ତେବେ ଚାରିଆଡେ ବର୍ତ୍ତମାନ ଗୋଟିଏ କଥା ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ଯାତ୍ରା ଜଗତରେ ହଟ ଆଇଟମ ଗାର୍ଲ ବୋଲି ଆମେ ଯାହାଙ୍କୁ ଜାଣିଛୁ ସେହି ରାଣୀ ପଣ୍ଡା ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ରାଣୀ ପଣ୍ଡା ଗୋଟିଏ ପ୍ରୋଗ୍ରାମ ରୁ ଫେରୁଥିବା ସମୟରେ ହଠାତ ତାଙ୍କର କାର ସାମ୍ନା କୁ ଜଣେ ଯୁବକଙ୍କ ବାଇକ ଆସି ଯାଇଥିଲା | ଆଉ ଯାହା ଫଳରେ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା | ଆଉ ଯେଉଁ କଥା କୁ ନେଇକି ଅନୁତାପ କରୁଛନ୍ତି ରାଣୀ ପଣ୍ଡା ଓ ତାହା ସହିତ ତାଙ୍କର ଏହି ଏକ୍ସିଡେଣ୍ଟ ରେ କୌଣସି ଭୁଲ ନାହିଁ ବୋଲି ଓଡିଶା ବାସୀ ଙ୍କ କହିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆମେ ଜାଣିଛୁ କି ଆଠଗଡ ଜିଲ୍ଲା ଦଳଖାଇ ବ୍ଲକ ର ମୁଣ୍ଡୁଳି ରାସ୍ତାରେ ଅର୍ଥାତ ଡାଳ ଖାଇ ଠାକୁରାଣୀ ଙ୍କର ଆଗରେ ରାଣୀ ପଣ୍ଡା ଙ୍କର କାର ସହିତ ସୁକାନ୍ତ ନାମକ ଜଣେ ଯୁବକଙ୍କର ବାଇକ ସହିତ ଧକ୍କା ହୋଇଥିଲା | ଆଉ ଯାହା ଫଳରେ ଯୁବକ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ଆଉ ଯେଉଁଥିପାଇଁ ମୃତକଙ୍କ ପରିବାର ଲୋକ ମାନେ ରାଣୀ ପଣ୍ଡା ଙ୍କ ଦୋଷ ଦେବାକୁ ଲାଗିଛନ୍ତି | ଆଉ ଯାହାକୁ ନେଇକି ରାଣୀ ପଣ୍ଡା କହିଛନ୍ତି କି ତାଙ୍କର ଏହି ଏକ୍ସିଡେଣ୍ଟ ରେ କୌଣସି ଭୁଲ ନାହିଁ | ଆଉ ଯୁବକ ଜଣଙ୍କ ଗୋଟିଏ କାର କୁ ଅଭର ଟେକ କରିକି ରାଣୀ ଙ୍କର କାର ସାମ୍ନା କୁ ଆସି ଯାଇଥିଲା |
ଆଉ ଯେଉଁଥିପାଇଁ ଏଭଳି ଅବସ୍ଥା ହୋଇଛି | ତେବେ ରାଣୀ ପଣ୍ଡା ଙ୍କର କାର କୁ ତାଙ୍କର ଡ୍ରାଇଭର ଚଳାଉଥିଲେ ଆଉ ସେମାନେ ନିଜ ସାଇଡ ରେ ଚଳାଉଥିଲେ ବୋଲି କହିଛନ୍ତି ରାଣୀ ପଣ୍ଡା | ତାହା ସହିତ ସେ କହିଛନ୍ତି କି ଓଡିଶା ବାସୀ ମାନେ କହିଛନ୍ତି କି ରାଣୀ ପଣ୍ଡା ଓ ତାଙ୍କର ଡ୍ରାଇଭର ମଦ ପିଇ ଥିଲେ ବୋଲି ତାହା ମିଛ କଥା ବୋଲି | ତାହା ବ୍ୟତୀତ ରାଣୀ ପଣ୍ଡା କହିଛନ୍ତି କି ସେ କାର ରେ ପଛରେ ବସିଥିଲେ ଆଉ ତାଙ୍କୁ ନିଦ ମଧ୍ୟ ଆସୁଥିଲା | ଆଉ ହଠାତ ଏମିତି ଗୋଟିଏ ଘଟଣା ଘଟିବ ବୋଲି ସେ କେମିତି ଜାଣିବେ |
ତାହା ବ୍ୟତୀତ ଏକ୍ସିଡେଣ୍ଟ ପରେ ରାଣୀ ଙ୍କ ନାଁ ରେ ମିଛ କଥା ଆସୁଛି କି ରାଣୀ ଫୋଟ ଉଠାଉଥିଲେ ବୋଲି | ତେବେ ସେ କହିଛନ୍ତି କି ସେ ଲୋକ ଙ୍କ ଫନ କରୁଥିଲେ ସାହାଯ୍ୟ ପାଇଁ ରାଣୀ ଏତେ ଅଵିଵେକୀ ନୁହଁ ବୋଲି | ତାହା ସହିତ ରାଣୀ ପଣ୍ଡା ମୃତକ ଙ୍କ ଘରକୁ ଶୁଦ୍ଧି କ୍ରିୟା ପାଇଁ ଟଙ୍କା ଦେଇଛନ୍ତି ଆଉ ତାଙ୍କର ପାରୁ ପର୍ଯ୍ୟନ୍ତ ସେ ସୁକାନ୍ତ ଙ୍କ ପରିବାର ଲୋକ ଙ୍କର କଥା ବୁଝିବେ ବୋଲି ମଧ୍ୟ କହିଛନ୍ତି ଓ କାନ୍ଦିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।