Odisha News Portal

ମିଳିଗଲେ ନବୀନଙ୍କ ସମ୍ପତ୍ତିର ଅସଲି ଉତ୍ତରାଧିକାରୀ! ଜାଣନ୍ତୁ କିଏ,ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ବର୍ତ୍ତମାନ ର ସବୁଠୁ ବହୁତ ବଡ ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ବିଜୟ ଆସିଲା ସାମ୍ନାକୁ।ତେବେ ନିର୍ବାଚନ ଫଳ ଏବଂ ଉପ ନିର୍ବାଚନ ଫଳ ବିଜୁ ଜନତା ଦଳକୁ କେବଳ ଆନନ୍ଦିତ କରି ନାହିଁ ବରଂ ବହୁତ ସାରା ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିଛି । ଏହା ସହିତ ଭବିଷ୍ୟତ ରଣନୀତି ନିର୍ଦ୍ଧାରଣ ପାଇଁ ବାଟ ମଧ୍ୟ ଖୋଲି ଦେଇଛି ।ତେବେ ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନବୀନ ବାବୁଙ୍କ ଉତ୍ତରାଧିକାରୀ ଙ୍କ ଘୋଷଣାର ବାଟ ଖୋଲି ଦେଇଛି ।ଏଥର ଉପନିର୍ବାଚନରେ ଆଉ ତାଙ୍କ ଟିମ ଗ୍ରହଣ କଲେ ତାହା ସଫଳ ହୋଇଥିବାରୁ,ଆଉ ଏବେ ଅପେକ୍ଷା ରହିଛି ପୌର ନିର୍ବାଚନରୁ,

ତେବେ ଏଠାରେ ଯଦି ପରିସ୍ଥିତି ସମାନ ରହୁଛି ତା ହେଲେ ମାନ୍ୟବର ନବୀନ ବାବୁଙ୍କ ଉତ୍ତରାଧିକାରୀ ଆସିବାର ବାଟ ସଂମ୍ପୂର୍ଣ୍ଣ ଖୋଲି ଯାଇ ଥିଲା । ତେବେ ଆପଣ ମାନେ ଆଉ ଗୋଟିଏ କଥା ମଧ୍ୟ ବେଶ୍ ଭଲ ଭାବରେ ଜାଣି ଥିବେ ଯେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୌଣସି ନିର୍ବାଚନକୁ ହାଲ୍କାରେ ନିଅନ୍ତି ନାହିଁ ।

କିନ୍ତୁ ପ୍ରଥମ ଥର ପାଇଁ ମାନ୍ୟବର ନବୀନ ବାବୁ ବାଲେଶ୍ଵର ଏବଂ ତିର୍ତ୍ତୋଲର ନିର୍ବାବଚନ କୁ ଯାଇ ନାହାନ୍ତି । ତଥାପି ସେ ସେଠାରେ ବିଜୟ ଲାଭ କରିଥିଲେ । ତେବେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତିକି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ବାବୁଙ୍କ ପରେ କିଏ ବା ତାଙ୍କ ଉତ୍ତରାଧିକାରୀ କିଏ ତାହେଲେ ଆପଣଙ୍କୁ ଆହୁରି ପ୍ରାୟ 6 ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଆଉ ଏହି ନିର୍ବାଚନଟି ହେଉଛି ପୌର ନିର୍ବାଚନ,ଆଉ ସବୁ ପ୍ରକାରର ବ୍ୟବସ୍ଥା ହୋଇ ସାରାଇଲାଣି।


ତେବେ ଏଇ ବିଧାନ ସଭାରେ ଶୀତକାଳୀନ ଅଧିବେଶନ ରେ ଏକ ପ୍ରକାରର ବାଧକ ଆସିପାରେ ବୋଲି ଜଣା ପଡୁଛି କିନ୍ତୁ ତାପରେ ସଂମ୍ପୂର୍ଣ୍ଣ ବାଟ ଖୋଲିଯିବ ପୌର ନିର୍ବାଚନ ପାଇଁ । ଏହା ସହିତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ ମୁଖ୍ୟମନ୍ତ୍ରୀ ଗୋଟେ ପ୍ଲାନରେ ଆଗକୁ ବଢୁଛନ୍ତି । ଆଉ ବସ୍ତି ବାସିନ୍ଦା ଏବଂ ଅନ୍ୟାନ୍ୟ ଲୋକଙ୍କ ଥଇ ଥାନ ପାଇଁ ଯାହା କରିବା ଆବଶ୍ୟକ ତାହା ମଧ୍ୟ କରୁଛନ୍ତି। ଏହା ସହିତ ବର୍ତ୍ତମାନ ମଝିରେ ଭୁବନେଶ୍ୱରକୁ 24 ଘଣ୍ଟା ପାଣି ଯୋଗାଇବା ପାଇଁ ପ୍ରୟାସ ମଧ୍ୟ କରିଥିଲେ। ଧରି ନିଅନ୍ତୁ ମେ ମାସ ପୁର୍ବରୁ ବର୍ଷା ରୃତୁ ଆସିବା ପୂର୍ବରୁ ନିର୍ବାଚନ ହେବାକୁ ଯାଉଅଛି। ଆଉ ଏହି ନିର୍ବାଚନରେ ଉଭୟ ସରରକାର ଓ ସରକାରୀ ଦଳ ସବୁ ପ୍ରକାରର ପ୍ରସ୍ତୁତ ହୋଇ ସାରିଲାଣି।

ତେବେ ଯେହେତୁ ବାଲେଶ୍ଵର ଏବଂ ଈର୍ତ୍ତୋଲ ଦଳ ବେଶ ଭଲ ଭୋଟ ଭାବେ ପରିଚାଳିତ ହେବାର ଆଶା ଅଛି ହେଲେ ଦେଖାଯାଉ ଆଗକୁ କଣ ହେଉଛି । ତେବେ ନବୀନ ବାବୁ ଗୋଟିଏ ବହୁତ ବଡ ପ୍ଲାନରେ ଆଗକୁ ଯାଉଛନ୍ତି। କାରଣ ସେ ଏବେ ପାଣି ମାପିସାରିଲେଣି ଯେ ଦୁଇଟି ବିପକ୍ଷ ଦଳ ଲଢ଼ିବା ଅବସ୍ଥାରେ ଆଉ ନାହାନ୍ତି। କାହିଁକି ନାଁ ଗୋଟେ ତ ହେଉଛି କଂଗ୍ରେସ ଯିଏକି ଆଦୌ ନାହିଁ ଏବଂ ଆଉ ରହିଲା ବିଜେପି ଯିଏକି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାରେ ଏଠି ଲଢ଼ିବାକୁ ଚାହୁଁଚି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।