ଦେଖନ୍ତୁ viral ଭିଡ଼ିଓ : ମୋ ପତଳା ହେବାକୁ ନେଇ ଲୋକ ବହୁତ କ୍ରିଟିସାଇଜ଼ କରିଛନ୍ତି, ସେଇଟା କଣ ମୋ ଭୁଲ – ଜସ୍ମିନ ରଥ…

ହଁ ଦର୍ଶକ ଆପଣମାନେ ସମସ୍ତେ ତ ଜାଣିଥିବେ କି ପ୍ରେତେକ ମଣିଷ ନିଜ ନିଜର ସ୍ୱାସ୍ଥ୍ୟକୁ ନେଇକି ବହୁତ ଯତ୍ନଵାନ ଥାଆନ୍ତି, ଆଉ ସେହି ଫିଗର ବିଷୟରେ ଯଦି କିଛି କମେଣ୍ଟ ଵା କ୍ରିତିସାଇଜ ଭଳିଆ କଥା ଶୁଣିବାକୁ ମିଳେ ତାହେଲେ ନିଜକୁ ବହୁତ ଖରାପ ମଧ୍ୟ ଲାଗିଥାଏ | ତେବେ ଆମେ ଜାଣିଛୁ କି ବହୁତ ଜଣ ଏମିତି ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଜପୁ ମାନେ କି ବହୁତ ମୋଟା ହୋଇଥାନ୍ତି ଓ ବହୁତ ଜଣ ଏମିତି ବି ଥାଆ ନ୍ତି ଯୋଉ ମାନଙ୍କର ଫିଗର ବହୁତ ପତଳା ହୋଇଥାଏ | ତେବେ ଏହି ଭଳି ଫିଗର ଜଣିତ କଥା ବିଷୟରେ ମିଡ଼ିଆ ଆଗରେ କହିଛନ୍ତି ଜଣେ ଟେଲି ଅଭିନେତ୍ରୀ ଜସ୍ମିନ ରଥ , ତାହେଲେ ଚାଲନ୍ତୁ ଜାଣିବା ମିଡ଼ିଆ ଆଗରେ ନିଜର ଫିଗର ବିଷୟରେ କଣ କହିଛନ୍ତି ଜସ୍ମିନ |

ଆପଣ ମାନେ ସମସ୍ତେ ଜାଣିଥିବେ ସିରିଏଲ ରେ କାମ କରୁଥିବା ଜସ୍ମିନ ରଥ ଙ୍କ କଥା , ଜସ୍ମିନ ରଥ ବହୁତ ସିରିଏଲ ରେ କାମ କରିଛନ୍ତି ଓ କରି ଆସୁଛନ୍ତି ମଧ୍ୟ ଓ ତାଙ୍କର ଅଭିନୟ ର ଯାଦୁରେ ଲୋକ ମାନଙ୍କ ମନକୁ ମଧ୍ୟ କିଣି ପାରିଛନ୍ତି | କିନ୍ତୁ ଭଲ ଅଭିନୟ କରିବା ଯୋଗୁଁ ଯେତିକି ପ୍ରସଂଶୀତ ହେଉଛନ୍ତି ତାଙ୍କର ଫିଗର କୁ ନେଇକି ମଧ୍ୟ କ୍ରିଟିସାଇଜ ମଧ୍ୟ ଶୁଣୁଛନ୍ତି | ତେବେ ତାଙ୍କର କହିବା କଥା କି ସ୍ୱାସ୍ଥ୍ୟ ଭଗବାନଙ୍କ ଦାନ ହୋଇଥାଏ ଓ ସ୍ୱାସ୍ଥ୍ୟ ବିଷୟରେ ଯାହା ବି କଥା ହେଉ ତାହା କାହାରି ହାତରେ କଥା ନୁହଁ | ସେଥିପାଇଁ ତ କିଏ ମୋଟା ଆଉ କିଏ ପତଳା ହୋଇଥାଏ, କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଜ ଏତେ ପତଳା ତାହା ନେଇକି ସେ ଦୁଃଖ କରନ୍ତି , କିନ୍ତୁ କଣ କରିବେ ସେ |

ଜସ୍ମିନ କହିଛନ୍ତି କି ତାଙ୍କର ସ୍ୱାସ୍ଥ୍ୟର ପରିବର୍ତ୍ତନ ପାଇଁ ଓ ସେ ଟିକେ ମୋଟା ହେବା ପାଇଁ ବହୁତ ଚେଷ୍ଟା କରିଥାନ୍ତି, କିନ୍ତୁ ତାଙ୍କର ଶରୀର ଉପରେ ତାହାର କିଛି ବି ପ୍ରଭାବ ପକାଏ ନାହିଁ |ସେ ବହୁତ ଖାଦ୍ୟ ଖାଇଥାନ୍ତି ଓ ସ୍ୱାସ୍ଥ୍ୟ କୁ ବଢାଇବା ପାଇଁ ମଧ୍ୟ ବହୁତ ପ୍ରକାରର ପ୍ରୟାସ କରିଛନ୍ତି କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଉପରେ କିଛି ବି ପ୍ରଭାବ ପକାଉ ନାହିଁ, ଆଉ ସେ ସେମିତି ପତଳା ରହିଛନ୍ତି | କିନ୍ତୁ ସେହି ପତଳା ହେଲା କାରଣ ରୁ ବହୁତ କ୍ରିତିସାଇଜ କଥା ମଧ୍ୟ ଲୋକଙ୍କ ପାଖରୁ ଶୁଣୁଛନ୍ତି, ତେଣୁ ଜସ୍ମିନ ମିଡ଼ିଆ ଆଗରେ କହିଛନ୍ତି କି ସ୍ୱାସ୍ଥ୍ୟ ରେ ସମସ୍ତେ ତ ପୋରଫେକ୍ଟ ରହି ପାରିବେନି ନା |

ସେଥିପାଇଁ ଲୋକ ମୋଟା ହେଲେ ବି କହିବେ ଓ ପତଳା ହେଲେ ବି କହିବେ, ଲୋକଙ୍କ ପ୍ରକୃତି କହିବା , ତେଣୁ ସେ ସବୁ କୁ ଧ୍ୟାନ ନ ଦେଇ ନିଜ ଲକ୍ଷ୍ୟରେ କାମ କରିଲେ ଉନ୍ନତି ହୋଇଥାଏ ବୋଲି ଜସ୍ମିନ ମିଡ଼ିଆ ଆଗରେ କହିଛନ୍ତି | ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ମଧ୍ୟ ହେଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment