ମିଡ଼ିଆ ଆଗରେ comedy କିଙ୍ଗ ପପୁ ପମ ପମ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. olywod ଅଭିନେତା ହରିହର ମହାପାତ୍ରଙ୍କ (Harihara mohapatra ) ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ବନ୍ଧୁଗଣ ଆପଣ ମିଡିଆରେ ଅନେକ ଅଭିନେତା ମାନଙ୍କର ଖବର ଦେଖୁଥିବେ ଓ ଶୁଣୁଥିବେ ନିଶ୍ଚିତ ମୁଁ ଆଜି ଆପଣକୁ ଓଡିଆ ଙ୍କ ଇଣ୍ଡଷ୍ଟ୍ରିର ଜଣେ ବଡ ଅଭିନେତା ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହେବେ |କେବଳ ଓଡିଶା ନୁହଁ ତାଙ୍କୁ ସାରା ଭାରତ ଜାଣିଛି ତାହା ସହିତ ସେ ଜଣେ ଅଭିନେତା କଳାକାର ସହିତ ବହୁତ ବଡ଼ କମେଡିଆନ ମଧ୍ୟ |ତାଙ୍କର କମେଡି ଲୋକଙ୍କ ମନକୁ ବେଶ ଛୁଇଥାଏ ଏବଂ ଦର୍ଶକ ସବୁ ବେଳେ ତାଙ୍କର କମେଡି ଦେଖିବା ପାଇଁ ଇଚ୍ଛା ମଧ୍ୟ କରନ୍ତି |ମୁଁ ଆଜି ଆପଣକୁ ଆପଣଙ୍କ ଅତି ପ୍ରିୟ ଅଭିନେତା ଓ କମେଡିଆନ ହରିହର ମହାପାତ୍ରଙ୍କ ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ହରିହର ମହାପାତ୍ର ହେଉଛନ୍ତି ଜଣେ ଓଡ଼ିଶାର ଓଲିଉଡ଼ ଜଗତର ଆଗ ଧାଡ଼ିର କମେଡିଆନ,ସେ ଜଣେ କଳାକାର ତାହା ନୁହଁ ସେ ଏକା ସାଙ୍ଗରେ ଜଣେ କଳାକାର, କମେଡିଆନ ଓ ରାଜନୀତିଜ୍ଞ ମଧ୍ୟ୍ୟ ଅଟନ୍ତି |ହରିହର ମହାପାତ୍ରଙ୍କୁ ଓଡିଶା ବାସୀ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଅନେକ ସାରା ଭଲ ପାଇବା ପାଇଁ ହରିହର ଆଜି ଉଚ୍ଚ ସ୍ଥାନରେ ଅଛନ୍ତି |ହରିହର ମହାପାତ୍ରଙ୍କ “ରୁମକୁ ଝୁମାନା “ଫିଲ୍ମ ଆଜି ମଧ୍ୟ ଦର୍ଶକ ମାନଙ୍କ ମନରେ ଜିଇଁ ରହିଛି, ତାହା ସହିତ ହାରାହାରିଙ୍କ ଏହି ଫିଲ୍ମର ଅଭିନୟ ଆଜି ମଧ୍ୟ ଦର୍ଶକ ମନକୁ ବହୁତ ଖୁସି କରୁଛି |

ବର୍ତମାନ ଓଡିଶା

ଇଣ୍ଡଷ୍ଟ୍ରି କେତେକ ନୂଆ ଫିଲ୍ମ ରିଲିଜ ହେବାର ଆପଣ ଦେଖିବାକୁ ପାଉଛନ୍ତି ନିଶ୍ଚିତ ହେଲେ ଆପଣଙ୍କ ଅତି ପ୍ରିୟ କଳାକାର ହରିହର ମହାପାତ୍ରଙ୍କର ମଧ୍ୟ ଏକା ନୂଆ ଫିଲ୍ମ ସୁଟିଂ ହୋଇସାରିଛି |ତାଙ୍କର ଏହି ନୂଆ ଫିଲ୍ମ ନୂଆବର୍ଷର ରିଲିଜ ହେବାର ସମ୍ଭାବନା ରହିଛି, ଏହି ଫିଲ୍ମର ଷ୍ଟୋରି ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି ହରିହର |ହରିହର ମହାପତ୍ରଙ୍କ ଏହି ନୂଆ ଫିଲ୍ମର ନାମ ରହିଛି “ଧୋରେ ବାୟା ଧୋ “, ଏହି ଫିଲ୍ମ ସବୁ ଦର୍ଶକ ମାନଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି କହିଛନ୍ତି ହରିହର |ଏହି ଫିଲ୍ମ କାହାର କପି କି ପେଷ୍ଟ ନୁହଁ, ଏହା ସମ୍ପୂର୍ଣ ନୂଆ ଧରଣର ଅଟେ |

ଏହି ଫିଲ୍ମକୁ ସମ୍ପୂର୍ଣ ପରିବାର ଲୋକେ ବସୀ ଦେଖିପାରିବେ ଏବଂ ଏହି ଫିଲ୍ମ ଏକ ମୌଳିକ କାହାଣୀକୁ ନେଇ ହୋଇଥିବାର କହିଛନ୍ତି ହରିହର |ଏହା ସହିତ ହରିହର ମହାପାତ୍ର ମିଡ଼ିଆ ସାମ୍ନାରେ ନିଜର ପରିବାର ବିଷୟରେ ମଧ୍ୟ୍ୟ କିଛି କହିଛନ୍ତି, ସେ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି ଏବଂ ସିନେମାରେ ସେ କମେଡି କରନ୍ତି ମାତ୍ର ପାରିବାରିକ ଜୀବନରେ ସେ ଜଣେ ବହୁତ ସିନସିଓର ବ୍ୟକ୍ତି ଅଟନ୍ତି ବୋଲି କହିଛନ୍ତି |ବର୍ତମାନ ସବୁ ଦର୍ଶକ ମାନଙ୍କ ଇଚ୍ଛା ଯେ ହରିହର ମହାପାତ୍ରଙ୍କ ଆସୁଥିବ ନୂଆ ଫିଲ୍ମ କେତେ ମାତ୍ରାରେ ସଫଳତା ପାଇବ ଓ ତାହା ସୁପରହିଟ ହେବ କି ନାହିଁ |ହରିହର ମହାପାତ୍ରଙ୍କ କିଛି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment