ଦେଖନ୍ତୁ viral ଭିଡିଓ -ମୋ ଅଙ୍ଗ ସିନା ଝିଅ ହେଲେ ମୋ ମନ ପୁଅ ! ଆଉ ରାତିରେ ରାତିରେ , ଏନେଇ ଯୁବକ ଜଣଙ୍କ କଣ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ଆମକୁ ଅନେକ ସମୟରେ ଅନେକ ପ୍ରକାରର କଥା ଶିଖାଇଥାଏ | ଆଉ ଯାହା ସାହାଯ୍ୟ ରେ ଆମ ସମାଜରେ ଘଟୁଥିବା ଅନେକ ପ୍ରକାରର ଭୁଲ ଚିନ୍ତାଧାରା କୁ ଆମେ ମାନେ ବଦଳାଇ ଦେଇପାରିଥାଉ ମଧ୍ୟ | ତେବେ ସେହିଭଳି କିଛି ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁଠି ଜଣା ପଡିଛି କି ଝିଅ ଜଣଙ୍କ ତାଙ୍କର ଅଙ୍ଗ ସିନା ଝିଅ ଥିଲା କିନ୍ତୁ ତାଙ୍କୁ ସବୁବେଳେ ପୁଅ ପିଲା ଭଳି ଫିଲ ହେଉଥିଲା ଆଉ ଯାହା ଫଳରେ ସେ ସର୍ଜରୀ କରିକି ଝିଅ ରୁ ପୁଅ ହୋଇଛନ୍ତି ବୋଲି ମଧ୍ୟ କହିଛନ୍ତି | ଆଉ ଯେଉଁଥିପାଇଁ ସେ ଏବେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ସୂଚନା ଅନୁସାରେ ଟ୍ରାନ୍ସ ମେନ ରିୟାନ ଯିଏ କି ଝିଅ ରୁ ପୁଅ ହୋଇଛନ୍ତି ସର୍ଜରୀ କରିକି ବୋଲି କହିଛନ୍ତି | ତାହା ସହିତ ତାଙ୍କର ଏହି କଷ୍ଟ ମୟ ଜୀବନ ବିଷୟରେ ମଧ୍ୟ କହିବାକୁ ଲାଗିଛନ୍ତି | ଆଉ ସେ କହିଛନ୍ତି ସେ ରୋଗୀ ନୁହନ୍ତି ତାଙ୍କର କୌଣସି ଜାଗାରେ ଖଣ୍ଡିଆ ଖାବରା ସିନା ହେଇନି କିନ୍ତୁ ସେ ମନ ଭିତରେ ଜଣେ ରୋଗୀ ବୋଲି ନିଜକୁ ଭାବିଥାନ୍ତି |ଆଉ ତାହା ସହିତ ଚାରିକାନ୍ଥ ଭିତରେ ରହିକି ତାଙ୍କୁ ଅଣନିଶ୍ୱାସୀ ଲାଗିଥାଏ | ଆଉ ଶରୀର ତାଙ୍କର ସିନା ଝିଅ ର ପାଇଥିଲେ କିନ୍ତୁ ସେ ଝିଅ ମାନଙ୍କ ଆଡକୁ ଆକୃଷ୍ଟ ହେଉଥିଲେ | ଆଉ ମନରେ ସେ ନିଜକୁ ପୁଅ ବୋଲି ଭାବୁଥିଲେ |

.ତେବେ ରିୟାନ ଆହୁରି ମଧ୍ୟ କହିଛନ୍ତି କି ସେ ଯେବେଠୁଁ ମେଚିଓଡ଼ ହୋଇଛନ୍ତି ସେବେଠୁ ତାଙ୍କର ଭିତରେ ଏକ ଅଜବ ଫିଲ ହୋଇଛି ଆଉ ସେ ଭାବିଛନ୍ତି କି ଝିଅ ମାନଙ୍କର ସବୁ ପାର୍ଟ୍ସ ତାଙ୍କ ପାଖରେ ଥାଇପାରେ କିନ୍ତୁ ପ୍ରକୃତରେ ସେ ଝିଅ ନୁହନ୍ତି ସେ ଜଣେ ପୁଅ | ଆଉ ଯେଉଁଥିପାଇଁ ସେ ଝିଅ ପିଲା ଡ୍ରେସ ରେ ମଧ୍ୟ କଂଫୋର୍ଟ ନ ଥିଲେ | ଆଉ ଯେଉଁଥିପାଇଁ ସେ ନିଜର ଲିଙ୍ଗ କୁ ପରିବର୍ତ୍ତନ କରିଥିଲେ ବୋଲି କହିଛନ୍ତି | କିନ୍ତୁ ଯେଉଁ ମହିଳା ଜଣଙ୍କ କହିଛନ୍ତି କି ଏହିଭଳି କାମ କରିବା ଭୁଲ ଅଟେ |ଆଉ ଏହା ଭଗବାନ ର ବିରୋଧ କଥା ଅଟେ ବୋଲି, ଜ଼, ତାହାକୁ ସମ୍ପୂର୍ଣ୍ଣ ଭାବରେ ଭୁଲ କହିଛନ୍ତି ରିୟାନ |

ଆଉ ସେ କହିଛନ୍ତି କି ଉପରେ ସିନା ଝିଅ ଭଳି ଦେଖାଯାଇଥାଏ କିନ୍ତୁ ମନ ତାଙ୍କର ସବୁବେଳେ ପୁଅ ଥାଏ | ଆଉ ଏହି ଭଳି ସମସ୍ୟା ଯୋଗୁ ଘରୁ ହେଉ ବା ବାହାରେ ତାନା ଶୁଣିବାକୁ ପଡିଥାଏ ସବୁବେଳେ ସେମାନଙ୍କୁ | ତେଣୁ ଟ୍ରାନ୍ସ ଜେଣ୍ଡୋର ମାନଙ୍କୁ ନିନ୍ଦା ନ କରି ସେମାନଙ୍କୁ ସପୋର୍ଟ କରିବା ସହିତ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରେଇବା ଆବଶ୍ୟକ ହୋଇଥାଏ ବୋଲି କହିଛନ୍ତି ରିୟାନ | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment