“ମୋ ସ୍ୱାମୀ ଏବଂ ଯାଆ ମତେ ବେଶ୍ୟା କାମ କରିବାକୁ କହୁଛନ୍ତି…୪-୫ ଟୋକା ଆଣି ଘରେ ପୁରାଉଛନ୍ତି”… ଏହି ମହିଳା କଲେ ଖୁଲାସା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଆଉ ଅନେକ ସମୟରେ ମହିଳା ମାନଙ୍କ ସହିତ ଏମିତି ସବୁ ଘଟଣା ଘଟି ଯାଇଥାଏ ଏବଂ କେଉଁଠି ନାରୀ ପାଇଁ ସବୁ ଘଟି ମଧ୍ୟ ଥାଏ। ଆଉ ହେଲେ ଏଠାରେ ଜଣେ ମହିଳା ନିଜ ସ୍ୱାମୀ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଲେ ଯାହା ଦେଖିଲେ ଚମକି ପଡିବେ।

ଏଠାରେ ଏକ ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏଠାରେ ଜଣେ ମହିଳା ଙ୍କୁ ଦେଖିବାକୁ ମିଳିଛି ଯାହା ଏଠାରେ ଅଭିଯୋଗ ଆଣିଛନ୍ତି ସ୍ୱାମୀ ନାଁ ରେ। ଆଉ ତାଙ୍କ ସହିତ ନିର୍ଯ୍ୟାତନା ହୋଇ ଥିବାରୁ ସେ ଏବେ କ୍ୟାମେରା ସାମ୍ନା କୁ ଆସି ଏମିତି କିଛି କହିଛନ୍ତି। ଆଉ ବର୍ତ୍ତମାନ ସମୟରେ ଅଧିକାଂଶ ସ୍ଥାନରେ ମହିଳା ବା ନାରୀ ମାନଙ୍କୁ ଅବହେଳା ଓ ଦୁର୍ବଳା ବୋଲି ଭାବୁଛନ୍ତି ଯାହା ବିଭିନ୍ନ ସମୟରେ ଘଟଣା ସବୁ ନଜରକୁ ଆସିଥାଏ। ଆଉ ନାରୀ ସହିତ ଜଣେ ପ୍ରେମ କରିବା ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ପାଇଁ ଦାବି କରି ଥାଆନ୍ତି ହେଲେ ପରବର୍ତ୍ତୀ ସମୟରେ ଏମିତି କିଛି ଘଟି ଯାଇଥାଏ।

ଆଉ ସେମାଙ୍କ ସହିତ ଏମିତି ଜୋର ଜବରଦସ୍ତି ସମ୍ପର୍କ ପାଇଁ କହି ଥାଆନ୍ତି ପରେ ତାଙ୍କୁ ଛାଡି ଦେଇ ଥାନ୍ତି ଯାହା ଅନେକ ସମୟରେ ଘଟଣା ଘଟି ଥାଏ।ଆଉ କିଛି ସ୍ଥାନ ରେ ବିବାହ କରିବା ପରେ ସ୍ବାମୀ ମଧ୍ୟ ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖି ଥାଆନ୍ତି ଯାହାକୁ ନେଇ ପାରିବାରିକ କଳହ ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ସେମାନେ ଆଇନ ର ଆଶ୍ରୟ ନେଇ ଥାନ୍ତି। ଏହି ପରି ଘଟଣା ସୋସିଆଲ ମିଡ଼ିଆରେ ଅନେକ ସମୟରେ ନଜରକୁ ଆସିଥାଏ। କିନ୍ତୁ ଏଠାରେ ଏକ ମହିଳା ଅଭିଯୋଗ ଆଣିଛନ୍ତି ତାଙ୍କର ସ୍ୱାମୀ, ସ୍ୱାମୀ ର ବଡ଼ ଭାଇ ଓ ଭାଉଜ ନାଁ ରେ। ଆଉ ସେହି ମହିଳା ଜଣଙ୍କୁ ସ୍ୱାମୀ ଏମିତି କିଛି ଖରାପ କାମ ପାଇଁ ଜବରଦସ୍ତ କରିଛନ୍ତି ତାହା ଏଠାରେ ଜାଣିବାକୁ ମିଳିଛି।

ଆଉ ଏଠି ଶୁଣିବାକୁ ମିଳିଛି ଯେ ନିଜ ସ୍ତ୍ରୀ କୁ ସ୍ୱାମୀ ରୋଜଗାର ପାଇଁ କହିଛନ୍ତି ତାହା ପୁଣି ଶାରୀରିକ ସମ୍ପର୍କ ଅନ୍ୟ ପୁରୁଷ ମାନଙ୍କ ସହିତ ରଖିବା ଦ୍ୱାରା।।ଆଉ ସେ ମଧ୍ୟ ବହୁତ ଜବରଦସ୍ତ ଏମିତି କାମ ପାଇଁ କହିଛନ୍ତି ଯାହାକୁ ନେଇ ଏଠାରେ ସେ ଅଭିଯୋଗ ଆଣିଛନ୍ତି। ଆଉ ସେ ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ଙ୍କର ଭାଇ ଓ ଭାଉଜ ମଧ୍ୟ ଏହି କାମ ପାଇଁ ଜବରଦସ୍ତ କରୁଛନ୍ତି।।ଆଉ ଯାହାକୁ ନେଇ ସେ ଏବେ ନ୍ୟାୟ ପାଇଁ ଦାବିରେ ରହିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।ଯାହା ବି ହେଉ ବର୍ତ୍ତମାନ ସମୟରେ ସରକାର ଏତେ ସବୁ ମହିଳା ଙ୍କ ପାଇଁ କରିଥିଲେ ମଧ୍ୟ ଅବହେଳା ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment