Hair Fall Titment -ମନ୍ଦାରଫୁଲରେ ଚାଉଳ ମିଶି କରନ୍ତୁ ଏହି ଛୁଟିଆ କାମ ! ଚୁଟି ଝଡିବା ସମ୍ପୂର୍ଣ ବନ୍ଦ ଓ ଚନ୍ଦା ମୁଣ୍ଡରେ ଚୁଟି ଉଠିବ…..

ତେବେ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କୁ ସୌଦାର୍ଯ୍ୟ ର ମୂଳ ଆଧାର ଚୁଟି ଅଟେ | ଯେମିତି ଆମେ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇ ଥାଉ ଠିକ ସେହିଭଳି କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଉପାୟ ମାନ ଆମେ ଆପଣାଇ ଥାଉ | କିନ୍ତୁ ଦେଖା ଯାଉଛି କି ଆଜିକାଲି ଖାଦ୍ୟ ପେୟ ର ଅସମୟତା ଓ ପରିବେଶ ପ୍ରଦୂଷଣ ସହିତ ଷ୍ଟ୍ରେସ ନେବା ଭଳି ସମସ୍ୟା ଆଜିର ମଣିଷ ମାନଙ୍କର ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି | ଆଉ ଯେଉଁଥିପାଇଁ କେଶ ଜନିତ ସମସ୍ୟା ଗୁଡିକ ଦେଖାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ମୁଁ ଆପଣ ମାନଙ୍କୁ କିଛି ଏମିତି ଉପାୟ ବତାଇବାକୁ ଯାଉଛି ଯାହାକୁ ବ୍ୟବହାର କରିକି ଆପଣ ମାନେ କେଶ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ |
ସାଧାରଣତଃ ଦେଖାଯାଉଛି କି ଆଜି ର ଯୁବପିଢ଼ି ମାନେ ଅନେକ ସମୟରେ ଚୁଟି ଝଡିବା ସହିତ ଚନ୍ଦା ପଣ ର ଶିକାର ହେଉଛନ୍ତି ଅନେକ ସମୟରେ | ଆଉ ଯେଉଁଥିପାଇଁ ସେମାନେ କମ ବୟସରେ ଫେସ ଚୁଟି ଉପୁଡିବା କାରଣରୁ ଚିନ୍ତା ରେ ରହୁଛନ୍ତି | ତେବେ ସେଥିପାଇଁ ଅନେକ ସମୟରେ ବଜାରରେ ମିଳୁଥିବା କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିବାକୁ ଲାଗିଛନ୍ତି, ଆଉ ଯାହା କେଶ ସମସ୍ୟା କୁ ଆହୁରି ବଢ଼ାଇ ଦେଉଛି | ତାହେଲେ ଦୁଇଟି ଘରେଇ ଅତି ସହଜରେ ମିଳୁଥିବା ଉପଚାର କୁ ବ୍ୟବହାର କରିକି କେଶ ସମସ୍ୟା କୁ ଦୂର କରିବାର ଉପଚାର ପ୍ରସ୍ତୁତ ବିଷୟରେ ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-ଚାଉଳ ରୁ ବାହାରି ଥିବା ପେଜ, ନାଲି ମନ୍ଦାର


ପ୍ରସ୍ତୁତି ପ୍ରଣାଳୀ :-ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଚାଉଳ କୁ ଫୁଟାଇ ସେଥିରୁ ପେଜ କୁ ବାହାର କରିବା ପାଇଁ ପଡିବ | ଆଉ ତାହାକୁ ଗରମ ଥିବା ଅବସ୍ଥାରେ ଗୋଟିଏ ପାତ୍ର କୁ କାଢିନେବା | ତାହା ପରେ ଆମେ 5-6 ଟି ନାଲି ମନ୍ଦାର ଆଣିବା ଆଉ ତାହା ପରେ ମନ୍ଦାରର ପାଖୁଡ଼ାକୁ ସେହି ଗରମ ପେଜ ରେ ପକାଇ ରଖିବା ଆଉ ତାହାକୁ ଢାଙ୍କି ଦେବା | ଆଉ 30 ମିନିଟ ରହିଲା ପରେ ମନ୍ଦାର ଫୁଲ ର ପାଖୁଡ଼ାରେ ଥିବା ଉପକାରୀ ଗୁଣ ଗୁଡିକ ପେଜ ରେ ମିଶିଯାଇଥିବ | ଏବେ ତାହାକୁ ଭଲ ଭାବରେ ଛାଣି ଦେବା ଓ ଜେଲ ଭଳି ଦ୍ରବଣ ପ୍ରସ୍ତୁତ କରିବା |
ବ୍ୟବହାର :-ପ୍ରସ୍ତୁତ କରିଥିବା ଉପଚାର ଟିକୁ ଆମ ବାଳ ର ମୂଳରେ ଓ ଚୁଟି ସାରା ଭଲ ଭାବରେ ହାତ ସାହାଯ୍ୟ ରେ ଲଗାଇ ଦେବା | ତାହା ପରେ ତାହାକୁ 1-2 ଘଣ୍ଟା ରଖିବା ଆଉ ତାହା ପରେ ନର୍ମାଲ ପାଣି ରେ ଧୋଇଦେବା | ଆଉ ତାର ପର ଦିନ ଆମେ ମୁଣ୍ଡରେ ସେମ୍ପୁ କରିକି ଭଲ ଭାବରେ ମୁଣ୍ଡକୁ ଧୋଇ ନେବା |ତେବେ ଏହା ଥିଲା କେଶ ଜନିତ ସମସ୍ୟାକୁ ଦୂର କରିବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment