Odisha News Portal

ଦେଖନ୍ତୁ ଭି଼ଡିଓ ! ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ସମସ୍ତ ଜମି କରିବାକୁ ଜିଦ୍ ଧରିଲେ ଏହି ବୃଦ୍ଧା ଜଣଙ୍କ ! କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କଥାଟି ହେଉଛି କି ଦେଶରେ ଲୋକମାନେ ଏତେ ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଲ ପାଆନ୍ତି ତାହା କେହି ହେଲେ ମଧ୍ୟ ଜାଣନ୍ତି ନାହିଁ । କାହିଁକିନା ତାଙ୍କର ଭଲପାଇବା ଏବେ ସମସ୍ତଙ୍କ ସାମ୍ନାକୁ ଆସୁଛି । ଜଣେ ବୃଦ୍ଧି ଏମିତି ଏକ କାମ କରିଛନ୍ତି ଯେଉଁଥିପାଇଁ ଜଣା ପଡୁଛି କି ସେ ମୋଦୀଙ୍କୁ ବହୁତ ହିଁ ଭଲ ପାଆନ୍ତି ବୋଲି । ତେବେ ଆସନ୍ତୁ ଜାଣିବା କି ସେ କଣ ଏପରି କାମ କରିଛନ୍ତି ।

ଭାରତର ବେଶ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀ । ଦେଶ ବ୍ୟତୀତ ବିଦେଶରେ ମଧ୍ୟ ମୋଦୀଙ୍କର ଚର୍ଚ୍ଚା । ତେବେ ଏବେ ତାଙ୍କର ଏମିତି ଏକ ଫ୍ୟାନ ରହିଛନ୍ତି ଯାହାର କଥା ଶୁଣି କରି ଏବେ ସମସ୍ତେ ଚକିତ । ଆମେ ମାନେ ଆପଣ ମାନଙ୍କୁ କହୁଛୁ ଉତ୍ତର ପ୍ରଦେଶର ମେନପୁରର ବିଟନ ଦେବୀଙ୍କର କଥା ।

85 ବର୍ଷରେ ପାଦ ଥାପିଥିଲେ ମଧ୍ୟ ଏବେ ମଧ୍ୟ ରହିଛି ମୋଦୀଙ୍କ ପ୍ରତି ତାଙ୍କର ଭଲପାଇବା । ଏହି ମାସ 2 ତାରିଖ ବୁଧବାର ଦିନ ଘଟିଥିଲା ଏମିତି ଏକ ଘଟଣା ଯାହାକୁ ନେଇ ମୁଣ୍ଡ ନୁଆଇଛି ପ୍ରଶାସନ । ଅଫିସ ଖୋଲୁ ଖୋଲୁ ତହସିଲ ଅଫିସରେ ପହଞ୍ଚି ଯାଇଥିଲେ ବିଟନ ଦେବୀ । ଓକିଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କହିଥିଲେ କରିବେ ତାଙ୍କର ସମସ୍ତ ସଂପତ୍ତି । ଏହା ଶୁଣିବା ପରେ ଚମକି ଯାଇଥିଲେ ମେନେପୁର ତହସିଲ ଅଫିସର ସମସ୍ତ କର୍ମଚାରୀ ।

ଏହା ପ୍ରଚାର ହେବା ପରେ ତହସିଲ ଅଫିସ ଚମକି ଉଠିଥିଲା ଯେ ବିଟନ ଦେବୀ ମୋଦୀଙ୍କ ନାମରେ ଜମି କରିବା କଥାରେ । ତେବେ ସେ ତାଙ୍କର ଏହି ଜମିକୁ ପ୍ରଦାନ ମନ୍ତ୍ରୀ ମୋଦୀଙ୍କ ନାମରେ କରିବା ପାଇଁ ଜିଦ ଧରିଥିଲେ । ତେବେ ଏହି କଥା ଶୁଣିବା ପରେ ତାଙ୍କୁ ବୁଝିବାରେ ଲାଗିଥିଲେ ତହସିଲ ଅଫିସର ସମସ୍ତ କର୍ମଚାରୀ । ତେବେ ବୁଝାଶୁଝା ଓକିଲଙ୍କ କଥାରେ ଘରକୁ ଫେରିଛନ୍ତି ବୃଦ୍ଧା ଜଣକ । ଏହା ପରେ ଦୁଇ ଦିନ ପରେ ସେ ପୁଣି ଆସି ମୋଦୀଜିଙ୍କ ନାମରେ ଜମି କରିବେ ବୋଲି କଥା କରିଛନ୍ତି ।

 


ଉତ୍ତର ପ୍ରଦେଶର ମେନପୁରର ଚିତାସି ଗ୍ରମାରେ ରହିନ୍ତି ଏହି 85 ବର୍ଷିୟ ବୃଦ୍ଧା ବିଟନ ଦେବୀ । ସେ ନିଜର ପୁଅ ପାଖରେ ରହୁଥିଲେ । ମାତ୍ର ପୁଅ ବୋହୂ ତାଙ୍କର ଯତ୍ନ ନେଉନାହାନ୍ତି କି ତାଙ୍କୁ ଗଣ୍ଡେ ଖାଇବା ପାଇଁ ମଧ୍ୟ ଭଲରେ ଦେଉନାହାନ୍ତି । ଏବେ ବିଟନ ଦେବୀ ସରକାର ଦେଉଥିବା ବୃଦ୍ଧାବସ୍ଥା ଭତ୍ତାରେ ଚଳୁଛନ୍ତି । ସେଥିପାଇଁ ନିଜ ନାମରେ ଥିବା 30 ହଜାର ସ୍କୁୟାର ଫୁଟ ଜମିକୁ ଦୁଇ ପୁଅ ବୋହୂଙ୍କୁ ନଦେଇ ମୋଦୀଙ୍କ ନାମରେ କରିବା ପାଇଁ ସେ ଚାହୁଁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।