Odisha News Portal

ମୋଦିଙ୍କ ବିଷୟରେ ସାଧୁଙ୍କର ବଡ ଭବିଷ୍ୟବାଣୀ .ଶୁଣିଲେ ଆପଣ ଙ୍କର ହୋସ ଉଡିଯିବ !

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ରାଜନୀତିକୁ ନେଇ ସବୁଠାରେ ସରଗରମ୍ ଚାଲିଛି । ଆଉ ବର୍ତ୍ତମାନ ସମସ୍ତଙ୍କ ମନରେ ଆଗାମୀ ସରକାର କିଏ ହେବ ଉଠିଛି ଏକ ଦ୍ବନ୍ଦ । ସମସ୍ତେ ଜାଣିବାକୁ ଚାହାଁନ୍ତି ପ୍ରକୃତରେ ସରକରା ଆମର କିଏ ହେବେ । ତେବେ ଏହି ସମୟ ଭିତରେ ବା ଏହି ସବୁ ଭିତରେ ଏମିତି ଏକ ସାଧୁ ଅଛନ୍ତି ଯିଏକି ଏଭଳି ଭାବରେ ଭବିଷ୍ୟତ ବାଣୀ କରିଛନ୍ତି ମୋଦିଙ୍କ ବିଷୟ ରେ , ଯାହାକୁ ଶୁଣିଲେ ଆପଣ ମାନଙ୍କ ର ମଧ୍ୟ ହୋସ ଉଡି ଯିବ ।ତେବେ ଚାଲନ୍ତୁ ଜାଣିବା ପ୍ରକୃତ ରେ ସେ କିଭଳି ଭାବରେ ଭବିଷ୍ୟତ ବାଣୀ କରିଛନ୍ତି ମୋଦିଙ୍କ ବିଷୟରେ .।

ଆଜିକା କ୍ଷେତ୍ରରେ ଏଭଳି କିଛି ଲୋକ ରହିଛନ୍ତି ଯେଉଂମାନେ କି ଏସବୁକୁ ବିଶ୍ବାସ କରନ୍ତି ନାହିଁ କିନ୍ତୁ ଏମିତି ରେ ଆଉ କିଛି ବି ଲୋକ ରହିଛନ୍ତି ଯେଉଂ ମାନେ କି ଜ୍ୟୋତିଷ ବିଦ୍ୟା ଉପରେ ବହୁତ ପରିମାଣ ରେ ବିଶ୍ବାସ କରିଥାନ୍ତି । ସେମାନେ କେବି ନିଜ ରାଶି ଫଳ ଦେଖିବା ପାଇଁ ଭୁଲନ୍ତି ନାହିଁ ଓ ଏହା ସହିତ ସେମାନେ ଏହି ଅନୁସାରେ ହିଁ ଚାଲିଥାନ୍ତି । ଆଉ ଯଦି ତାଙ୍କ ବିଷୟରେ କିଛି ଖରାପ କଥା ଲେଖା ହୋଇଚି ତେବେ ସେମାନେ ଘରୁ ମଧ୍ୟ ବାହାରି ନଥାନ୍ତି ।

ଏପରି ସମୟରେ ଲୋକ ମାନଙ୍କ ମଧ୍ୟରେ ବି ଆମ ଭାରତର ପ୍ରଧାନମନ୍ତ୍ରୀ ବି ଜଣେ ରହିଛନ୍ତି ।ଯିଏକି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରିଥାନ୍ତି । ସେ କେବେ ବି ନିଜର ରାଶିଫଳ ନଦେଖିବା ଯାଏ ଘରୁ ପାଦ କାଢନ୍ତି ନାହିଁ । ଏହି ସମୟରେ ତାଙ୍କ ବିଷୟରେ ଜଣେ ଜ୍ଞାନୀ ଭବିଷ୍ୟତ ବାଣୀ କରି କହିଛନ୍ତି । ଯେଉଁ ଭବିଷ୍ୟ ବାଣୀକୁ ଶୁଣି ବି ବହୁତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି । ଏପରି ଜଣେ ଜ୍ୟୋତିଷ ରହିଛନ୍ତି ଉତ୍ତରପ୍ର ଦେଶର ସାଉଳିଆ ଗ୍ରାମରେ , ତାଙ୍କର ନାମ ବୈରାଗ ବାବା ।


ଏମିତି ରେ କୁହାଯାଏ କି ସେ ଯେ କୌଣସି ବି ଭବିଷ୍ୟ ବାଣୀ କରିଥାନ୍ତି ସେଗୁଡିକ କେବେ ବି ଅସତ୍ୟ ହୋଇ ନଥାଏ । ତେବେ ସେ ଆମ ଦେଶର ପ୍ରଧାନ ମନ୍ତ୍ରୀ ମୋଦିଙ୍କ ବିଷୟରେ ବି ଏମିତି କିଛି ଭବିଷ୍ୟ ବାଣୀ କରିଛନ୍ତି ଯାହା ଆଗକୁ ସତ୍ୟ ହେବାକୁ ଯାଉଛି ।

ପ୍ରଥମେ କହିଛନ୍ତି ମୋଦି ଯେଉଁ ଆଡେ ବି୍ ଯାଇଥାନ୍ତି ସେ ସେହି କାର୍ଯ୍ୟକୁ ନିଶ୍ଚିତ ଭାବରେ ସଫଳ କରିଥାନ୍ତି । ସେ ନିଜ ଜୀବନ ରେ ସମସ୍ତଙ୍କର ସେବା କରିବା ସହିତ ବର୍ତ୍ତମାନ ସାରା ଦେଶରେ ସେବା କରୁଛନ୍ତି । ଆଉ ଆଗାମୀ ନିର୍ବାଚନ ସେ ହିଁ ଜିତିବେ ବୋଲି କହିଛନ୍ତି ।

ବର୍ତ୍ତମାନ ସମାଜ ତାଙ୍କର ପ୍ରିୟ ହୋଇ ସାରିଛି ତେଣୁ ଏଥିରେ କିଛି ବି ସନ୍ଦେହ ନାହିଁ ସେ ଆଗମୀ ଇଲେକ୍ସନ ଜିିତିବେ ନାହିଁ ବୋଲି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ହିଁ ଆଗାମା ସମୟରେ ଭାରତ କୁ ସୁଧାରି ପାରିବେ । ସେ ରାହୁଲ ଗାନ୍ଧିଙ୍କ ବିକ୍ଷୟରେ କହିଛନ୍ତି କି ରାହୁଲ କେବଳ ମୋଦିଙ୍କୁ ଡରାଇବା ପାଇଁ ଏଭଳି କରୁଛନ୍ତି କିନ୍ତୁ ସେ ଜିତି ପାରିବେ ନାହିଁ କି ଦେଶର ସେବା କରି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।