ମିଠା ମିଠା କଥା କହି OYO ନେଉଥିଲା, ପ୍ରେମିକାର ଜିଦ ପାଇଁ ଶେଷରେ ସିନ୍ଦୁର ଦେଲା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ କୁ ନେଇକି ଭିଡିଓ ତପ୍ରାୟ ଦେଖିବାକୁ ମିଳିଥାଏ | ତେବେ ଦେଖା ଯାଏ କି ଏଠାରେ ପ୍ରେମିକ ଜଣଙ୍କ ବାହା ହେବାକୁ ମନା କରି ଦେଇଥିଲେ ପ୍ରେମିକା ଙ୍କୁ | ଆଉ ଯେଉଁଥିପାଇଁ ପ୍ରେମିକ ଙ୍କ ଘର ସାମ୍ନାକୁ ଆସିକି ସାଙ୍ଗେ ସାଙ୍ଗେ ପହଂଚିଯାଇଥିଲେ ପ୍ରେମିକା ଜନଙ୍କ |ଆଉ ପ୍ରେମିକ ଙ୍କ ଘର ଆଗରେ ଧାରଣ ମଧ୍ୟ ଦେଇଥିଲେ ନିଜର ପ୍ରେମ କୁ ଫେରିକି ପାଇବା ପାଇଁକି | ଆଉ ଶେଷରେ ତାଙ୍କର ସ୍ବପ୍ନ ସତ ହେଇଛି ଆଉ ପ୍ରେମିକ ଓ ପ୍ରେମିକା ଙ୍କ ମିଳନ ଘଟିଛି, ଆଉ ଦୁଇଜଣ ପ୍ରେମ ବନ୍ଧନରେ ମଧ୍ୟ ବାନ୍ଧି ହେଇଛନ୍ତି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘାଟଣା ଉପରେ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଥିଲା କି କିଛି ଦିନ ଆଗରୁ ଯୁବକ ଆଉ ଯୁବତୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଦୁଇଜଣ ଦୁଇ ଜଣ ଙ୍କୁ ଭଲ ମଧ୍ୟ ପାଉଥିଲେ, ଆଉ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା | କିନ୍ତୁ ଯେତେବେଳେ ଯୁବକ ଙ୍କ ମା ଜଣଙ୍କ ତାଙ୍କର ପୁଅ କୁ ବିବାହ କରିବା ପାଇଁ ହେଲେ ତାଙ୍କୁ 5 ଲକ୍ଷ ଟଙ୍କା ଦେବା ପାଇଁ ପଡିବ ସେତେବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଯେମିତି ଭାଙ୍ଗିବାକୁ ଲାଗିଥିଲା | ଆଉ ଯାହା ଜଣା ପଡିଥିଲା କି ଯୁବକ ଜଣଙ୍କ ତାଙ୍କୁ ବିବାହ କରିବାକୁ ମଧ୍ୟ ମନା କରି ଦେଇଥିଲେ |

କିନ୍ତୁ ପ୍ରେମିକା ଜଣଙ୍କ ଜିଦିଆ ଥିଲେ ଆଉ ତାଙ୍କର ଜିଦ ରେ ମଧ୍ୟ ଅଟଳ ଥିଲେ | ଆଉ ଯାହା ଜଣା ପଡିଥିଲା କି ପ୍ରେମିକା ମାମା କହିଥିଲେ କି ମୋ ସହିତ ପ୍ରେମ କରିଲ ଆଉ ଶାରୀରିକ ସମ୍ପର୍କ ମଧ୍ୟ ରଖିଲ ଆଉ ଏବେ ବିବାହ କଥା କହିଲା ବେଳକୁ ପଇସା କଥା ଉଠୁଛି | ଆଉ ଏଭଳି ଘଟଣା ଘଟିବା ପରେ ପ୍ରେମିକା ଜଣଙ୍କ ତାଙ୍କର ଜିଦ ଦେଖାଇଛନ୍ତି | ଆଉ ଯାହା ଜଣା ପଡିଛି କି ପ୍ରେମିକା ଜଣଙ୍କ ଯୁବକ ଙ୍କୁ ବିବାହ କରିବାର ଜିଦ ରଖିକି ସାଙ୍ଗେ ସାଙ୍ଗେ ପହଞ୍ଚି ଯାଇଛନ୍ତି ତାଙ୍କର ପ୍ରେମିକ ଙ୍କ ଘରେ ସାମ୍ନାରେ |ଆଉ ସେଠାରେ ଧାରଣା ରେ ମଧ୍ୟ ବସିଥିଲେ |

ଆଉ ମାମା ତାଙ୍କର ପ୍ରେମିକ ଙ୍କୁ ଫୋନ କରିକି ଆସିବା ପାଇଁ ମଧ୍ୟ କହିଥିଲେ ଆଉ ପ୍ରେମିକ ଜଣଙ୍କ କାନ୍ଦି ଥିଲେ ଆଉ ଆସିବେ ବୋଲି ମଧ୍ୟ କହିଥିଲେ | ଆଉ ଯାହା ଜଣା ପଡିଛି କି ବର୍ତ୍ତମାନ ପ୍ରେମିକ ଆଉ ପ୍ରେମିକା ଙ୍କ ମିଳନ ଘଟିଛି ଆଉ ଦୁଇ ଜଣ ପ୍ରେମ ବନ୍ଧନରେ ମଧ୍ୟ ବାନ୍ଧି ହେଇଛନ୍ତି, ଆଉ ଯାହାକୁ ନେଇକି ମାମା ବହୁତ ଖୁସି ଅଛନ୍ତି | ଆଉ ଶେଷରେ ପ୍ରେମ ଆଗରେ ହାର ମାନିଛି ଟଙ୍କା |ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment