ହଁ ଦର୍ଶକ ବନ୍ଧୁ ଭାଇ ରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ମଧ୍ୟରେ ଅନୁଭବ ଙ୍କର କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଅନୁଭବ ନିଜର ବାହାଘରକୁ ଅସ୍ବୀକାର କରିଛନ୍ତି ବୋଲି କହୁଥିବାର ଦେଖିବାକୁ ମିଳିଛି | ଉପରକୁ ସତ ବିବାହ ବୋଲି ଦେଖାଯାଉଥିବା ବାହାଘର ସତ ନୁହଁ ତାହା ଥିଲା ଗୋଟିଏ ଛଳନା ଆଉ କାଗଜରେ ଲେଖା ଯାଇଥିବା ଗୋଟିଏ ଏଗ୍ରିମେଣ୍ଟ ବୋଲି କୁହାଯାଉଛି | ଆଉ ଏଥିପାଇଁ ମିଛରେ ସ୍ତ୍ରୀ ଧର୍ମ ପାଳନ କରିବାକୁ ମନା କରିଛନ୍ତି ଅନୁଭବ ବୋଲି କୁହାଯାଇଛି ଏହି ଭିଡ଼ିଓ ଟିରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ କଥା ଅନୁଭବ ଙ୍କୁ ନେଇକି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି, ସେ ସମସ୍ତ କଥା ବିଷୟରେ ଜାଣିବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅନୁଭବ ପ୍ରକୃତ ରେ ବିବାହ କରିଥିଲେଅଲିଉଡ ର ଜଣେ ଜଣା ଶୁଣା ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ | ଆଉ ବେଶ କିଛି ବର୍ଷ ହେବ ଦେଖିବାକୁ ମିଳିଛି କି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଉ ଠିକ ନାହିଁ | ଦୁଇଜଣ ଛାଡ ପତ୍ର ନେଇ ବିବାହ ବନ୍ଧନ ରୁ ମୁକ୍ତ ହେବାକୁ ଚାହୁଁଥିବାର କଥା ଉଠୁଥିବା ବେଳେ, ଅନୁଭବ ଙ୍କର ଆସିବାକୁ ଥିବା ନୂଆ ଫ୍ଲିମ ଲଭ ଇନ ଲଣ୍ଡନ ରେ ସେହି ଭଳି କିଛି ଅନୁଭବ ଙ୍କର ବାସ୍ତବ ଜୀବନ କୁ ନେଇକି କଥା ଟି ଦେଖିବାକୁ ମିଳିଥିଲା |
ଆଉ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଅନୁଭବ ତାଙ୍କର ସ୍ତ୍ରୀ ଙ୍କୁ ବାର ବ୍ରତ କରିବା ପାଇଁ ମନା କରୁଛନ୍ତି | କାରଣ ଅନୁଭବ ବେଶ ଭଲ ଭାବରେ ଜାଣିଛନ୍ତି କି ଯାହା ବି ସବୁ କରୁଛନ୍ତି ତାଙ୍କର ସ୍ତ୍ରୀ ଅନୁଭବ ଙ୍କ ପାଇଁ ସେ ସବୁ ମିଛ ଅଟେ | ଅଗ୍ନି କୁ ସାକ୍ଷୀ ରଖି ବିବାହ କରିବା କଥା ମଧ୍ୟ ମିଛ, ସତ କଳସ ଆଠ ଦୀପ କୁ ସାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ପାଇଁ ସାଥି ହୋଇ ରହିବା କଥା ମଧ୍ୟ ମିଛ ଅଟେ | ତେବେ ଏହି ସବୁ ମିଛ ବାହାନା ପଛରେ କେବଳ ଗୋଟିଏ ମାତ୍ର ସତ ରହିଛି ତାହା ହେଉଛି ଏହି ବିବାହ ଗୋଟିଏ ଏଗ୍ରିମେଣ୍ଟ ଅଟେ |
ଆଉ ଯେଉଁଥିପାଇଁ ଅନୁଭବ ତାଙ୍କର ସ୍ତ୍ରୀ ସୋନା ଙ୍କୁ ଏହି ଭଳି ସାବିତ୍ରୀ ବ୍ରତ କରି ସ୍ୱାମୀ ଙ୍କର ଶୁଭ ମୋନାସିବା ଭଳି ଛଳନା ନ କରିବା ପାଇଁ ମଧ୍ୟ କହୁଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଅନୁଭବ ଙ୍କର ଏହିଭଳି ଫ୍ଲିମ ର କିଛି ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଯାହା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।