ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଗୋଟିଏ ପରେ ଗୋଟିଏ ଦୁଃଖ ଘଟି ଯାଇଛି ଅମ୍ଲାନ ଙ୍କର ଜୀବନରେ | ଆଉ ଯେଉଁଥିପାଇଁ ଅମ୍ଲାନ ପୁରା ପୁରି ଭାବରେ ଭାଙ୍ଗି ପଡିଛନ୍ତି, ତାହା ସହିତ ଜୀବନର ବାକି ରାସ୍ତା କେମିତି ବିତାଇବେ ତାହାକୁ ନେଇକି ମଧ୍ୟ ଅନେକ କଥା ତାଙ୍କର ମନରେ ସୃଷ୍ଟି ହୋଇଛି |ଆଉ ଏହି ଭଳି ଏକ ଦୁଖଦଃ ସମୟରେ ଢାଲ ହୋଇ ଛିଡା ହୋଇଛନ୍ତି ଅମ୍ଲାନ ଙ୍କର ସ୍ତ୍ରୀ ଭୂମି | ତେବେ ସ୍ୱାମୀ ଙ୍କୁ ଶାନ୍ତନା ଦେବା ସହିତ ଜୀବନରେ ଆଗକୁ ବଢ଼ିବାରେ ମଧ୍ୟ ରାସ୍ତା ଦେଖାଇବା ପାଇଁ ଲାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ମିହିର ଦାସ ଙ୍କୁ ଜାଣିଥିବେ | ଯିଏ କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ବହୁତ ମନୋଛୁଆଁ ଫ୍ଲିମ କରି ଦର୍ଶକ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନାଇଥିଲେ ସେହି ମିହିର ଦାସ ଆଉ ନାହାନ୍ତି |ଆଉ ତାହା ସହିତ ବାପା ଙ୍କ ପଛେ ପଛେ ଆର ପାରିକୁ ଚାଲି ଯାଇଛନ୍ତି ଅମ୍ଲାନ ଙ୍କର ସାନ ଭାଇ ଅକ୍ଲାନ୍ତ ଦାସ | ଆଉ ଯାହା କୁହାଯାଉଛି କି ପ୍ରଥମେ ମା, ତା ପରେ ବାପା ଆଉ ଏବେ ସାନ ଭାଇଙ୍କୁ ହରାଇବା ପରେ ପୁରା ପୁରି ଭାବରେ ଏକା ହୋଇ ଯାଇଛନ୍ତି ଅଭିନେତା ଅମ୍ଲାନ |ଆଉ ଜୀବନରେ ଆଗକୁ କେମିତି ବଢ଼ିବେ ସେ କଥା ମଧ୍ୟ ଭାବିବାକୁ ଲାଗିଛନ୍ତି |
ଆଉ ଯାହା କୁହାଯାଉଛି କି ଅମ୍ଲାନ ତାଙ୍କର ଭାଇ ଙ୍କୁ ହରାଇବା ପରେ ଜୀବନରେ କେଉଁ ଭଳି ଭାବରେ ଆଗକୁ ବଢିବେ ସେ କଥା ଭାବିକି ଭାଙ୍ଗି ପଡିଥିବା ବେଳେ ଅମ୍ଲାନ ଙ୍କ ଦୁଃଖ ସମୟରେ ସାହାରା ହୋଇଛନ୍ତି ତାଙ୍କର ପତ୍ନୀ ଭୂମି ଓ ତାଙ୍କର କୁନି ଝିଅ | ତାହା ସହିତ କୁହାଯାଉଛି କି ଅମ୍ଲାନ ଙ୍କର ସ୍ତ୍ରୀ ଅମ୍ଲାନ ଙ୍କୁ ବୁଝାଇବାକୁ ଲାଗିଛନ୍ତି ଆଉ ପଛ କଥା ନ ଭାବି ଆଗକୁ ବଢିବା ପାଇଁ କହିଛନ୍ତି ଭୂମି | ତେବେ ଭୂମି ଙ୍କ ର କହିବା କଥା କି ସେ ଆଉ ତାଙ୍କର କୁନି ଝିଅ ଅମ୍ଲାନ ଙ୍କ ସହିତ ସବୁବେଳେ ଅଛନ୍ତି |
ଆଉ ସାରା ଜୀବନ ତାଙ୍କର ହାତ ଛାଡ଼ିବେ ନାହିଁ ହୁଏତ ବାପା, ମା, ଭାଇ ଙ୍କୁ ତାଙ୍କ ପାଖକୁ ଫେରାଇ ଆଣି ପାରିବେ ନାହିଁ କିନ୍ତୁ ତାଙ୍କର ସୁଖ ରେ ଦୁଃଖରେ ସାଥି ହୋଇ ରହିବେ ବୋଲି କହୁବାକୁ ଲାଗିଛନ୍ତି ଭୂମି | ଆଉ ଭୂମିକା ଙ୍କର ଏହି କଥା ରେ ଶାନ୍ତନା ମିଳିଛି ଅମ୍ଲାନ ଙ୍କର ମନରେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ସମସ୍ତେ ଏହି କଥା ରେ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।