ମୋ ମୁଣ୍ଡ ବିନ୍ଧୁଛି ତ ସେଥିପାଇଁ ମୁଁ କ୍ୟାପ ପିନ୍ଧିନି… ମୋ ଇଛା, ଦେଖନ୍ତୁ video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିକିଛି କି ଜଣେ ଟ୍ରାଫିକ ପୋଲିସ ଫୋଟ ଉଠାଉଥିବାର ଦେଖି ମହିଳା ଜଣଙ୍କ ସେହି ଟ୍ରାଫିକ ପୋଲିସ ବାବୁ ଜଣ ଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲେ | ଆଉ ତାଙ୍କର ଟୋପି କାହିଁ ଓ ସେ ତାଙ୍କର ଆଇକାର୍ଡ ଦେଖନ୍ତୁ ବୋଲି ମଧ୍ୟ ଦାବି କରିଥିଲେ | ଆଉ ଟ୍ରାଫିକ ପୋଲିସ ବାବୁ ଜନଙ୍କ ଅଫିସ ରେ ଅଛି ବୋଲି କହିକି ଠକିବା ପାଇଁ ଲାଗି ପଡିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆଜିକାଲି ଠକାମି ଅଧିକ ପରମାଣରେ ଚାଲିବା ପାଇଁ ଲାଗିଛି ଲୋକ ମାନେ ସରକାରୀ କର୍ମଚାରୀ ଙ୍କ ର ପୋଷାକ ପିନ୍ଧୁକି ଲୋକ ମାନଙ୍କୁ ଆଜି କାଲି ଅନେକ ସମୟରେ ବୋକା ବିନେଇବା ପାଇଁ ଲାଗି ପଡୁଛନ୍ତି | ଆଉ ଏଠାରେ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ସେଠି ମଧ୍ୟ କିଛି ସେମିତି ଘଟଣା ଘଟିବାରେ ଲାଗିଛି | ଆଉ ଯେଉଁଠି ଆଉ ଯେଉଁଠି ଦେଖା ଯାଇଥିଲା କି ଟ୍ରାଫିକ ପୋଲିସ ବାବୁ ଜନକ ବିନା ନାମ ଫଳକ ଓ ଟୋପି ରେ ବୁଲିବାକୁ ଲାଗିଛନ୍ତି | ଆଉ ବାଦାମ ବାଡି ନିକଟରେ ଡିଉଟି ମଧ୍ୟ କରୁଛନ୍ତି |

ଆଉ ଏହିଭଳି ଟ୍ରାଫିକ ପୋଲିସ ବାବୁ ଜଣଙ୍କୁ ଦେଖିଲା ପରେ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରିବାକୁ ଲାଗିଥିଲେ ଜଣେ ମହିଳା | ଆଉ ସେ ଜଣେ ଓକିଲ ବୋଲି କହିଥିଲେ | ଆଉ ତାହା ପରେ ତାଙ୍କର ଆଇଡି କାର୍ଡ ଦେଖାଇବା ପାଇଁ କହିଭାରୁ ଟ୍ରାଫିକ ପୋଲିସ ଜଣକ କହିଥିଲେ କି ତକ୍ୱାହ ଅଫିସ ରେ ଅଛି ବୋଲି | ଆଉ ଯଦି ତାଙ୍କର ଏମିତି ଦେଖିବାର ଅଛି ତାହେଲେ ସେ ଅଫିସ କୁ ଯାଇକି ସେ ସବୁ ଦେଖିପାରିବେ ବୋଲି କହିଛନ୍ତି ଟ୍ରାଫିକ ପୋଲିସ ଭାବରେ କାର୍ଯ୍ୟରତ ଥିବା ବାବୁଜଣଙ୍କ |

ତେବେ ଏହା ବ୍ୟତୀତ ସେ ତାଙ୍କର ମୁଣ୍ଡରେ ଟୋପି ମଧ୍ୟ ଲଗାଇ ନ ଥିଲେ | ଆଉ ତାଙ୍କୁ ଏହି ଟୋପି ନେଇକି ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି ତାଙ୍କର ମୁଣ୍ଡ ବିନ୍ଧୁଛି ବୋଲି ଆଉ ଯେଉଁଥିପାଇଁ ସେ ମୁଣ୍ଡରେ ଟୋପି ଲଗାଇ ନାହାନ୍ତି | ତେବେ ଯଦି ସେ ଜଣେ ଟ୍ରାଫିକ ପୋଲିସ ଆଉ ଲୋକ ମାନଙ୍କୁ ଟ୍ରାଫିକ ର ନିୟମ ମାନିବା ପାଇଁ କହୁଛନ୍ତି | ତାହେଲେ ସେ ନିଜେ କାହିଁକି ନିୟମ ମାନୁ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment