ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ଅଶ୍ୱିନ ଓ ପ୍ରେରଣା ଙ୍କର ବାହାଘର କୁ ନେଇକି କିଛି କଥା | ଆଉ ଯେଉଁଥିରେ କୁହାଯାଇଥିଲା କି ଅଶ୍ୱିନ ଓ ପ୍ରେରଣା ଦୁହେଁ ପ୍ରେମ ବିବାହ କରିଛନ୍ତି | ଆଉ ସାତ ଜନ୍ମ ପାଇଁ ସାଥି ଟିଏ ହୋଇ ରହିବେ ବୋଲି ମଧ୍ୟ ଶପଥ କରିଛନ୍ତି |ବର୍ତ୍ତମାନ ହେଉ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ପ୍ରେରଣା ଅଶ୍ୱିନ ଙ୍କ ସହିତ ଦେଖା ଓ ପ୍ରଥମ ଗିଫ୍ଟ ବିଷୟରେ ପ୍ରକାଶ କରିକି କହିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ହେଣ୍ଡସମ ହିରୋ ଅଶ୍ୱିନ ଓ ଚୁଳବୁଲି ଅଭିନେତ୍ରୀ ପ୍ରେରଣା ଙ୍କ ଭିତରେ ପ୍ରଥମେ ଆରମ୍ଭ ହୋଇଥିଲା ପ୍ରଫେସନାଲ ଲାଇଫ କୁ ନେଇକି ଫ୍ରେଣ୍ଡସିପ ଓ ପରେ ସେହି ଫ୍ରେଣ୍ଡ ସିପ ରୁ ଆରମ୍ଭ ହୋଇଥିଲା ଲଭ ଓ ତାହା ପରେ ସେହି ଲଭ ଆଜି ପ୍ରେମର ରୂପ ନେଇଛି ବୋଲି କୁହାଯାଉଛି | ଆଉ ପ୍ରେରଣା ମଧ୍ୟ ଅଶ୍ୱିନ ଙ୍କ ବିଷୟରେ କହିବାକୁ ଯାଇ କହିଛନ୍ତି କି ଅଶ୍ୱିନ ଙ୍କର ପ୍ରଥମ ଦେଖା ତାଙ୍କ ସହିତ ସୁଟିଂ ସେଟ ରେ ହୋଇଥିଲା ଆଉ ସେଠୁ ଆରମ୍ଭ ହୋଇଥିଲା ଫ୍ରେଣ୍ଡ ସିପ |
ତେବେ ଅଶ୍ୱିନ ଫ୍ରେଣ୍ଡ ଭାବରେ ପ୍ରେରଣା ଙ୍କ ପାଇଁ ଚକଲେଟ ସବୁବେଳେ ନେଇକି ଆସୁଥିଲେ ଆଉ ପ୍ରେରଣା ଚକଲେଟ ଖାଇବାକୁ ପସନ୍ଦ କରନ୍ତିନି ବୋଲି ମଧ୍ୟ ସେ ଜାଣିଥିଲେ | ତେବେ ତାହା ପରେ ପ୍ରେରଣା ଙ୍କ ଜନ୍ମଦିନ ରେ ଅଶ୍ୱିନ ତାଙ୍କୁ ଗିଫ୍ଟ ଦେଇଥିଲେ ବୋଲି କହିଛନ୍ତି ପ୍ରେରଣା | ଆଉ ସେ କହିଛନ୍ତି କି ଅଶ୍ୱିନ ଙ୍କର ସବୁ ଗୁଣ ତାଙ୍କୁ ଭଲ ଲାଗେ ଆଉ ତାଙ୍କୁ ଝିଅ ମାନେ ଅଧିକ ପସନ୍ଦ କରିଥାନ୍ତି | ଆଉ ଯାହାର ପ୍ରମାଣ ସେ ବାଲେଶ୍ୱର ରେ ହୋଇଥିବା ଏକ କଲେଜ ପ୍ରଗ୍ରାମ ରେ ଦେଖିଥିଲେ |
ଆଉ ସେହି ପ୍ରଗ୍ରାମ କୁ ପ୍ରେରଣା ଓ ଅଶ୍ୱିନ ମଧ୍ୟ ଯାଇଥିଲେ ଆଉ ଯେତେବେଳେ ଷ୍ଟେଜ କୁ ଅଶ୍ୱିନ ଯାଇଥିଲେ ସେତେବେଳେ ସାର୍ଟ ପିନ୍ଧିଥିଲେ ମାତ୍ର ଷ୍ଟେଜ ଉପରେ ଯେତେବେଳେ ସେ ତାଙ୍କର ପୋରଫୋମେନ୍ସ କୁ ଦେଖାଇଥିଲେ ସେତେବେଳେ ତାଙ୍କ ଦେହରେ ସାର୍ଟ ନ ଥିଲା ଝିଅ ମାନେ ତାହାକୁ ଛିଣ୍ଡି ଦେଇଥିଲେ ବୋଲି ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ପ୍ରେରଣା | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।