ମୁଁ ଥିଲି ମଦମନ୍ତ୍ରୀ 50 କୋଟି ଥିଲା ଇନକମ ଓଡ଼ିଶାର… ହଠାତ ରାଗି ଯାଇ ଏମିତି କାହିଁକି କହିଲେ ସୁର ରାଉତରାୟ… ଦେଖନ୍ତୁ Video

ଆଜିକାଲି ଅନେକ ନେତା ମାନେ ଆସୁଛନ୍ତି। ନିଜର ପେଟ ପୂଜା କରିବା ପାଇଁ, ଅର୍ଥାତ ଆମ କହିବାର ଅର୍ଥ ହେଉଛି ଯେ ଅନେକ ଏପରି ଅଛନ୍ତି ଯେଉଁମାନେ କି ନିଜର ସ୍ୱାର୍ଥ ସବୁବେଳେ ଦେଖନ୍ତି। ହେଲେ ଜନସାଧାରଣଙ୍କ ସ୍ୱାର୍ଥକୁ ଭୁଲି ଯାଇଥାନ୍ତି। ଏଭଳି ବହୁତ କମ ଲୋକ ଅଛନ୍ତି ଯେଉଁମାନେ କି ସାଧାରଣ ଜନତାଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଥାନ୍ତି। ଆମ ସରକାର ସବୁବେଳେ ମଦ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। କାରଣ ମଦରୁ ମଧ୍ୟ ଅନେକ ରାଜସ୍ୱ ଆସିଥାଏ। ଯାହାକୁ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଦେଖିବା ପାଇଁ ପାଇଥିବେ। ତେବେ ଜଟଣୀ ବିଧାୟକ ସୁର ରାଉତରାୟ ମଦକୁ ନେଇ ଏମିତି କିଛି କହିଲେ ଯାହାକି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ତେବେ ଆସନ୍ତୁ ଜାଣିବା ସୁରଭାଇଙ୍କ ମଦ ବିଷୟ କଣ କହୁଛନ୍ତି।

ପୁଣି ଏବେ ଜଟଣୀ ର ବିଧାୟକ ସୁର ରାଉତ ରାୟ ଚର୍ଚା କୁ ଆସିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ସେ ସର୍ବଦା ବିଭିନ୍ନ ସମୟରେ କିଛି ନା କିଛି ବିରୋଧୀଙ୍କ ବିଷୟ ରେ କହି ଆଗକୁ ଆସି ଥାଆନ୍ତି ଏବେ ଏମିତି କିଛି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି।ଆଉ ସେ ଏଠାରେ କହିଛନ୍ତି ମଦ ବେପାରରୁ ବର୍ତ୍ତମାନ ସମୟରେ ୬୫୦୦ ହଜାର କୋଟି ଟଙ୍କା ଆୟ ହୋଇଛି ଯାହାକୁ ନେଇ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି। ଆଉ ମଧ୍ୟ କହିଛନ୍ତି ” ଯେତେବେଳେ ମୁଁ ଥିଲି ମଦ ମନ୍ତ୍ରୀ ସେହି ସମୟରେ ୫୦ କୋଟି ଟଙ୍କା ଥିଲା ମଦର ଆୟ ହେଲେ ଏହାକୁ ଆଗକୁ ନେବା ପାଇଁ ନୂଆ ନୂଆ ପଲିସି କରିବା ପାଇଁ ବିଭିନ୍ନ ରାଜ୍ୟକୁ ମଧ୍ୟ ଯାଇଥିଲି। ଆଉ ଶେଷରେ ୨୫୦୦ ହଜାର କୋଟି ରେ ପହଂଚି ଥିଲା।

ଆଉ ଏବେ ଏହା ଏତେ ଆଗକୁ ଆସିଥିଲେ ମଧ୍ୟ ସରକାର ସେହିଭଳି କିଛି ବେକାରୀ ଯୁବକ ଯେଉଁମାନେ ଶିକ୍ଷିତ ତାଙ୍କ ପାଇଁ ନିଯୁକ୍ତି ର ବ୍ୟବସ୍ଥା କରନ୍ତୁ। ଆଉ ଏବେ ଯେଉଁ ଚାରିଆଡେ ମଦର ବେପାର ବଢି ଗଲାଣି ଯାହା ଦ୍ୱାରା ସବୁ ଶିକ୍ଷିତ ଯୁବକ ମଧ୍ୟ ଏହାକୁ ବ୍ୟବହାର କରି ଖରାପ ଆଡକୁ ଗତି କରିଛନ୍ତି ତେଣୁ ଏଥିରେ ସୁଦ୍ଧାର ଆଣିବାକୁ ସରକାର ଚେଷ୍ଟା ଜାରି ରଖି ଥାଆନ୍ତୁ। ଆଉ ତାଙ୍କର ଏହି ବାଣୀ ଯାହା ସମାଜ ଉପରେ ସିଧାସଳଖ ପ୍ରଭାବ ପକାଉଛି।

ଯାହା ଏବେ ପରିସ୍ଥିତି ଦେଖା ଦେଇଛି ତାହା ଅତି ଶୋଚନୀୟ ଆଉ ଏମିତି ରାଜ୍ୟର ଅବସ୍ଥା ନିହାତି ଆବଶ୍ୟକଁ କରୁଛି ଏଠାରେ ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ କୌଣସି ସ୍ଥାନରେ ନିଯୁକ୍ତି ଯାହା ପାଇଁ ସେମାନଙ୍କ ର ଆର୍ଥିକ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେବ। ଆଉ ଏପଟେ EXCISE ବିଭାଗରୁ ଯାହା ଆୟ ଆସୁଛି ସେଥିରେ ଯଦି ସରକାର କିଛି ଭଲ ନିଷ୍ପତ୍ତି ନେବେ ତେବେ ସମସ୍ତ ଙ୍କର ସୁବିଧା ହୋଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment