୁ ଧମକ ଦେଇକି କହିଛନ୍ତି କି ସେ କୁଆଡେ ତାଙ୍କର ସ୍ତ୍ରୀ ଆଉ ଛୁଆଁ ଙ୍କୁ ମୁମ୍ବାଇ ରେ ବିକ୍ରି କରିଦେବେ | ଆଉ ସେହି ପଇସା ରେ ତାଙ୍କର ପ୍ରେମିକ ଝିଅ ଟେ ପାଇକି ଆଣିଦେବେ ରାଣୀହାର | ଏଭଳି କିଛି କହିବା ସହିତ ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ସ୍ତ୍ରୀ ଙ୍କୁ ସେ ଦିଭୋର୍ସ ଦେବେ ଆଉ ଆଇନ ଅନୁସାରେ ଯାହାକୁ ବିବାହ କରିଲେ କିଛି ଅସୁବିଧା ନାହିଁ ତ ସେ ବିବାହ କରିପାରିବେ |

ତାହା ବ୍ୟତୀତ ଯାହା ଜଣା ପଡିଛି କି ସ୍ୱାମୀ ଜଣଙ୍କ ସ୍ତ୍ରୀ ଙ୍କୁ ଗାଡ଼ି କିଣିବେ ବୋଲି ଟଙ୍କା ମଧ୍ୟ ବାରମ୍ବାର ମାଗୁଥିଲେ ଆଉ ତାଙ୍କର ବାପା ଙ୍କୁ ବିକ୍ରି କରିକି ପଇସା ଦେବା ପାଇକି କହୁଥିଲେ | ଆଉ ବିଭିନ୍ନ ପ୍ରକାରର ଡିମାଣ୍ଡ ମଧ୍ୟ କରିଥିଲେ ସ୍ୱାମୀ ଜଣଙ୍କ | ଆଉ ଯାହା ପାଇଁ ମହିଳା ଜଣଙ୍କ ନ୍ୟାୟ ମାଗିଛନ୍ତି ଆଉ ଯେହେ ତୁ ତାଙ୍କର ସ୍ୱାମୀ ଚଳିବା ପାଇକି ପଇସା ଦେଉନାହାନ୍ତି ଆଉ ଅନ୍ୟ ଝିଅ ସହିତ ରହିବାକୁ ଚାହୁଁଛନ୍ତି ତାହାର ପ୍ରତିକାର ପାଇଁ ମଧ୍ୟ ଚାହୁଁଛନ୍ତି ମହିଳା ଜଣକ | ଆଉ ଯାହା ଏବେ ସୋସିଆଲ ମିଡ଼ିଆରର ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment