ଆପଣ କଣ ନିଜ ଚେହେରାକୁ ନେଚୁରାଲି ଗୋରା କରିବା ପାଇଂ ଚାହିଁଛନ୍ତି । କଣ ଆପଣ ବି ନିଜ ଚେହେରାର ସବୁ ଦାଗ ,ଚିହ୍ନ, ପିମ୍ପଲ୍ ଦୂର କରିବା ପାଇଂ ଚାହିଁଛନ୍ତି , ତାହେଲେ ଆମର ଏହି ଲେଖିଟାକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ୱାଟର ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଫେସ୍ ର ବହୁତ ସାରା ପ୍ରବଲେମ୍ କୁ ଦୂର କରିପାରିବେ । ଯେମିତିକି ଯଦି କରା ଯୋଗୁଁ ଫେସ୍ ରେ ଟେନିଙ୍ଗ ଆସିଯାଇଛି, ତେବେ ତାକୁ ଦୂର କରିପାରିବେ , ନିଜ ମୁହଁରୁ ସବୁ ମହିଳାକୁ ଦୂର କରିପାରିବେ ।
ତେବେ ଆଜି କାଲି ସମୟ ଆଭାବ ଯୋଗୁଁ ବହୁ ଲକୋମାନେ ଘରୋଇ ଉପଚାର ସବୁ ଛାଡି ମାର୍କେଟରେ ମିଳୁଥିବା ଜିନିଷ ସବୁ ବ୍ୟବହାର କରୁଛନ୍ତି , ସେସବୁ ଆମ ସ୍କନକୁ ବ୍ରାଇଟ୍ ତ କରିଥାଏ କିନ୍ତୁ ଧିରେଧିରେ ଆମ ସ୍କିନକୁ ଡେମେଜ୍ କରି ଦେଇଥାଏ । ତେଣୁ ଆଜି ଆମେ ଆପଣଙ୍କ ସହିତ ଯେଉଁ ରେଡିମ୍ ସେୟାର କରିବୁ ତାହା ଦ୍ବାରା ଆପଣ ନିଜ ସ୍କିନ୍ ର ସବୁ ପ୍ରକାର ସମସ୍ୟାକୁ ଦୂର କରିପାରିବେ । ତେବେ ଚାଲନ୍ତୁ ଜାଣିବା ।
ଏହାକୁ ବନେଇବା ପାଇଂ ଆପଣଙ୍କୁ ପ୍ରଥମେ ଦରକାର ଚାଉଳ । ଆପଣ କେଉଁ ବି ଚାଉଳ ବ୍ୟବହାର କରିପାରିବେ । ଚାଉଳର ପାଣିରେ ଏମିତି ବହୁତ ପ୍ରକାର ପ୍ରପୋଟିସ୍ ଥାଏ ଯାହା ଆମର ଚେହେରାକୁ ଗ୍ଲୋଇଂ ଏବଂ ସ୍ପଷ୍ଟଲେସ୍ ବନେଇଥାଏ । ଆପଣ 50 ଗ୍ରାମ ଚାଉଳ ନିଅନ୍ତୁ । ପ୍ରଥମେ ଚାଉଳକୁ ଭଲ ଭାବରେ ଧୋଇ ନେବେ । ଏହାପରେ ସେହି ଚାଉଳରେ ଅଳ୍ପ ପାଣି ମିଶାଇଦେବେ । ଏହାପରେ ଆପଣଙ୍କୁ ଆବଶ୍ୟକ ଲେମ୍ବୁ ।
ଏଠାରେ ଲେମ୍ବୁର ରସ ସହ ଲେମ୍ବୁର ଚୋପା ମଧ୍ୟ ଆବଶ୍ୟକ । ତେବେ ଲେମ୍ବୁକୁ ଛୋଟ ଛୋଟ ପିସ୍ କରି କାଟିଦେବେ ଏବଂ ସେହି ଚାଉଳ ଥିବା ପାଣିରେ ପକାଇଦେବେ ।,ଏହାପରେ ସେଥିରେ ଦୁଇ ଚାମଚ ଗୋଲାପ ଜଳ ମିଶାନ୍ତୁ । ତାପରେ ସେହି ସବୁକୁ ମିକ୍ସ କରିନେବେ ଏବଂ ସେହି ସବୁ ଜିନିଷକୁ 30 ମିନିଟ୍ ପର୍ଯ୍ୟନ୍ତ କଭର କରି ରଖିଦେବେ । 30 ମିନିଟ ପରେ ଏହାକୁ ବାହାର କରି ହାତରେ ଭଲ ଭାବରେ ମିକ୍ସ କରିଦେବେ ଏବଂ ଲେମ୍ବୁର ରସକୁ ମଧ୍ୟ ବାହାର କରିଦେବେ । ଏହାପରେ ଏହାକୁ ଗୋଟିଏ ପାତ୍ରକୁ ଛାଣି ନେବେ । ବର୍ତ୍ତମାନ ଉପଚାର ପ୍ରସ୍ତୁତ ।
ଆପଣ ଏହାକୁ ତୁଳା ସାହାଯ୍ୟରେ କିମ୍ବା ସ୍ପ୍ରେ ବୋଟଲ ସାହାଯ୍ୟରେ କିମ୍ବା ସୂତା କପଡା ସାହାଯ୍ୟରେ ନେଇ ଭଲ ଭବାରେ ମୁହଁରେ ଲଗାନ୍ତୁ । ଆପଣ ଏହି ପାଣିକୁ ଫ୍ରିଜ୍ ରେ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ଷ୍ଟୋର କରି ରଖିପାରିବେ । ଏହାକୁ 5 ମିନିଟ୍ ପର୍ଯ୍ୟନ୍ତ କ୍ଲିନ୍ କରିବେ ଏବଂ 15-20 ମିନିଟ୍ ପର୍ଯ୍ୟନ୍ତ ଫେସ୍ ରେ ସେମିତି ରଖିବେ । ଆଉ ଏହାପରେ ମୁହଁକୁ ନରମାଲ ପାଣିରେ ଧୋଇ ନେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।